Daily Archives

March 16, 2019

ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଆଣିଲା ସ୍ୱତନ୍ତ୍ର ସୁବିଧା, ବିନା କାର୍ଡରେ ‘ଏଟିଏମ୍‌’ରୁ ଉଠାଇ ପାରିବେ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଯଦି ଆପଣଙ୍କର ଆକାଉଣ୍ଟ ଅଛି, ତା’ହେଲେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ। ବିଗତ କିଛି ବର୍ଷ ମଧ୍ୟରେ ଡେବିଟ କାର୍ଡ ମାଧ୍ୟମରେ ଅନେକ ଠକେଇ ମାମଲା ଲୋକଲୋଚନକୁ ଆସିଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଏସ୍‌ବିଆଇ…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରରୁ ଓହ୍ଲାଇବା ସମୟରେ ଭାରସାମ୍ୟ ରକ୍ଷା କରି ନ ପାରି ତଳେ ପଡିଗଲେ ବିଜେପି ନେତା ଦାମୋଦର ରାଉତ! ଦେଖନ୍ତୁ…

କଟକ : ହେଲିକପ୍ଟରରୁ ଓହ୍ଲାଇବା ବେଳେ ତଳେ ପଡିଗଲେ ବିଜେପି ନେତା ଦାମୋଦର ରାଉତ । ନିର୍ବାଚନ ସଭାରେ ଯୋଗ ଦେବାକୁ ଆସିଥିବା ବେଳେ ହେଲିକପ୍ଟରରୁ ଓହ୍ଲାଇବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି । https://youtu.be/VaAIgM4g8Cs…
ଅଧିକ ଖବର ଦେଖନ୍ତୁ...

ମୈଦାନକୁ ଓହ୍ଲାଇବେ ସଞ୍ଜୁବାବା, ଏସ୍‌ପି-ବିଏସ୍‌ପି ମେଣ୍ଟ ପକ୍ଷରୁ ଲଢ଼ିପାରନ୍ତି ନିର୍ବାଚନ!

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୧୯ର ତାଲିକା ନିର୍ବାଚନ କମିସନ ପ୍ରକାଶ କରି ଦେଇଛନ୍ତି। ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ଦଳ ପକ୍ଷରୁ ନିଜ ନିଜର ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ଚର୍ଚ୍ଚା ଉଠିଛି ଯେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବି ଏଥର ଲୋକସଭା…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ କମେଡି କିଙ୍ଗ୍‌ କପିଲଙ୍କ ଭିତରେ ଆସିଛି ଏହି ସବୁ ପରିବର୍ତ୍ତନ, ରାଜ୍‌ ଖୋଲିଲେ ଭାରତୀ

ମୁମ୍ବାଇ: ପୂର୍ବରୁ ସଦା ନିଜର ଜବରଦସ୍ତ କମେଡି ପାଇଁ ଚର୍ଚ୍ଚାରେ ରହୁଥିବା କପିଲ ଶର୍ମା ଏବେ ତାଙ୍କ ବୈବାହିକ ଜୀବନକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିବାର ଦେଖିବାକୁ ମିଳିଛନ୍ତି। ଯଦିଓ କପିଲଙ୍କ ‘ଦ କପିଲ ଶମା’ ସୋ’ ଟିଆର୍‌ପି ଦୃଷ୍ଟିରୁ ସେତେଟା ଆଗରେ ନାହିଁ ତଥାପି କପିଲ ଏବେ ବି…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତି ଯାଏଁ ଚାଲିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ, ହୋଇପାରେ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ବିରୋଧୀ ଦଳ ସମାଜବାଦୀ ପାର୍ଟି, କଂଗ୍ରେସ, ବହୁଜନ ସମାଜ ପାର୍ଟି ଆଦି ନିଜର ପ୍ରାର୍ଥୀମାନଙ୍କ ନାମ ଘୋଷଣା ଆରମ୍ଭ କରିଦେଇଛନ୍ତି। ଭାରତୀୟ ଜନତା ପାର୍ଟି ରିପୋର୍ଟ ଲେଖାଯିବା ଯାଏଁ ନିଜର ତାଲିକା ପ୍ରକାଶ କରି ନାହିଁ। ଅନୁମାନ କରାଯାଉଛି…
ଅଧିକ ଖବର ଦେଖନ୍ତୁ...

ସିସିଟିଭି ଫୁଟେଜ୍‌ରେ କଏଦ ହେଲା ଲଜ୍ଜାକର ଦୃଶ୍ୟ, କୁକୁର ସହ ଯୌନାଚାର କରୁଥିବା ବ୍ୟକ୍ତି ବିରୋଧରେ ଅଭିଯୋଗ

ଚେନ୍ନାଇ: ଚେନ୍ନାଇରେ ଦେଖିବାକୁ ମିଳିଛି ଏକ ଲଜ୍ଜାକର ଘଟଣା। ଜଣେ ବ୍ୟକ୍ତି କୁକୁର ଏକ ଛୁଆକୁ ଯୌନ ଶୋଷଣ କରିଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବ୍ୟକ୍ତି ଜଣକ ଏପରି କାର୍ଯ୍ୟ କରୁଥିବା ସମୟରେ ଜଣେ ମହିଳା ତାଙ୍କୁ ଦେଖିବା ପରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିଜେପୁର ନିର୍ବାଚନ ମଣ୍ଡଳୀ : କାହାକୁ ମିଳିବ ବିଜେଡି ଟିକେଟ୍‌ ?

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ ବର୍ଷ ଠାରୁ ଚର୍ଚ୍ଚାରେ ରହିଛି। ୨୦୧୮ରେ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ଗଡ଼ କୁହାଯାଉଥିବା ବିଜେପୁରକୁ ନିଜ ଦଖଲକୁ ନେଇଥିଲା ବିଜୁ ଜନତା ଦଳ। ପୂର୍ବରୁ ୧୪ ବର୍ଷ ଧରି କଂଗ୍ରେସର ବିଧାୟକ ଥିବା ସୁବଳ ସାହୁଙ୍କ…
ଅଧିକ ଖବର ଦେଖନ୍ତୁ...

ଏଇ ଏପ୍ରିଲ୍‌ରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ଅର୍ଜୁନ-ମଲାଇକା!

ମୁମ୍ବାଇ: ଅର୍ଜୁନ କପୁର ଓ ମାଲାଇକା ଅରୋରା ଦୀର୍ଘ ଦିନ ହେବ ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି। ଯଦିଓ ଦୁଇ ଜଣଙ୍କ ଭିତରୁ କେହି ହେଲେ ଖୋଲି କରି ଏହି କଥାକୁ ସ୍ୱୀକାର କରିନାହାନ୍ତି, ମାତ୍ର ଅନେକ ସମୟରେ ତାଙ୍କୁ ବଡ଼ ବଡ଼ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ ସାମ୍ନାରେ ଏକତ୍ର ଦେଖିବାକୁ ମିଳିଛି। କେବଳ…
ଅଧିକ ଖବର ଦେଖନ୍ତୁ...

‘କାଳିଆ’ ଟଙ୍କା ବନ୍ଦ କରିବାକୁ ବିଜେପି କରୁଛି ଚକ୍ରାନ୍ତ: ବିଜେଡି

ଭୁବନେଶ୍ୱର: ‘କାଳିଆ’ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ଟଙ୍କାକୁ ବନ୍ଦ କରିବା ପାଇଁ ନିର୍ବାଚନ କମିସନଙ୍କ ଉପରେ ବିଜେପି ଚାପ ସୃଷ୍ଟି କରୁଥିବା ବିଜୁ ଜନତା ଦଳ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି। ଆଦର୍ଶ ଆଚରଣ ବିଧିର ଆଳ ଦେଖାଇ ବିଜେପିର ଏହି ହୀନ ଉଦ୍ୟମ ବନ୍ଦ କରିବାକୁ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଚାଣକ୍ୟ ନୀତି: ଅର୍ଥର ଉପଯୋଗ ଏପରି ଭାବେ ହେବା ଉଚିତ

ଅର୍ଥଶାସ୍ତ୍ର ରଚୟିତା ଆଚାର୍ଯର୍୍ୟ ଚାଣକ୍ୟଙ୍କ ସଂପର୍କରେ ପୂର୍ବରୁ ଅନେକ ଆଲୋଚନା କରିସାରିଛେ। ସେ ଦେଇଥିବା ନୀତିବାଣୀ ସବୁକୁ ଜୀବନରେ ଉପଯୋଗ କଲେ ନାନା ସମସ୍ୟା ଦୂର କରି ହୁଏ। ତେବେ ଚାଣକ୍ୟ ଆହୁରି ବି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଜର ମତ ଦେଇଛନ୍ତି। ତାହା ହେଉଛି, ଟଙ୍କାକୁ ଉପଯୋଗ…
ଅଧିକ ଖବର ଦେଖନ୍ତୁ...