Daily Archives

March 20, 2019

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା: ତଥ୍ୟ

ବେଙ୍ଗାଲୁରୁ: ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ବେଙ୍ଗାଲୁରୁସ୍ଥିତ ୟେମଲୁର ବିମାନବନ୍ଦରରେ ଫେବ୍ରୁଆରି ୧ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ପାଇଲଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଏବେ ଏକ ତଥ୍ୟରୁ ଜଣାପଡ଼ିଛି ଯେ, ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ପାଇଲଟ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ସର୍ବସାଧାରଣରେ ପରସ୍ପରକୁ ଆଲିଙ୍ଗନ କରୁଥିବାରୁ ବେତ୍ରାଘାତ ଖାଇଲେ ଇଣ୍ଡୋନେସିଆରେ ୫ଜଣ ପ୍ରେମୀଯୁଗଳ

ନୂଆଦିଲ୍ଲୀ : ଇଣ୍ଡୋନେସିଆର ଆଚେ ଅଞ୍ଚଳରେ ୫ଜଣ ପ୍ରେମୀଯୁଗଳ ସର୍ବସାଧାରଣରେ ପରସ୍ପରକୁ  ଆଲିଙ୍ଗନ କରୁଥିବାରୁ ଏହାକୁ ଇସ୍‌ଲାମିକ୍‌ ଆଇନ୍‌ ବିରୁଦ୍ଧ ବୋଲି କୁହାଯାଇ ବେତ୍ରାଘାତର ଦଣ୍ଡ ଦିଆଯାଇଥିବା ଜଣା ପଡ଼ିଛି । କେବଳ ସର୍ବସାଧରଣରେ ପ୍ରେମର ଆଦାନ ପ୍ରଦାନ ନୁହେଁ, ଏଠାରେ ଜୁଆ ଖେଳିବା, ମଦ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣ: ଚଳିତ ବର୍ଷ ହୋଲି ପାଳନ ନ କରିବାର ନିଷ୍ପତ୍ତିି ନେଲେ କେନ୍ଦ୍ରୀୟ ଅର୍ଦ୍ଧସମାରିକ ବଳ

ନୂଆଦିଲ୍ଲୀ : ଗତ ଫେବୃଆରୀ ୧୪ ତାରିଖରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା । ଏବେ ଏହାକୁ ଆଖି ଆଗରେ ରଖି ନିଜର ସାଥୀ ଯବାନଙ୍କ ବିୟୋଗରେ ଦେଶର ପ୍ରାୟ ୧୦ଲକ୍ଷ ଯବାନ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସବୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାର୍ଯ୍ୟ ହାତକୁ ନେବେ, ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ। ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଆୟ ଅନୁପାତରେ ଖର୍ଚ୍ଚର ମାତ୍ରା ଅଧିକ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଜୀବନସାଥୀଙ୍କ ସମର୍ଥନ ଓ…
ଅଧିକ ଖବର ଦେଖନ୍ତୁ...

ଗୋଧ୍ରା ଦଙ୍ଗା: ଅଭିଯୁକ୍ତ ୟାକୁବ ପଟାଲିଆକୁ ଆଜୀବନ କାରାଦଣ୍ଡ

ଗାନ୍ଧିନଗର: ଦୀର୍ଘ ୧୭ ବର୍ଷ ତଳେ ଘଟିଥିବା ଗୋଧ୍ରା  ଦଙ୍ଗାର ଶୁଣାଣି କରି ଗୁଜୁରାଟର ଏକ ସ୍ୱତନ୍ତ୍ର ଅଦାଲତ ଦଙ୍ଗାର ଅନ୍ୟତମ ଅଭିଯୁକ୍ତ ୟାକୁବ ପଟାଲିଆକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୨ ମସିହାରେ ହୋଇଥିବା ଏହି ଦଙ୍ଗାର ଶୁଣାଣି କରି ବିଚାରପତି ଏଚ୍‌.ସି ଭୋରା ୟାକୁବକୁ…
ଅଧିକ ଖବର ଦେଖନ୍ତୁ...

ଶତ୍ରୁଘନ ସିହ୍ନାଙ୍କୁ ମିଳିବନି ବିଜେପି ଟିକେଟ ! କଂଗ୍ରେସରେ ଯୋଗ ଦେବା ସମ୍ଭାବନା

ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ଶତ୍ରୁଘନ ସିହ୍ନାକୁ ବିଜେପି ଟିକେଟ କାଟିବାର ସମ୍ଭାବନା ଥିବାରୁ ସେ କଂଗ୍ରେସ ଟିକେଟରୁ ଲଢିବା ସମ୍ଭାବନା ରହିଛି । ଏ ନେଇ କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କର ଜଣେ…
ଅଧିକ ଖବର ଦେଖନ୍ତୁ...

ଅସଲି ଚୌକିଦାର ଏମିତି ଫେସ୍‌ନ କରନ୍ତି ନାହିଁ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିକଟରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ‘ମେ ଭି ଚୌକିଦାର’ ପ୍ରଚାର ଉପରେ ମତ ରଖି କହିଛନ୍ତି କି ଅସଲି ଚୌକିଦାର ଏତେ ଫେସନ୍‌ କରନ୍ତି ନାହିଁ। ଖାଲି ଏତିକି ନୁହେଁ…
ଅଧିକ ଖବର ଦେଖନ୍ତୁ...

ପଡ଼ିଆରେ ଖସିପଡ଼ିବାରୁ ଯୁବ କ୍ରିକେଟରଙ୍କ ମୃତ୍ୟୁ, ବ୍ୟାଟିଂ ପରେ ହେଲା ଏଇ ଦୁର୍ଘଟଣା

କୋଲକାତା: ସ୍ଥାନୀୟ ଏକ କ୍ଲବର ଯୁବ କ୍ରିକେଟରଙ୍କ ବୁଧବାର ପଡ଼ିଆରେ ମୃତ୍ୟୁ ଘଟିଛି। କୋଲକାତାରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପରେ କ୍ରିକେଟର ସୋନୁ ଯାଦବ (୨୨ ବର୍ଷ) ବ୍ୟାଟିଂ କରି ପାଭଲିଅନ ଆଡକୁ ଅଗ୍ରସର ହେଉଥିବା ବେଳେ ଖସି ପଡ଼ିଥିଲେ। ପଶ୍ଚିମବଙ୍ଗ କ୍ରିକେଟ ସଂଘର ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

‘ଅଡିଓ ବ୍ରିଜ୍‌’ ଜରିଆରେ ୨୫ ଲକ୍ଷରୁ ଊର୍ଧ୍ୱ ଚୌକିଦାରଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଜେପିର ‘ମେଁ ଭି ଚୌକିଦାର’ ଅଭିଯାନ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨୫ ଲକ୍ଷରୁ ଊର୍ଧ୍ୱ ଚୌକିଦାରଙ୍କୁ ‘ଅଡିଓ ବ୍ରିଜ୍‌’ ଜରିଆରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ଚୌକିଦାରମାନଙ୍କୁ ଏହା ସମ୍ବୋଦନ କରିଛନ୍ତି କି ‘ଦେଶର ବିଭିନ୍ନ ସ୍ଥାନରେ ଆପଣମାନେ ଏବେ…
ଅଧିକ ଖବର ଦେଖନ୍ତୁ...