Daily Archives

March 19, 2019

କୋରାପୁଟ: ଝୁଲିକି ରହିଲା ଲକ୍ଷ୍ମୀପୁର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଟିକେଟ

ଲକ୍ଷ୍ମୀପୁର: ଓଡ଼ିଶାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଟିକଟ ବଣ୍ଟନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ନାମ ଝୁଲିକି ରହିଛି। ପୁର୍ବରୁ କଂଗ୍ରେସର ଷ୍ଟାଣ୍ଡିଂ ବିଧାୟକ ମାନଙ୍କୁ ୨୦୧୯ ନିର୍ବାଚନରେ ଟିକଟ…
ଅଧିକ ଖବର ଦେଖନ୍ତୁ...

ବର୍ବରତା: ୧୨ବର୍ଷୀୟ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ମୁଣ୍ଡ-ଗଣ୍ଡି ଅଲଗା କରିଦେଲେ ଦାଦା ଏବଂ ଦୁଇ ଭାଇ

ସାଗର(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ନାବାଳିକାକୁ ତା’ର ଦାଦା ଏବଂ ୨ଭାଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ଖୁଡ଼ି ମାମଲାକୁ ଲୁଚାଇବାକୁ ଚେଷ୍ଟା କରୁଥିବାରୁ ତାଙ୍କ ବିରୋଧରେ ମଧ୍ୟ ପୁଲିସ ଏତଲା ରୁଜୁ କରିଛି । ମାର୍ଚ୍ଚ ୧୩ରେ ପୀଡ଼ିତା ଘରୁ ନିଖୋଜ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଏକା ସାଙ୍ଗରେ ୪ଟି ରେଞ୍ଜ୍‌ ରୋଭର କାର୍‌ କିଣିଲେ ଦବଙ୍ଗ ଷ୍ଟାର ସଲମାନ୍‌, ୩ ଖାସ୍‌ ଲୋକଙ୍କୁ ଉପହାରରେ ଦେଲେ କାର୍‌

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍‌ ଏବେ ଏକା ସାଙ୍ଗରେ ୪ଟି ରେଞ୍ଜ୍‌ ରୋଭର କାର୍‌ କିଣି ଚର୍ଚ୍ଚାରେ ରହିଛନ୍ତି । ଗୋଟେ ଗାଡ଼ିର ଦାମ୍‌ ୫୦ଲକ୍ଷ ଟଙ୍କା ରହିଥିବା ବେଳେ ଏକା ସାଙ୍ଗରେ ୪ଟି କାର୍‌ ସଲମାନ୍‌ କ’ଣ ପାଇଁ କିଣିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ୪ଟି…
ଅଧିକ ଖବର ଦେଖନ୍ତୁ...

୩୦୦୦ କିଲୋମିଟର ଦୂରରେ ବସି ରୋଗୀର ସର୍ଜରି କଲେ ଡ଼ାକ୍ତର, ପ୍ରଥମ ଥର ପାଇଁ ଆପଣାଇଲେ ଏହି ଉପାୟ

ନୂଆଦିଲ୍ଲୀ : ଚୀନ୍‌ରେ ଜଣେ ଡ଼ାକ୍ତର ଯେଉଁ କମାଲ କରି ଦେଖାଇଛନ୍ତି, ତାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ୩୦୦୦ କିଲୋମିଟର ଦୂରରେ ବସି ଜଣେ ପାର୍କିନସନ୍‌ ରୋଗୀଙ୍କ ସର୍ଜରିକୁ ସଫଳ କରିବା ସହଜ ନଥିଲା । କିନ୍ତୁ ପ୍ରଥମ ଥର ପାଇଁ ରୋବୋଟ୍‌ ସାହାଯ୍ୟରେ ଏହି ସର୍ଜରି କରାଯାଇଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ହୋଟେଲର ୪.୫ ଲକ୍ଷ ଟଙ୍କାର ବିଲ୍‌ ନ ଦେଇ ଫେରାର ହୋଇଗଲେ ଅଭିନେତ୍ରୀ ପୂଜା ଗାନ୍ଧୀ

ବେଙ୍ଗାଲୁରୁ : ସବୁ ବେଳେ ବିବାଦରେ ରହିବାକୁ ପସନ୍ଦ କରନ୍ତି କନ୍ନଡ଼ ଅଭିନେତ୍ରୀ ପୂଜା ଗାନ୍ଧୀ । ତାମିଲ,ମାଲାୟାଲମ ଏବଂ ବେଙ୍ଗଲୀ ଫିଲ୍ମରେ ଅଭିନେୟ କରି ସାରିଥିବା କନ୍ନଡ଼ ଅଭିନେତ୍ରୀ ପୂଜା ଏବେ ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି । ବେଙ୍ଗାଲୁରୁର ଏକ ବିଳାସପୂର୍ଣ୍ଣ ହୋଟେଲରେ ରହିବା ପରେ…
ଅଧିକ ଖବର ଦେଖନ୍ତୁ...

୧୦ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ରାସ୍ତାରୁ ପାଇ ମାଲିକକୁ ଫେରାଇଲେ ଯୁବକ, ମିଲିଲା ଏଭଳି ଉପହାର

ସୁରଟ୍‌ : ଲୋକେ କହନ୍ତି, ଦେଶରେ ଏବେ ବି ମାନବିକତା ଏବଂ ସଚ୍ଚୋଟପଣିଆ ବଞ୍ଚି ରହିଛି । ଯାହା ପାଇଁ ଏ ଜୀବଜଗତ ଚାଲିଛି । ତେବେ ଲୋକମାନଙ୍କର ଏହି କଥାକୁ ପ୍ରମାଣ କରିଛି ଗୁଜୁରାଟର ସୁରଟ୍‌ରେ ଘଟିଥିବା ଏକ ଘଟଣା । ପେସାରେ ଜଣେ ସେଲ୍‌ସମ୍ୟାନ୍‌ ଭାବେ କାମ କରୁଥିବା ଦିଲ୍ଲୀପ୍‌ ପୋଡରଙ୍କୁ…
ଅଧିକ ଖବର ଦେଖନ୍ତୁ...

ବୀର ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ଅଭିନେତା ଅଜୟ ଦେବଗନ

ମୁମ୍ବାଇ : ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍‌ ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିଙ୍ଘମ୍‌’ରେ ପୁଲିସକର୍ମୀଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତା ଅଜୟ ଦେବଗନ ଏହି ଫିଲ୍ମରେ ଜଣେ ବୀର ଉଇଙ୍ଗ କମାଣ୍ଡରଙ୍କ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡରେ ପଗଡ଼ି ଦେଖି ଆମେରିକାନ୍‌ କମେଡିଆନ୍‌ ଡ଼ରିବାରୁ ବିମାନରୁ ୪ଜଣ ଶିଖ୍‌ ଯୁବକଙ୍କୁ ଓହ୍ଲାଇଦେଲେ କ୍ର୍ୟୁ ମେମ୍ବର

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରୁଥିବା ଇନ୍‌ଷ୍ଟାଗ୍ରାମ୍‌ କମେଡିଆନ୍‌ ଜେସ୍‌ ହିଲାରିୟସଙ୍କୁ ବିମାନ ମଧ୍ୟରେ ୪ଜଣ ଶିଖ୍‌ ଯୁବକଙ୍କୁ ଦେଖି ଡ଼ର ଲାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କୁ ଡ଼ର ଲାଗିବାକୁ ଦେଖି ୪ଜଣ ଶିଖ୍‌ ଯୁବକଙ୍କୁ ବିମାନ ମଧ୍ୟରୁ ବାହାର ମଧ୍ୟ କରି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ପରବର୍ତ୍ତୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ସିଇସିର ବୈଠକରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ମାତ୍ର ବୈଠକରେ କ’ଣ ସବୁ ଆଲୋଚନା ହୋଇଛି, ବୁଧବାର ସ୍ପଷ୍ଟ ହେବ। ଆଜିର ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ନିଜ ଡ୍ରାଇଭର ଏବଂ ହେଲ୍‌ପରକୁ ୫୦-୫୦ଲକ୍ଷ ଟଙ୍କା ଉପହାର ଆକାରରେ ଦେଲେ ଅଭିନେତ୍ରୀ ଆଲିଆ ଭଟ୍ଟ !

ମୁମ୍ବାଇ : ମାର୍ଚ୍ଚ ୧୫ରେ ନିଜର ଜନ୍ମଦିନକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥିଲେ ବଲିଉଡ୍‌ର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟ । ନିଜ ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଗହଣରେ ସେ ନିଜର ଜନ୍ମଦିନ ପାଳନ କରିବା ସହ ତାଙ୍କୁ ଅନେକ ଦାମୀ ଉପହାର ମିଳିଥିବା ଦେଖା ଯାଇଥିଲା । ଜନ୍ମଦିନରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...