Daily Archives

March 20, 2019

ଲୋକସଭା ନିର୍ବାଚନ: ଗୁଜୁରାଟରେ ପ୍ରଥମ ଥର ମତଦାନ କରିବେ ୭୦୦ରୁ ଅଧିକ କିନ୍ନର

ଅହମଦାବାଦ: ଗୁଜୁରାଟର ଅହମଦାବାଦ ନିବାସୀ ସୀରତ ଶର୍ମିଲା ଆଗାମୀ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାନ ସାବ୍ୟସ୍ତ କରିବେ। ସେ ରାଜ୍ୟର ୭୬୯ କିନ୍ନର ଭୋଟର ତାଲିକାରେ ସାମିଲ ହୋଇଛନ୍ତି। ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ରର ନିର୍ବାଚନରେ ଅଂଶଗ୍ରହଣ କରୁଥିବା ନେଇ ସୀରତ ଖୁସି ଅନୁଭବ…
ଅଧିକ ଖବର ଦେଖନ୍ତୁ...

କେଜ୍ରିଓ୍ଵାଲଙ୍କ କଟାକ୍ଷ : ପିଲାମାନଙ୍କୁ ଚୌକିଦାର କରିବାର ଅଛି ତ ବିଜେପିକୁ ଭୋଟ ଦିଅ, ଇଞ୍ଜିନିୟର-ଡ଼ାକ୍ତର କରିବାକୁ…

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦିଙ୍କ ‘ମେଁ ଭି ଚୌକିଦାର ହୁଁ’ ଅଭିଯାନକୁ କଟାକ୍ଷ କରିଛନ୍ତି । ଟୁଇଟ୍‌ କରି, "ଯିଏ ନିଜ ନିଜର ପିଲମାନଙ୍କୁ ଭବିଷ୍ୟତରେ ଚୌକିଦାର କରିବାକୁ ଚାହୁଁଛ, ସେମାନେ ବିଜେପିକୁ ଭୋଟ୍‌ ଦିଅ ।…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ସୁରକ୍ଷିତ ରହି ହୋଲି ଖେଳନ୍ତୁ, ଏ ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତି ବର୍ଷ ହୋଲିକୁ ନେଇ ଲୋକମାନେ ନା ନା ପ୍ରକାରର ଯୋଜନା ତିଆରି କରିଥାନ୍ତି । କେଉଁଠାକୁ ଯିବେ, କେମିତି ଦିନଟିକୁ ବିତାଇବେ ସେ ନେଇ ଯୋଜନା ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଏତେ ସବୁ ମଧ୍ୟରେ ହୋଲିର ରଙ୍ଗରୁ ନିଜକୁ କେମିତି ସୁରକ୍ଷିତ ରଖିବେ, ସେ ବିଷୟରେ କିଛି ଲୋକ ଭାବନ୍ତି ନାହିଁ ।…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ଚୌକିଦାର ଅଭିଯାନକୁ ନେଇ ମୁହଁ ଖୋଲିଲେ ଅସଲି ଚୌକିଦାର, କହିଲେ; ବେରୋଜଗାର ଥିବାରୁ ମୁଁ ଚୌକିଦାର ହୋଇଛି

ନୂଆଦିଲ୍ଲୀ : ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ରରେ ମେଁ ଭି ଚୌକିଦାର ହୁଁ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ବିଜେପିର ଏକାଧିକ ନେତା ଟୁଇଟ୍‌ରରେ ନିଜ ନାଁ ଆଗରେ ଚୌକିଦାର ବୋଲି ଲେଖିଥିଲେ । କିଛି ଦିନ ମଧ୍ୟରେ ଚାହୁଁ ଚାହୁଁ ଏହି ଅଭିଯାନ ଲୋକପ୍ରିୟ ହୋଇ…
ଅଧିକ ଖବର ଦେଖନ୍ତୁ...

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହୋଲିର ଶୁଭକାମନା ଜଣାଇବା ପରେ ବଲିଉଡ୍‌ ଫିଲ୍ମ ନିର୍ମାତା ଦେଲେ ଜବାବ: ପ୍ରଥମେ…

ମୁମ୍ବାଇ : ଗତ କିଛି ଦିନ ମଧ୍ୟରେ ଭାରତ-ପାକ୍‌ ମଧ୍ୟରେ ଯାହା ସବୁ ଘଟି ଯାଇଛି, ତାହା ଦୁଇ ଦେଶର ସଂପର୍କକୁ ଆହୁରି ତିକ୍ତ କରିଛି । ପୁଲଓ୍ଵାମା ଆକ୍ରମଣରେ ଭାରତର ୪୦ଜଣ ଯବାନ ସହିଦ୍‌ ହେବା ପରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି  ଉଲ୍ଲଂଘନ କରି ଚାଲିଛି । ଏଇ କିଛି ଦିନ ମଧ୍ୟରେ ଭାରତର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଚୁଡାନ୍ତ ହୋଇନି ବ୍ରଜରାଜନଗର ଆସନ, ନବଙ୍କୁ ପୁଣି ଡକରା

ଝାରସୁଗୁଡା: ପଶ୍ଚିମ ଓଡ଼ିଶାର ଅନ୍ୟତମ ବରିଷ୍ଠ ନେତା ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିମାନ ଆସି ମଙ୍ଗଳବାର ଭୁବନେଶ୍ୱର ନେଇ ପୁଣି ଆଣି ଛାଡିଥିଲା। ବ୍ରଜରାଜନଗର ଆସନ ସହିତ ପଶ୍ଚିମ ଓଡିଶାର ଆଉ କେତୋଟି ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇନଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବଙ୍କ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ସ୍ୱାମୀ ଏବଂ ୩ ପିଲାଙ୍କୁ ଧରି ଭାରତ ଭିତରକୁ ପଶି ଆସିଥିଲେ ପାକିସ୍ତାନୀ ମହିଳା, ସ୍ୱାମୀକୁ ଛାଡ଼ିଦେଇ…

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଏକ ଅଦାଲତ ବେଆଇନ ଭାବେ ଭାରତକୁ ପଶି ଆସିଥିବା ପାକିସ୍ତାନୀ ମହିଳାଙ୍କୁ ୫ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ୨୭ବର୍ଷୀୟ ଏହି ମହିଳା ୨୦୧୨ରେ ନିଜ ସ୍ୱାମୀ ଏବଂ ୩ଜଣ ପିଲାଙ୍କୁ ଧରି ନେପାଳ ରାସ୍ତା ଦେଇ ଭାରତକୁ ପ୍ରବେଶ କରିଥିଲେ । ମହିଳାଙ୍କ ସ୍ୱାମୀ ଜଣେ ପୂର୍ବ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ୩୦ଦିନ ମଧ୍ୟରେ ୩୦ଥର ଏକତା କପୁରଙ୍କ ପିଛା କରିଥିଲେ କ୍ୟାବ୍‌ ଚାଳକ, ଗିରଫ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ପ୍ରଯୋଜିକା-ନିର୍ଦ୍ଦେଶିକା ଏକତା କପୁରଙ୍କୁ ଜଣେ କ୍ୟାବ୍‌ ଚାଳକ ପିଛା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକତାଙ୍କ ଘରଠାରୁ ଆରମ୍ଭ କରି ସେ କେଉଁ ସ୍ଥାନକୁ ଯାଉଛନ୍ତି, ସେ ସବୁ ସ୍ଥାନରେ ଯାଇ ପହଞ୍ଚି ଯାଉଥିଲା କ୍ୟାବ୍‌ ଚାଳକ । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ…
ଅଧିକ ଖବର ଦେଖନ୍ତୁ...

୨୦୧୮ରେ ମୋଦି ୧କୋଟି ଚାକିରିର ସୁଯୋଗ ନଷ୍ଟ କରି ଦେଇଛନ୍ତି : ରାହୁଲ ଗାନ୍ଧି

ଇମ୍ଫାଲ : କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ମଣିପୁରର ରାଜଧାନୀ ଇମ୍ଫାଲରେ ଆୟୋଜିତ  ଏକ ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିବା ଦେଖା ଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ପ୍ରତି ବର୍ଷ ୨କୋଟି ଯୁବକ-ଯୁବତୀଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ର ହେବା ପରେ ମୁଁ ଯେଉଁ ପୁରୁଷଙ୍କ ସହ କଥା ହେଉଥିଲି, ମୁଁ ତାକୁ ଡେଟ୍‌ କରୁଛି ବୋଲି ଲୋକେ ଭାବୁଥିଲେ : କଲ୍‌କି…

ମୁମ୍ବାଇ : ଫିଲ୍ମ ‘ଡେବ୍‌ ଡି’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା କଲ୍‌କି ଆଜି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ୨୦୧୧ରେ ତାଙ୍କର ଏହି ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ଖୁବ୍‌ ପ୍ରଂଶସା କରାଯାଇଥିଲା । ଏହି ଫିଲ୍ମ ତାଙ୍କୁ ପରିଚୟ…
ଅଧିକ ଖବର ଦେଖନ୍ତୁ...