Daily Archives

March 22, 2019

ପରିବାର ଚଲାଇବା ପାଇଁ ଅଟୋ ଚଲାଉଛନ୍ତି ବରଗଡର ଝିଅ ରଶ୍ମୀ

ଭୁବନେଶ୍ୱର: ସରକାର ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ବାହାର କରିଛନ୍ତି। ମହିଳାଙ୍କ ସମ୍ମାନ ପାଇଁ ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ କରିଛନ୍ତି। ‘ବେଟି ପଢାଓ ବେଟି ବଚାଓ’ ଭଲି ଅନେକ ଗୁଡିଏ ଯୋଜନା ଥିଲେ ମଧ୍ୟ ଏସବୁରୁ ଅନେକ ମହିଳା ବଞ୍ଚିତ ହେଉଛନ୍ତି। କିଛି ମହିଳା ଜୀବନ ପାଇଁ ସଂଘର୍ଷ…
ଅଧିକ ଖବର ଦେଖନ୍ତୁ...

ୟେଦୁରପ୍ପା ଡାଏରି: ୧୮୦୦ କୋଟି ଟଙ୍କାର ଦୁର୍ନୀତିକୁ ନେଇ ବିଜେପିକୁ ପ୍ରଶ୍ନ କଲା କଂଗ୍ରେସ

ବେଙ୍ଗାଲୁର: କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ଭାରତୀୟ ଜନତା ପାର୍ଟି(ବିଜେପି)ର କେନ୍ଦ୍ରୀୟ ସମିତିକୁ ୧,୮୦୦ କୋଟି ଟଙ୍କା ପ୍ରଦାନ କରିବାରେ ସାମିଲ୍‌ ଥିଲେ ବୋଲି କଥା ଉଠିବା ପରେ କଂଗ୍ରେସ ଏବେ ଏହି ପ୍ରସଂଗକୁ ନେଇ ବିଜେପିକୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ

କୁତ୍ରା: ସଡ଼କ ଦୁର୍ଘଟଣାରେ ଶୁକ୍ରବାର ଜଣେ ଗ୍ରାମରକ୍ଷୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କୁତ୍ରା ଥାନା ଅନ୍ତର୍ଗତ ଖତକୁର ବାହାଲ ଗ୍ରାମର ମହେଶ୍ୱର ବୁଡ଼ା (୫୫) ଆଜି ପୂର୍ବାହ୍ନ ୮ଟାରେ ଡ୍ୟୁଟିରେ ଯାଇଥିଲେ। ସେ ଅପରାହ୍ଣ ୪ଟାରେ ଫେରିଥିଲେ। ଫେରିବା ବାଟରେ ସିଧା ଘରକୁ ନଆସି ଭଣଜା ଘରକୁ…
ଅଧିକ ଖବର ଦେଖନ୍ତୁ...

ହୋଲିରେ ଅଘଟଣ: ପାଣିରେ ବୁଡ଼ି ୬ ମୃତ

ଭୁବନେଶ୍ୱର: ରଂଗର ପର୍ବ ଖୁସିର ସହିତ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ଏହା କିଛି ପରିବାର ମାନଙ୍କ ପାଇଁ ଦୁଃଖ ଆଣିଛି। ରାଜ୍ୟର ବିଭିନ୍ନ ଅଂଚଳରେ ହୋଲି ଖେଳ ପରେ ଗୋଧୋଇବାକୁ ଯାଇ ପାଣିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ କଟକ ଜିଲ୍ଳାର ବାରଙ୍ଗ ଥାନା ଅନ୍ତର୍ଗତ ପୁରୀ…
ଅଧିକ ଖବର ଦେଖନ୍ତୁ...

ଟିକେଟ ପାଇଁ ବଢୁଛି କଂଗ୍ରେସ ପ୍ରାର୍ଥୀଙ୍କ ଉତ୍କଣ୍ଠା

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣାକୁ ନେଇ ଉତ୍କଣ୍ଠା ବଢ଼ିଛି। ଜାତିୟ ରାଜଧାନୀ ନୂଆଦିଲ୍ଲୀରେ ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲେ ରିପୋର୍ଟ ଲେଖାଯିବା ଯାଏଁ ତାଲିକା ପ୍ରକାଶ ପାଇ ପାରି…
ଅଧିକ ଖବର ଦେଖନ୍ତୁ...

କ୍ରିୟୁ ଅଭାବ କାରଣରୁ ୧୦୦ରୁ ଊର୍ଧ୍ୱ ପାଇଲଟ୍‌ଙ୍କୁ ନିଯୁକ୍ତି ଦେଲା ଇଣ୍ଡିଗୋ

ନୂଆଦିଲ୍ଳୀ: ଦେଶର ବୃହତ୍‌ ଏୟାର୍‌ ଲାଇନ୍‌ ଇଣ୍ଡିଗୋ ୧୦୦ରୁ ଊର୍ଧ୍ୱ ବୋଇଂ ୭୩୭ କମାଣ୍ଡର୍‌ ସ୍ତରୀୟ ପାଇଲଟ୍‌ ନିଯୁକ୍ତି ଦେଇଛି। ମୁଖ୍ୟତଃ ଜେଟ୍‌ ଏୟାର୍‌ୱେଜ୍‌ରୁ ଆସୁଥିବା ପାଇଲଟମାନଙ୍କୁ ଇଣ୍ଡିଗୋ ନିଯୁକ୍ତି ଦେଉଥିବା ଜାଣିବାକୁ ମିଳିଛି। ନିକଟ ଅତୀତରେ କ୍ରିୟୁ ମେମ୍ବରଙ୍କ ଅଭାବ ହେତୁ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ନିଷ୍ପତ୍ତି: ପାକିସ୍ତାନ ରାଷ୍ଟ୍ରୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବନି ଭାରତ

ନୂଆଦିଲ୍ଲୀ: ଭାରତର ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଉଚ୍ଚାୟୋଗରେ ଆୟୋଜିତ ହେବାକୁ ଥିବା ପାକିସ୍ତାନ ରାଷ୍ଟ୍ରୀୟ ଦିବସରେ ଭାରତର କୌଣସି ଅଧିକାରୀ କିମ୍ବା ପ୍ରତିନିଧିଙ୍କୁ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଭାରତ ସରକାର ଏହି ନିଷ୍ପତ୍ତି ନେବା…
ଅଧିକ ଖବର ଦେଖନ୍ତୁ...

ନୂଆପଡା: ବିଜେପି ଛାଡ଼ିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ

ନୂଆପଡ଼ା: ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ ଶୁକ୍ରବାର ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ରକୁ ସେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଆଗାମୀ ବିଧାନିଭା ନିର୍ବାଚନରେ ଖରିଆର ଆସନରୁ ତାଙ୍କୁ ଟିକେଟ ମିଳି…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଲୋପାମୁଦ୍ରା ନାୟକ ଓ ହଳଧର ନାୟକ ବିଜେଡିରୁ ନିଲମ୍ବିତ

ଯାଜପୁର: ଦାନଗଦି ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ ଓ ତାଙ୍କ ସ୍ୱାମୀ ହଳଧର ନାୟକଙ୍କୁ ବିଜୁ ଜନତା ଦଳ ନିଲମ୍ବିତ କରିଛି। ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବିଜେଡିରୁ ନିଲମ୍ବିତ କରିବା ସଂପର୍କରେ ଯାଜପୁର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ସ୍ପଷ୍ଟ କରିଛନ୍ତି। ବିଜେଡି ଜିଲ୍ଲା ସଭାପତି…
ଅଧିକ ଖବର ଦେଖନ୍ତୁ...

ଆଡ଼ଭାନୀ ଲଢ଼ିବାକୁ ଚାହିଁଲେନି କହି ବିଜେପି ଟିକେଟ ଦେଲାନି ନା ଅବସର ନେଲେ କହି ତାଙ୍କୁ ଦେଲା ରାଜନୀତିରୁ ସନ୍ନ୍ୟାସ!!!

ନୂଆଦିଲ୍ଲୀ: ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ୨୦୧୯ ଲୋକସଭା ପାଇଁ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପ୍ରଥମ ପ୍ରାର୍ଥୀ ତାଲିକାରେ ୧୮୪ ଜଣ ଦଳୀୟ ପ୍ରାଥୀଙ୍କ ନାମ ଉପରେ ମୋହାର ମାରିଛି ଦଳର କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...