Daily Archives

March 21, 2019

କୋଣାର୍କରେ ପ୍ରାକୃତିକ ରଂଗରେ ଭିଜିଲେ ବିଦେଶୀ ପର୍ଯ୍ୟଟକ

କୋଣାର୍କ: ବିଦେଶୀ ପର୍ଯ୍ୟଟକମାନେ କୋଣାର୍କରେ ଓଡ଼ିଶାର ପାରମ୍ପାରିକ ଗଣପର୍ବ ହୋଲି ଉତ୍ସବ ଧୂମଧାମରେ ପାଳନ କରିଛନ୍ତ। ବିଦେଶୀ ପର୍ଯ୍ୟଟକମାନେ କୋଣାର୍କ-ପୁରୀ ବେଳାମାର୍ଗର ସାହୁଖଣତା ନିକଟରେ ପର୍ଯ୍ୟଟନ ପ୍ରକଳ୍ପ ଲୋଟସ ରିସର୍ଟ ପରିସରରେ ଓଡ଼ିଶା ପରିଭ୍ରମଣରେ ଆସିଥିବା ଡ଼. ମାଇକେଲ ଗ୍ରୁପର ୧୫…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୧୦୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି; ଦାମ, ପ୍ରକାଶ,ନାରାୟଣ ରାଓ ଓ କୁସୁମଙ୍କୁ…

ନୂଆଦିଲ୍ଲୀ:  ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି ଦଳ । ଯେଉଁଥିରେ ଅନେକ ବଡ଼ ନେତାଙ୍କ ନାଁ ରହିଥିବା ବେଳେ ନୂଆ କରି ଦଳରେ ସାମିଲ ହୋଇଥିବା ନେତା ମଧ୍ୟ ସାମିଲ ଅଛନ୍ତି । ଏପରିକି…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ପାଖରେ ଛିଡା ହୋଇ ଯୁବତୀ ଫଟୋ ଉଠାଉଥିବା ସମୟରେ ହଠାତ୍‌ ଆସିଲା ବଡ଼ ଲହଡ଼ି, ତା’ପରେ କ’ଣ ହେଲା ଜାଣନ୍ତୁ

ଜାକର୍ତ୍ତା:  ସୋସିଆଲ ମିଡିଆରେ ଏକ ଲୋମ ଟାଙ୍କୁରା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା ପର୍ଯ୍ୟଟକ ସମୁଦ୍ରରେ ପାଖରେ ଛିଡା ହୋଇ ଫଟୋ ଉଠାଉଥିଲେ। ଏହି ସମୟରେ ହଠାତ୍‌ ଏକ ବଡ଼ ଲହଡି ଆସିଥିଲା। ଏହି ଲହଡିରେ ସେ ଭାସି ବି ଯାଇଥିଲେ। ଏଭଳି ଏକ ଘଟଣା ଇଣ୍ଡୋନେସିଆର ନୁସା…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସଲମାନ ଖାନ୍‌

ଜମ୍ମୁ-କଶ୍ମୀର: ଜମ୍ମୁକଶ୍ମୀର ପୁଲଓ୍ଵାମାରେ ଆତଙ୍କବାଦୀ ଓ ସିଆରପିଏଫ୍‌ ଯବାନ ଥିବା ବସ୍‌ ଉପରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାପରେ ଦେଶ ପ୍ରତିଶୋଧ ନିଆଁରେ…
ଅଧିକ ଖବର ଦେଖନ୍ତୁ...

ଜେଟ ଏୟାରଲାଇନ୍ସ ଉପରେ ରାଗି ଗଲେ ମୌନି ରାଏ, ଏଭଳି ଲୋକଙ୍କୁ କାମରେ ନ ରଖିବା ପାଇଁ ଅନୁରୋଧ କଲେ

ମୁମ୍ବାଇ: ଅଭିନେତ୍ରୀ ମୌନି ରାଏ ଏୟାରଲାଇନ୍ସ କମ୍ପାନି ଜେଟ ଏୟାରେଓ୍ଵଜ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଜେଟ ଏୟାରେଓ୍ଵଜ ସହିତ ନିକଟରେ କରିଥିବା ଯାତ୍ରାରେ ଅସ୍ୱାଭାବିକ ଅନୁଭବ କରିଛନ୍ତି। ଜେଟ ବିମାନରେ ଯାତ୍ରା କରୁଥିବା ମୌନି ବିମାନରେ ଆଟେଣ୍ଡେଣ୍ଟଙ୍କ ଖରାପ ବ୍ୟବହାର ନେଇ…
ଅଧିକ ଖବର ଦେଖନ୍ତୁ...

୨୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଜୟପୁରରେ କରିବେ ନିର୍ବାଚନୀ ପ୍ରଚାର!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଯଦି ମୋଦି ଏହି ଗସ୍ତ କରନ୍ତି, ତା’ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋଦି କୋରାପୁଟ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ୬୦ ଜଣ କର୍ମୀ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଜୟନ୍ତଗୁରି ଗ୍ରାମ ପଞ୍ଚାୟତରେ ଗୁରୁବାର ବିଜୁ ଜନତେ ଦଳ ଛାଡି ୬୦ ଜଣ କର୍ମୀ କଂଗ୍ରେସରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବରେ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଓ ଜୟପୁର ସଭାପତି ବସନ୍ତ ନାଏକଙ୍କ…
ଅଧିକ ଖବର ଦେଖନ୍ତୁ...

ହାତୀ ସହିତ ସେଲଫି ନେବା ହେଲା କାଳ, ଶୁଣ୍ଢରେ ଉଠାଇ କଚାଡି ଦେଲା; ଭିଡିଓ ଦେଖନ୍ତୁ

ଅଲପ୍ପୁଝା: ହାତୀ ସହିତ ସେଲଫି ନେବା ହେଲା କାଳ। ହାତୀ ସହିତ ସେଲଫି ନେଉଥିବା ସମୟରେ ୪୩ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ ଉଠାଇ କଚାଡି ଦେଇଛି। ଫଳରେ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପେସାରେ ଟ୍ରକ୍‌ ଚାଳକ ଥିବା ୪୩ବର୍ଷୀୟ ରେନିଶ ହାତୀର ଅତି ପାଖରେ ଛିଡା…
ଅଧିକ ଖବର ଦେଖନ୍ତୁ...

ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଅପମାନ କରିଥିବା ନେଇ ପ୍ରିୟଙ୍କାଙ୍କ ଉପରେ ଅଭିଯୋଗ ଆଣିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ପ୍ରିୟଙ୍କା ଗାନ୍ଧି ଭଦ୍ରା ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ‘ଅପମାନ’ କରିବା  ଅଭିଯୋଗ ଆଣିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ଭିଡିଓ ଟୁଇଟ କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀ ନିଜ ଗଳାରୁ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବାଙ୍କୀ ରାସ୍ତାର ନିଆଲ ଛକ ଠାରେ ଗୁରୁବାର ଏକ ଟ୍ରକ ସହ ଟିଭିଏସ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ଲୋକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛିନ୍ତି। ଦୁଇ ଜଣ ଗୁରୁତରଙ୍କୁ ଖୋର୍ଦ୍ଧା ସଦର…
ଅଧିକ ଖବର ଦେଖନ୍ତୁ...