Daily Archives

March 15, 2019

କୋରାପୁଟ: କାନ୍ଥ ଭାଙ୍ଗି ଦୋକାନରୁ ମୋବାଇଲ୍‌ ଓ ଟଙ୍କା ଚୋରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନୂଆବସ୍‌ଷ୍ଟାଣ୍ଡ ସ୍ଥିତ ଅର୍ଜୁନ ବିଷୋଇଙ୍କ ଦୋକାନରୁ ଦୁର୍ବୃତ୍ତମାନେ ଗୁରୁବାର ରାତି କାନ୍ଥ ଭାଙ୍ଗି ୧୨ଟି ମୋବାଇଲ୍‌ ସହ ୩ ହଜାରରୁ ଅଧିକ ଟଙ୍କା, ବିଭିନ୍ନ କସମେଟିକ୍‌ ସାମଗ୍ରୀ ଚୋରୀ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ସବୁଦିନ ବିଷୋଇ…
ଅଧିକ ଖବର ଦେଖନ୍ତୁ...

ବିରାଟ କୋହଲିଙ୍କୁ ବୋଲିଂ କରିବିନି: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ ସେନ୍‌ ଓ୍ଵାର୍ଣ୍ଣ

ନୂଆଦିଲ୍ଲୀ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଠାରୁ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ପ୍ରଭାବଶାଳୀ କି ନୁହେଁ ଏବାବଦରେ ରାଜସ୍ଥାନ ରୟାଲସ୍‌ର ବ୍ରାଣ୍ଡ ଆମ୍ବାସାଡର ସେନ୍‌ ଓ୍ଵାର୍ଣ୍ଣ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଓ୍ଵାର୍ଣ୍ଣ କହିଛନ୍ତି କୋହଲି ଓ ତେନ୍ଦୁଲକରଙ୍କ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଜିରୋ ଅସଫଳ ହେବା ପରେ ଅବସାଦଗ୍ରସ୍ତ ହୋଇ ଯାଇଥିଲେ ଶାହାରୁଖ୍‌ ଖାନ୍‌, ୩ ମାସ ପରେ ଖୁଲାସା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଥିବା ଫିଲ୍ମ ‘ବଦ୍‌ଲା’ ଏବେ ବକ୍ସ ଅଫିସରେ ଧମାଲ କରିବା ଆରମ୍ଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ତାପ୍‌ସୀ ପନ୍ନୁ, ଅମୃତା ସିଂହ ଏବଂ ଅଭିନେତା ଅମିତାଭ ବଚ୍ଚନ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରତିରକ୍ଷା କର୍ମୀଙ୍କ ଅଭିଯୋଗ : କାର୍‌ରେ ବୁଲାଇ ନେବା ବାହାନାରେ ଡ଼ାକି ଦୁଷ୍କର୍ମ କରିଥିଲେ ମେଜର

ବେଙ୍ଗାଲୁରୁ : ଜଣେ ମହିଳା ପ୍ରତିରକ୍ଷା ବିଭାଗ କର୍ମଚାରୀ ନିଜ ସହକର୍ମୀ ମେଜରଙ୍କ ଉପରେ ଦୁଷ୍କର୍ମ ଆରୋପ ଲଗାଇଛନ୍ତି । ପୁଲିସ ଆଗରେ ମେଜର ଅମିତ୍‌ ଚୌଧୁରୀ ତାଙ୍କ ସହ ମାର୍‌ପିଟ୍‌ କରିବା ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ପାର୍ଟି…
ଅଧିକ ଖବର ଦେଖନ୍ତୁ...

କରୀନାଙ୍କୁ ଡେଟ୍‌ କରିବା ପୂର୍ବରୁ ବିବାହିତ ବୋଲି ନ ଜଣାଇ ଏହି ମହିଳାଙ୍କୁ ଡେଟ୍‌ କରୁଥିଲେ ସୈଫ୍‌ ଅଲ୍ଲୀ ଖାନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ବିଭିନ୍ନ ସମୟରେ ନିଜ ପେସାଦାର ଜୀବନ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ କରୀନାଙ୍କୁ ବିବାହ କରିବା ହେଉ ବା ଅଭିନେତ୍ରୀ ଅମୃତା ସିଂହଙ୍କଠାରୁ ଅଲଗା ହେବା ହେଉ; ଏହି ଦୁଇଟି ଘଟଣା ତାଙ୍କୁ …
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ହତ୍ୟା ଯୋଜନା କରୁଥିବା ଜାଣି ୧୦କିଲୋମିଟର ସାଇକେଲ ଚଳାଇ ବାପ ଘରେ ପହଞ୍ଚିଲେ ମହିଳା, ତା’ ପରେ….

ବୈଶାଲି(ବିହାର) : ବିହାରର ବୈଶାଲିରେ ଜଣେ ମହିଳା ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବୈଶାଲି ଜିଲ୍ଲାର ଭଗବାନପୁର ଥାନା ଅଞ୍ଚଳରେ ବିବାହ କରିଥିବା ପୁୁତୁଲ ନିଜ ସ୍ୱାମୀ ଏବଂ ଶାଶୁଘର ଲୋକମାନଙ୍କ ହତ୍ୟା ଷଡ଼ଯନ୍ତ୍ର ବିଷୟରେ ଜାଣି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମର ତାରିଖ ସାମ୍ନାକୁ ଆସିବା ପରେ ଲୋକଙ୍କ ପ୍ରତିକ୍ରିୟା…

ମୁମ୍ବାଇ : କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମାଣ ହୋଇଥିବା ୱେବ ସିରିଜ୍‌ ରିଲିଜ୍‌ ହେବାର ତାରିଖ ଘୋଷଣା କରାଯାଇଥିଲା । ଫିଲ୍ମର ପୋଷ୍ଟର ରିଲିଜ୍‌  କରାଯାଇ ୱେବ ସିରିଜ୍‌ଟି ଅପ୍ରେଲ ମାସରେ ପ୍ରଦର୍ଶନ ହେବ ବୋଲି ଘୋଷଣା କରାଯାଇଥିଲା । ଏବେ ୱେବ ସିରିଜ୍‌ ପରେ…
ଅଧିକ ଖବର ଦେଖନ୍ତୁ...

ହଠାତ୍‌ ଯାତ୍ରୀମାନେ ପାଟି କରିବାରୁ ଷ୍ଟେସନରେ ଅଟକିଲା ଟ୍ରେନ୍‌, ତଳକୁ ଓହ୍ଲାଇବା ପରେ ଟ୍ରେନ୍‌ ଭିତରେ ଏହା ଦେଖି ଡ଼ରି…

ଧାନ୍‌ବାଦ୍‌(ଝାରଖଣ୍ଡ) : ଗୁରୁବାର ରାତିରେ ପାରସନାଥ ଏକ୍ସପ୍ରେସ୍‌ ଟ୍ରେନ୍‌ରେ କିଛି ଏଭଳି ଘଟଣା ଘଟିଥିଲା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ରାତି ସମୟରେ ସବୁ ଲୋକ ଶୋଇଥିବା ବେଳେ ହଠାତ୍‌ ଟ୍ରେନ୍‌ ଭିତରେ ଲୋକେ ଜୋରରେ ପାଟି କରିବାକୁ ଲାଗିଥିଲେ । ଧୀରେ ଧୀରେ ସବୁ ବଗିର ଲୋକ ଉଠିବା ସହ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମିଳୁଥିବା ଦରମାର ବିବରଣୀ, ବିଧାନସଭା ସଦସ୍ୟଙ୍କ…

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଆତଙ୍କବାଦୀମାନଙ୍କୁ ଦମନ କରିବାକୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିବା ବେଳେ ଏବେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫେବୃଆରି ମାସର ଦରମାର ବିବରଣୀ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ନିର୍ମାଣ ଶ୍ରମିକଙ୍କ ଲେବର କାର୍ଡ ପାଇଁ ଲାଞ୍ଚ ଅଭିଯୋଗ, ଅଡିଓ ଭାଇରାଲ

ଭଦ୍ରକ: ନିର୍ମାଣ ଶ୍ରମିକଙ୍କ ଲେବର କାର୍ଡ କରିବା ପାଇଁ ଜ଼ିଲ୍ଲା ଶ୍ରମ ଅଧିକାରୀଣି ଲାଞ୍ଚ ମାଗୁଥିବା ଅଭିଯୋଗ। ଏ ସଂପର୍କୀତ ଏକ ଅଡିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଲେବର ୟୁନିଅନର ସଦସ୍ୟ। ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...