Daily Archives

March 16, 2019

‘ମେ ଭି ଚୌକିଦାର’ ପ୍ରଚାରକୁ ନେଇ ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ, ଆପଣ ନିଜକୁ ଦୋଷୀ ଅନୁଭବ କରୁଛନ୍ତି କି?

ଡେରାଡୁନ୍‌: ଆଗକୁ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେ ଭି ଚୌକିଦାର’ ନାମରେ ଏକ ପ୍ରଚାର ଭିଡିଓ ବାହାର କରିଛନ୍ତି। ଏହି ଭିଡିଓକୁ ନେଇ ମୋଦିଙ୍କୁ ଥଟା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣ ବେଳେ ଚୁପ୍‌ ଥିବା ଏହି ଅଭିନେତା ନ୍ୟୁଜିଲ୍ୟାଣ୍ଡ୍‌ ମସଜିଦ୍‌ ଆକ୍ରମଣରେ ଦୁଃଖ ପ୍ରକାଶ କଲେ

ମୁମ୍ବାଇ: ପୁଲଓ୍ଵାମା ଆକ୍ରମଣ ପରେ ଏବେ ପୂରା ବିଶ୍ୱର ନଜର ନ୍ୟୁଜିଲ୍ୟାଣ୍ଡ୍‌ ମସଜିଦ୍‌ ଆକ୍ରମଣ ଉପରେ। ଏହି ଆକ୍ରମଣକୁ ବିଭିନ୍ନ ଆଡୁ ନିନ୍ଦା ହୋଇଛି। ସାଧାରଣ ଲୋକରୁ ନେଇ ବଲିଉଡ୍‌ କଳାକାର ପର୍ଯ୍ୟନ୍ତ ସମସ୍ତେ ଏହି ଆକ୍ରମଣକୁ ସମାଲୋଚନା କରିବାରେ ଲାଗିଛନ୍ତି। ଏହି ଆକ୍ରମଣକୁ ନିନ୍ଦା କରି…
ଅଧିକ ଖବର ଦେଖନ୍ତୁ...

ସ୍ତନ କର୍କଟ ଚିହ୍ନଟକାରୀ ଅର୍ନ୍ତବସ୍ତ୍ର ପ୍ରସ୍ତୁତ କଲେ ଏହି ମହିଳା, ରାଷ୍ଟ୍ରପତି କଲେ ସମ୍ମାନିତ

ନୂଆଦିଲ୍ଲୀ: ଭାରତରେ ଅନେକ ମହିଳାଙ୍କ ଜୀବନ କର୍କଟ ହେତୁ ଯାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଡାଟାରୁ ଜାଣିବାକୁ ମିଳିଛି ଯେ ୨୨ ଜଣ କର୍କଟ ଆକ୍ରାନ୍ତ ମହିଳାଙ୍କ ମଧ୍ୟରୁ ଜଣେ ସ୍ତନ କର୍କଟରେ ଆକ୍ରାନ୍ତ। ସବୁଠାରୁ ଦୁଃଖର କଥା ହେଉଛି ୨ ଜଣ ସ୍ତନ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀପଙ୍କ ବିଜେଡି ବାହୁଡ଼ା ଏକପ୍ରକାର ସ୍ପଷ୍ଟ; ଖୁବ୍‌ ଶୀଘ୍ର ଦଳକୁ ଫେରି ଦେଇପାରନ୍ତି

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଜି ସବୁ ଉତ୍କଣ୍ଠାର ଅବସାନ ଘଟାଇ ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସଙ୍କେତ ଦେଇଛନ୍ତି। ସେ ଶନିବାର ସଂଧ୍ୟା ୭ ଟା ୨୦ ମିନିଟ୍‌ରେ ଏକ ଧଳା ରଂଗର କାର୍‌ରେ ନବୀନ ନିବାସରେ ପହଞ୍ଚଥିଲେ ଓ ପାଖାପାଖି ଅଧଘଣ୍ଟା ଧରି ବିଜୁ ଜନତା…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ, ଘୋଷଣା ବାକି, ତାଲିକା ଏମିତି

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନେତା ଓ ଦଳୀୟ କର୍ମୀମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ନିର୍ବାଚନରେ କାହାକୁ ଟିକେଟ ଦେବେ ଓ କାହାର ଟିକେଟ କାଟିବେ ଏ ନେଇ ଦଳର ମୁଖ୍ୟ ନେତାମାନେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କର୍ତାରପୁର କରିଡର ମାମଲାରେ ମୁହଁ ମୋଡୁଛି ପାକ; ପ୍ରବେଶ ଲାଗି ଲାଗିବ କଟକଣା!

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ  ଓ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌  ଭାରତ-ପାକ ସଂପର୍କରେ ତିକ୍ତତା ଆସିଛି। ଏହାର ପ୍ରଭାବ  ଭାରତର ଡେରା ବାବା ନାନକ ଗୁରୁଦ୍ୱାରଠାରୁ ପାକିସ୍ତାନର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରିଥିବା କର୍ତାରପୁର କରିଡର ଉପରେ ପଡ଼ିଛି। ପାକିସ୍ତାନ ପକ୍ଷରୁ ଶିଖ୍‌…
ଅଧିକ ଖବର ଦେଖନ୍ତୁ...

ଆଶାୟୀଙ୍କ ଉତ୍କଣ୍ଠା ବଢ଼ୁଛି : ଘୁଞ୍ଚି ଘୁଞ୍ଚି ଯାଉଛି ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର ( ସୁବ୍ରତ ଦାସ)  : ଏପ୍ରିଲ ୧୧ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଚାରି-ପର୍ଯ୍ୟାୟ ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ ଆସନ୍ତା ୧୮ ତାରିଖରୁ। ତେଣୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଚାଲିଛି। ଏଣେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଶତ୍ରୁତାର ଭୟଙ୍କର ପରିଣାମ: ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା

ହାଇଦ୍ରାବାଦ: ଅନେକ ସମୟରେ ନିଜେ ଜିତିବା ପାଇଁ ଆଉ ପ୍ରତୀଦ୍ୱନ୍ଦୀକୁ ହରାଇବା ପାଇଁ ଲୋକେ ହିଂସା ପରାୟଣ ହୋଇଯାଆନ୍ତି। ବିଶେଷ କରି ରାଜନୀତି କ୍ଷେତ୍ରରେ ଏଭଳି ଶତ୍ରୁତାର ଉଦାହରଣ ଅନେକ ଦେଖିବାକୁ ମିଳିଛି। କାରଣ ରାଜନୈତିକ ଶତ୍ରୁତା ପାଇଁ ନେତାଙ୍କୁ ହତ୍ୟା କରାଯାଇଥିବା ଖବର ବହୁ ମସୟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି ଓ ସୋମବାର: ନିଜ ଲୋକଙ୍କ ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଆମଦାନୀରେ ଅଚାନକ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କୌଣସି ମାମଲାରେ ବଡ଼ଙ୍କ ସାହାଯ୍ୟ ମିଳିବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ। ବୃଷ: ରବି ଓ ସୋମବାର: ପୁରୁଣା ସଉଦାରୁ ଲାଭ ମିଳିପାରେ। ମଙ୍ଗଳ ଓ ବୁଧବାର:…
ଅଧିକ ଖବର ଦେଖନ୍ତୁ...

ଆର୍ମ ଫୋର୍ସ ପାଣ୍ଠିକୁ ୨୦ କୋଟି ଟଙ୍କା ସହାୟତା ପ୍ରଦାନ କରିବ ବିସିସିଆଇ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗତ ଫେବ୍ରୁଆରି ୧୪ରେ ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ସହିଦ ହୋଇଥିବା ଯବାନଙ୍କ ମଙ୍ଗଳ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆର୍ମ ଫୋର୍ସକୁ ୨୦ କୋଟି ଟଙ୍କା ଦାନ କରିବ। ସୂଚନାଯୋଗ୍ୟ ପାକିସ୍ତାନରୁ ପରିଚାଳିତ…
ଅଧିକ ଖବର ଦେଖନ୍ତୁ...