Daily Archives

March 18, 2019

ନିଜର ଟିଭି ଚ୍ୟାନେଲ ଲଞ୍ଚ କରିବାକୁ ଯାଉଛନ୍ତି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌

ମୁମ୍ବାଇ : କିଛି ଦିନ ହେବ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ଫିଲ୍ମ ‘ନୋଟ୍‌ବୁକ୍‌’ ଏବଂ ‘ଭାରତ’ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଏବେ ସେ ନିଜର ଚ୍ୟାନେଲ ଖୋଲିବାକୁ ଯାଉଥିବା ଖବର ପାଇଁ ଚର୍ଚ୍ଚାରେ ରହିଛନ୍ତି । ସଲମାନଙ୍କ ପ୍ରାଯୋଜନା ସଂସ୍ଥା ଏସ୍‌କେଟିଭି…
ଅଧିକ ଖବର ଦେଖନ୍ତୁ...

ଗାଡ଼ିର ନମ୍ବର ପ୍ଲେଟ୍‌ରେ ପଦ୍ମ ଚିହ୍ନ ଲଗାଇ ଫସିଲେ ପୁଲିସକର୍ମୀ, ରୁଜୁ ହେଲା ଏତଲା

ଲକ୍ଷ୍ନୌ : ବାଇକ୍‌ର ନମ୍ବର ପ୍ଲେଟ୍‌ରେ ବିଜେପି ଦଳର ଚିହ୍ନ ପଦ୍ମକୁ ତିଆରି କରି ଫସିଛନ୍ତି ଉତ୍ତରପ୍ରଦେଶର ପୁଲିସ ସବ୍‌ ଇନ୍ସପେକ୍ଟର । ସୋସିଆଲ ମିଡିଆରେ ଜଣେ ପୁଲିସକର୍ମୀଙ୍କ ଫଟୋ ଭାଇରାଲ ହେବା ପରେ ପୁଲିସ ଫଟୋକୁ ଯାଞ୍ଚ କରି ପୁଲିସ ସବ୍‌ ଇନ୍ସପେକ୍ଟର ପରିଚୟ ପାଇ ପାରିଥିଲେ । ଯାହା ପରେ…
ଅଧିକ ଖବର ଦେଖନ୍ତୁ...

ରାତିଅଧିଆ ନବ ଦାସଙ୍କୁ ରାଜଧାନୀକୁ ଡାକରା

ଝାରସୁଗୁଡା : ବ୍ରଜରାଜନଗର ଆସନ କାହାକୁ ଦିଆଯିବ ସେ ନେଇ ବିଜେଡ଼ିରେ ଦ୍ୱନ୍ଦ ଲାଗିରହିଥିବା ଆଲୋଚନା ହେଉଛି। ଆଜି ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ନବୀନ ନିବାସରେ ତୁହାକୁ ତୁହା ମିଟିଂ ଚାଲିଥିବା ଜଣାପଡିଛି। ତଥାପି କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ନିଷ୍ପତ୍ତି ହୋଇପାରିନାହିଁ। ଏହି…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜିଲାଣ୍ଡ ଗୁଳିକାଣ୍ଡର ପ୍ରଭାବ : ସବୁ ସିନେମା ଘରୁ ହଟାଇ ଦିଆଗଲା ଫିଲ୍ମ ‘ହୋଟେଲ ମୁମ୍ବାଇ ’

ନୂଆଦିଲ୍ଲୀ : ଗତ ଶୁକ୍ରବାର ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚରେ ଥିବା ଦୁଇଟି ମସ୍‌ଜିଦ୍‌ରେ ବନ୍ଧୁକଧାରୀ ଆତତାୟୀ ଆକ୍ରମଣ କରିଥିଲେ । ହଠାତ୍‌ ଏହି ଆକ୍ରମଣ ହୋଇଥିବା ବେଳେ ପ୍ରାୟ ୪୯ଜଣ ମୃତ୍ୟୁବରଣ କରିବା ସହ ୨୦ଜଣ ଆହତ ହୋଇଥିବାର ସୂଚନା ମିଳିଥିଲା । ଏବେ ଏହି ଘଟଣାର ପ୍ରଭାବ ନ୍ୟୁଜିଲାଣ୍ଡର…
ଅଧିକ ଖବର ଦେଖନ୍ତୁ...

ଏୟାର ଷ୍ଟ୍ରାଇକ୍‌କୁ ନେଇ ବିଜେପି ବିଧାୟକଙ୍କ ବୟାନ : ଭାରତୀୟ ବାୟୁସେନାକୁ ୨ମିନିଟ୍‌ ଅଧିକ ମିଳିଥିଲେ ସେମାନେ…

ନୂଆଦିଲ୍ଲୀ: ନିର୍ବାଚନର ତାରିଖ ଘୋଷଣା ହେବା ପରେ ସବୁ ଦଳର ନେତାମାନଙ୍କର ବୟାନବାଜି ଆରମ୍ଭ ହୋଇ ଯାଇଛି । ପରସ୍ପର ବିରୋଧରେ ମନ୍ତବ୍ୟ ଦେବା ସହ ନିଜ ଦଳର ପ୍ରଶଂସା କରୁଥିବା ଦେଖା ଯାଉଛି । ଖାସ୍‌ କରି ବିଜେପି ବାଲାକୋଟ୍‌ରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ର ଶ୍ରେୟ ନେବାକୁ ପ୍ରୟାସ ଜାରି…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କଲେ ଅଭିନେତା ଅକ୍ଷୟ କୁମାର, କହିଲେ; ରାଜନୀତି ମୋର କାର୍ଯ୍ୟସୂଚୀରେ ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । କୌଣସି ଦଳ ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟ କୁମାର । କିଛି ଦିନ ତଳେ ଖିଲାଡି କୁମାର ବିଜେପି ପ୍ରାର୍ଥୀ ହେବେ ବୋଲି ଖବର…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ସ୍କୁଟର ଚଲାଇବା ଛାଡ଼ି ଦେଇଥିଲେ ମନୋହର ପାରିକର

ପାଣାଜୀ : ପଶ୍ଚିମ ଭାରତର ଅନ୍ୟତମ ଦକ୍ଷ ରାଜନୈତିଜ୍ଞ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମନୋହର ପାରିକର ରବିବାର ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କର୍କଟ ରୋଗରେ ପୀଡ଼ିତ ହୋଇ ସେ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସଂନ୍ଧ୍ୟା ସମୟରେ ଶେଷ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥୀ ରାତିରେ ଶାଶୁ ଘରୁ ଫେରାର ହୋଇଗଲା ନବବଧୂ: ପୁଲିସ ପଚାରିବା ପରେ କହିଲେ ମୁଁ ତ ଜୟମାଲା ଏବଂ ସାତ୍‌ ଫେରା…

ଧୌଲପୁର(ରାଜସ୍ଥାନ) : ପ୍ରଥମ ସ୍ତ୍ରୀ ମୃତ୍ୟୁବରଣ କରିବା ପରେ ଯୁବକ ଦ୍ୱିତୀୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଘର ଲୋକେ ଯୁବକଙ୍କ ଇଚ୍ଛା ପୂରଣ କରିବା ପାଇଁ ଦ୍ୱିତୀୟ ବିବାହ କରାଇଥିଲେ । କିନ୍ତୁ ଚୁତୁର୍ଥୀ ରାତିରେ ଯୁବକ ଶୋଇଥିବା ସମୟରେ ନବବଧୂ ତାଙ୍କୁ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ନକଲି ଗୁଇନ୍ଦା ରିପୋର୍ଟ ପ୍ରଦର୍ଶନ କରିଥିବାରୁ ବିଜେପି ବିରୋଧରେ ମାମଲା ରୁଜ୍ଜୁ କଲା ଓଡିଶା ପୁଲିସ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ହାରିବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିବା ବିଜେପି କହିଥିଲା । ଏଥିପାଇଁ ଦଳ ପକ୍ଷରୁ ଏକ ଗୁଇନ୍ଦା ରିପୋର୍ଟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ତଥାକଥିତ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ମହିଳାଙ୍କ ପ୍ରଶ୍ନ : ‘ଯଦି ଆପଣ ଚୌକିଦାର, ତା’ହେଲେ ମୋ ପୁଅ କେଉଁଠି କହନ୍ତୁ?’

ନୂଆଦିଲ୍ଲୀ : ୨୦୧୯ର ଲୋକସଭା ନିର୍ବାଚନରେ ନିଜର ସ୍ଥାନ ଅକ୍ତିଆର କରିବା ପାଇଁ ବିଜେପି ସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଛି । କିପରି ଭୋଟର୍‌ଙ୍କୁ କିଣାଯିବ, ସେ ନେଇ ଏବେ ସବୁ ଦଳ ପ୍ରୟାସ ଜାରି କରି ସାରିଛି । ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ, ପର୍ଯ୍ୟାୟ ଏବଂ…
ଅଧିକ ଖବର ଦେଖନ୍ତୁ...