Daily Archives

March 17, 2019

ଅଶୋକାନନ୍ଦ ଜେନାଙ୍କୁ ଲାଇଫ୍‌ ଟାଇମ ଆଚିଭମେଣ୍ଟ ପୁରସ୍କାର ଓ ରଶ୍ମିତା ମହାନ୍ତିଙ୍କୁ ଶ୍ରେଷ୍ଠ କୋଚ ପୁରସ୍କାର

ଭୁବନେଶ୍ୱର: ପୂର୍ବତନ ରଣଜୀ ଅଧିନାୟକ ଅଶୋକାନନ୍ଦ ଜେନାଙ୍କୁ ୨୦୧୮-୧୯ ପାଇଁ ରବିବାର କମଲ ଗାଙ୍ଗୁଲୀ ସ୍ମାରକୀ ଲାଇଭ୍‌ ଟାଇମ ଆଚିଭମେଣ୍ଟ ପୁରସ୍କାର ଏବଂ ବିଶିଷ୍ଟ କୋଚ ରଶ୍ମିତା ମହାନ୍ତିଙ୍କୁ ଶ୍ରେଷ୍ଠ କୋଚ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସହିଦ ନଗରସ୍ଥିତ କ୍ଲବ ପଡ଼ିଆରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସାଙ୍ଗ ସହ ଦୁଷ୍କର୍ମ କଲା ସ୍ୱାମୀ, ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ଘଟଣା 

ବେଙ୍ଗାଲୁରୁ : ବିଳମ୍ବିତ ରାତିରେ ଘରକୁ ଫେରିବା ସୁରକ୍ଷିତ ନୁହେଁ ବୋଲି ଭାବି ଜଣେ ମହିଳା ନିଜ ସାଙ୍ଗ ଘରେ ରହି ଯାଇଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା, ଯେଉଁ ସ୍ଥାନକୁ ସେ ସୁରକ୍ଷିତ ବୋଲି ଭାବି ରହିବାକୁ ଯାଉଛନ୍ତି, ସେଠାରେ ତାଙ୍କ ସହ କ’ଣ ଘଟିବାକୁ ଯାଉଛି । ଆଜ୍ଞା ହଁ, ବେଙ୍ଗାଲୁରୁରେ…
ଅଧିକ ଖବର ଦେଖନ୍ତୁ...

ତୈମୁରଙ୍କୁ ଖାଇବାକୁ ଦେଉ ନଥିବା କହି ଲୋକେ କରିଥିଲେ ଟ୍ରୋଲ, ଜବାବ ଦେବାକୁ ଯାଇ କରୀନା କହିଲେ; ତୈମୁର ଭୋକିଲା ନୁହେଁ,…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କୁପର ଖାନ୍‌ ଏବଂ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଭଳି ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ମଧ୍ୟ ଦୁଇ ବର୍ଷ ବୟସରେ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଅନେକ ସମୟରେ ତାଙ୍କର ବିଭିନ୍ନ ଫଟୋ ଭାଇରାଲ ହେଉଥିବା ଦେଖା ଯାଉଥିବା ବେଳେ ତାଙ୍କର ଗୋଟେ ଗୋଟେ…
ଅଧିକ ଖବର ଦେଖନ୍ତୁ...

ମାଲିକର ମୃତ୍ୟୁ ହୋଇ ସାରିଥିବା କଥା ନ ଜାଣି ସପ୍ତାହେ ପର୍ଯ୍ୟନ୍ତ ଡ଼ାକ୍ତରଖାନା ବାହାରେ ଅପେକ୍ଷା କରି ବସିଥିଲା ପୋଷା…

ନୂଆଦିଲ୍ଲୀ: ଯେତେବେଳେ ଜଣେ ବିଶ୍ୱସ୍ତ ବନ୍ଧୁର କଥା ଉଠେ, ସେତେବେଳେ କୌଣସି ମଣିଷର ନାଁ ପାଟିକୁ ଆସିବା ପୂର୍ବରୁ, ଗୋଟେ କୁକୁରର ନାଁ ପାଟିକୁ ଆସି ଯାଇଥାଏ । ପୂର୍ବରୁ କିଛି କୁକୁରଙ୍କୁ ନେଇ ଅବିଶ୍ୱସନୀୟ କାହାଣୀ ସାମ୍ନାକୁ ଆସି ସାରିଥିବା ବେଳେ ଆଜି ଆମେ ନିଜ ମାଲିକ ପ୍ରତି କୁକୁରର କେତେ…
ଅଧିକ ଖବର ଦେଖନ୍ତୁ...

ଝିଅ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରାଙ୍କଠାରୁ ଛାଡ଼ପତ୍ର ନେଉଥିବା ଖବର ଶୁଣି ତୁରନ୍ତୁ ଶିଳ୍ପାଙ୍କୁ ଫୋନ କଲେ ମା’, ତା’…

ମୁମ୍ବାଇ: କିଛି ବର୍ଷ ହେବ ଫିଲ୍ମରେ ନଜର ଆସୁ ନଥିଲେ ମଧ୍ୟ ବିଭିନ୍ନ ରିୟାଲିଟି ସୋ’ରେ ନଜର ଆସୁଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ବିବାହ ପରେ ସେ ଫିଲ୍ମରୁ ଦୂରେଇ ଯାଇଥିବା ବେଳେ ଛୋଟ ପରଦାରେ ତାଙ୍କୁ ଅନେକ ସମୟରେ ଦର୍ଶକ ଦେଖିବାକୁ ପାଇଥାନ୍ତି । ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ପରିବାର ଲୋକେ ମୋବାଇଲ ଫୋନ ଏବଂ ଟିଭି ଦେଖିବାକୁ ମନା କରିବାରୁ ଆତ୍ମହତ୍ୟା କଲେ ଦୁଇ ଯୁବତୀ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଦୁଇଟି ଘଟଣା ଏମିତି ଘଟିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଆଗକୁ ପରୀକ୍ଷା ଥିବାରୁ ପରିବାର ଲୋକେ ମୋବାଇଲ ଫୋନ ବ୍ୟବହାର କରିବାକୁ ମନା କରିବାରୁ ଜଣେ ୧୮ବର୍ଷିୟ ଯୁବତୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ମା’ ବବିତା କପୁରଙ୍କ ଏହି ସର୍ତ୍ତ ପାଇଁ ଭାଙ୍ଗି ଯାଇଥିଲା କରିସ୍ମା-ଅଭିଷେକ ବଚ୍ଚନଙ୍କ ସଂପର୍କ

ମୁମ୍ବାଇ: ଆଜିଠୁ କିଛି ବର୍ଷ ତଳେ ଏକ ବଲିଉଡ୍‌ ଯୋଡ଼ିଙ୍କ ପ୍ରେମ କାହାଣୀ ଖୁବ୍‌ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଦୁହେଁ ଜୀବନସାଥୀ ହେବା ପୂର୍ବରୁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଯାହା ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଥିଲା । ସେ ସମୟରେ ଦୁହିଁଙ୍କ ଅଲଗା ହେବାକୁ ନେଇ ଅନେକ…
ଅଧିକ ଖବର ଦେଖନ୍ତୁ...

ପାରିକରଙ୍କ ଜୀବନ ଯାତ୍ରା: ସ୍କୁଲ ପାଠ ସରିବା ପରେ ଆରଏସ୍‌ଏସ୍‌ର ଶିକ୍ଷକ, ଆଇଆଇଟିରୁ ପାସ୍‌ କରିଥିବା ପ୍ରଥମ ବିଧାୟକ

ପାଣାଜୀ: ପଶ୍ଚିମ ଭାରତର ଅନ୍ୟତମ ଦକ୍ଷ ରାଜନୈତିଜ୍ଞ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମନୋହର ପାରିକରଙ୍କ ରବିବାର ୬୩ ବର୍ଷ ବୟସରେ ଗୋଆ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ପରଲୋକ ହୋଇ ଯାଇଛି। ପାରିକରଙ୍କ ପରଲୋକରେ ବିଜେପିକୁ ବଡ଼ କ୍ଷତି ପହଂଚିଛି। ମନୋହର ପାରିକରଙ୍କର ଜନ୍ମ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ପଶ୍ଚିମ ଓଡ଼ିଶା ପାଇବ କି ମୁଖ୍ୟମନ୍ତ୍ରୀ? ପଶ୍ଚିମ ଓଡ଼ିଶାରୁ ନିର୍ବାଚିତ ଏହି ତିନି ରାଜନେତା ହୋଇ ସାରିଛନ୍ତି…

ଭୁବନେଶ୍ବର: ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଏକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ବ୍ୟକ୍ତି ହୋଇପାରନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ! ଏଠାରେ ଆମେ ବିଜେଡି ସୁପ୍ରିମୋ ନବୀନଙ୍କ କଥା ହିଁ କହୁଛୁ। କାରଣ ନବୀନବାବୁ ଘୋଷଣା କରି ସାରିଲେଣି କି ସେ ଏଥର ତାଙ୍କର ପାରମ୍ପରିକ …
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣକୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମରେ ନଜର ଆସି ପାରନ୍ତି ଅଭିନେତା ଇଶାନ ଖଟ୍ଟର

ମୁମ୍ବାଇ: ଉରୀରେ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯିବା ପରେ ବଲିଉଡ୍‌ ଏହି କାହାଣୀକୁ ନେଇ ଫିଲ୍ମ ତିଆରି କରିଥିଲା । ଫିଲ୍ମର ନାଁ ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ୍‌ ରଖାଯାଇଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ସଫଳ ହୋଇଥିଲା । ଏହି ଫିଲ୍ମରେ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...