Daily Archives

March 23, 2019

ଭଦ୍ରକ: କାହା କୁମର ରହିବେ ନିର୍ବାଚନ ମଇଦାନରେ!

ଭଦ୍ରକ: ଜିଲ୍ଲା ରାଜନୀତି ଏବେ ପୁତ୍ର ଥଇଥାନ ରାଜନୀତିରେ ବିଶ୍ୱାସ କରୁଛି। ବିଶେଷକରି ବିଜେଡି ଦଳରେ ବରିଷ୍ଠ ବିଜେଡି ନେତା ତଥା ସାଂସଦ ଅର୍ଜୁନ ଚରଣ ସେଠୀ ଏଥର ନିର୍ବାଚନ ନଲଢି ତାଙ୍କ ପୁତ୍ର ଅଭିମନ୍ୟୁଙ୍କ ପାଇଁ ଗୋଟି ଚାଳନା କରୁଥିବା ବେଳେ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କ ଉପରେ ନିର୍ବାଚନ କମସନ ଗ୍ରହଣ କରିବେ ଏହି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଦିନକୁ ଦିନ ରଜେନତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠୁଛନ୍ତିି। ସମସ୍ତେ ନିଜ ନିଜର ବିପକ୍ଷ ଦଳୀୟଙ୍କ ବିରୋଧରେ ମତାମତ ଦେବା ଆରମ୍ଭ କରି ଦେଇଛନ୍ତି। ଶୃଙ୍ଖଳତା ରକ୍ଷା କରିବା ପାଇଁ ଯେଉଁ ରାଜନେତା ବିବଦୀୟ ମନ୍ତବ୍ୟ ଦେବେ ସେମାନଙ୍କ ବିରୋଧରେ କଡ଼ା…
ଅଧିକ ଖବର ଦେଖନ୍ତୁ...

ଦଳ ଛାଡିଥିବା ୫ଜଣ ବିଜେଡି ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କଲା ବିଜେଡି!

ଭୁବନେଶ୍ୱର : ମହଙ୍ଗା ପଡିପାରେ ଦଳ ପରିବର୍ତ୍ତନ । ଆଯୋଗ୍ୟ ଘୋଷିତ ହେବେ ୫ଜଣ ବିଜେଡି ବିଧାୟକ । ଏମାନଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ବାଚସ୍ପତିଙ୍କ ନିକଟରେ ଆବେଦନ କରିଛି ବିଜେଡି । ନିକଟରେ ଦଳ ଛାଡିଥିବା ୫ଜଣ ବିଧାୟକ ଆସିକାର ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଦଶପଲ୍ଲା…
ଅଧିକ ଖବର ଦେଖନ୍ତୁ...

ସର୍‌ପ୍ରାଇଜ୍‌ ଭିଜିଟ୍‌ ପାଇଁ ଅକ୍ଷୟଙ୍କୁ ଧନ୍ୟବାଦ୍‌ ଦେଲେ କମେଡି କିଙ୍ଗ୍‌ କପିଲ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ୍‌ ଶର୍ମା ଖିଲାଡି ବୟ ଅକ୍ଷୟ କୁମାରଙ୍କ ସହ ତାଙ୍କର ଏକ ଫଟୋ ନିକଟରେ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ସେ ଅକ୍ଷୟଙ୍କ ସହ ତାଙ୍କ ଫଟୋକୁ ଇନ୍‌ଷ୍ଟାରେ ସେୟାର୍‌ ଅଚାନକ ସର୍‌ପ୍ରାଇଜ୍‌ ଭିଜିଟ୍‌ କରି ପତ୍ନୀ ଗିନ୍ନି ଚତୁର୍ଥ ଓ ତାଙ୍କୁ ସର୍‌ପ୍ରାଇଜ୍‌…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍‌ ହେଲା ନିଆ ଶର୍ମା ଓ ରେହେନାଙ୍କ ଲିପ୍‌ କିସ୍‌ ଭିଡିଓ

ମୁମ୍ବାଇ: ସବୁବେଳେ ନିଜର ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ନିଆ ଶର୍ମା ଏବେ ରେହେନା ପଣ୍ଡିତ୍‌ଙ୍କୁ କରିଥିବା ଲିପ୍‌-ଲକ୍‌ କିସ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିଆ ଏବଂ ରେହେନା ଅନେକ ଗୁଡ଼ିଏ କ୍ୟାମେରା ସାମ୍ନାରେ ପରସ୍ପରଙ୍କୁ ଚୁମ୍ବନ ଦେଇ ଗଣମାଧ୍ୟମ ସଂସ୍ଥାରେ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କ ଉପରେ ଭାରୀ ପଡ଼ିଲେ ଧୋନି, ଆଇପିଏଲ୍‌-୧୨ର ପ୍ରଥମ ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତିଲା ଚେନ୍ନାଇ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ କୋହଲିଙ୍କ ଉପରେ ଧୋନି ଭାରୀ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ଏହି ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତିଛି। ଚେନ୍ନାଇ ୭୧ ରନ୍‌ ବିଜୟ ଲକ୍ଷ୍ୟକୁ ୧୭.୪ ଓଭରରେ ପୂରଣ କରିଛି। ଚେନ୍ନାଇ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ସ୍ମୃତି ଇରାନୀଙ୍କ ଉଦେଶ୍ୟରେ ହୃଦୟସ୍ପର୍ଶୀ ପୋଷ୍ଟ୍‍ ଲେଖି ଜନ୍ମଦିନ ଶୁଭେଚ୍ଛା ଦେଲେ ଏକ୍‌ତା କପୁର

ମୁମ୍ବାଇ: ଏକ୍‌ତା କପୁର ଓ ସ୍ମୃତି ଇରାନୀଙ୍କ ଯୁଗଳବନ୍ଦୀ ରେ ହୋଇଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ‘କ୍ୟୁଉଁକି ଶାଶ୍‌ ଭି କଭି ବୋହୂ ଥୀ’ ବିନା ହୁଏତ ଟେଲିଭିଜନ ଦୁନିଆ ଅଧୁରା ରହିଯାଇଥାଆନ୍ତା। ଆଠ ବର୍ଷ ଧରି ଚାଲିଥିବା ଏହି ଧାରାବାହିକ ଏକ୍‌ତା ଓ ସ୍ମୃତିଙ୍କ ସଂପର୍କକୁ ବି ବେଶ୍‌ ଦୃଢ଼…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥ କନ୍ୟାକୁ ଜନ୍ମ ଦେବାରୁ ପତ୍ନୀକୁ ନିଆଁ ଲଗାଇ ଜାଳିଦେଲା ପତି

ଲକ୍ଷ୍ନୌ: ଆଲ୍ଲାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କର ପରକିୟା ପ୍ରୀତି ଉପରେ ପ୍ରଶ୍ନ ଉଠାଇବାରୁ ସ୍ୱାମୀ ହାତରେ ନିଜ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ମୌଓ୍ଵାମ ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ଦମଦମା ଗ୍ରାମରେ ଗୁରୁବାର ରାତିରେ ଏପରି ଘଟଣା…
ଅଧିକ ଖବର ଦେଖନ୍ତୁ...

‘ଡିଡିଏଲ୍‌ଜି’ର ରାଜ ଓ ସିମ୍‌ରନ ପାଲଟିଲେ ଦିବ୍ୟଙ୍କା ଓ ସ୍ୱାମୀ ବିବେକ, ପ୍ରଶଂସକଙ୍କ ଅନୁରୋଧରେ ସେୟାର୍‌ କଲେ ଭିଡିଓ

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ ଖାନ ଓ ଅଭିନେତ୍ରୀ କାଜଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦିଲ୍‌ଓ୍ଵାଲି ଦୁଲ୍‌ହନିଆଁ ଲେଜାଏଁଗେ’ ଚଳଚ୍ଚିତ୍ରଟି ଅନେକ ସିନେ ପ୍ରେମୀଙ୍କ ହୃଦୟରେ ବସିଛି। ୧୯୯୫ ମସିହାର ଆଦିତ୍ୟ ଚୋପ୍ରାଙ୍କ ଏହି ସିନେମାରେ ଦେଖିବାକୁ ମିଳିଥିବା ରାଜ ଓ ସିମ୍‌ରନଙ୍କ ରୋମାନ୍ସ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ ଶନିବାର ଦଳ ଛାଡ଼ିଛନ୍ତି। ରାଜକିଶୋର ଦାସ ନିଜର ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି। ଦେଶର ବୃହତ୍ତ ପାର୍ଟି ସହିତ କାମ କରି ମୁଁ ଖୁସି ଅନୁଭବ କରିଛି ବୋଲି ସେ ଇସ୍ତଫା ପତ୍ରରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...