Daily Archives

March 24, 2019

କୋରାପୁଟ: ଅବକାରୀ ବିଭାଗର ଫ୍ଲାଇଂ ସ୍କାର୍ଡର ଚଢାଉ, ଖସିଗଲେ ମାଲିକ , ଧରାପଡିଲେ ମଦ ରନ୍ଧାଳି

ଲକ୍ଷ୍ମୀପୁର: ସାଧାରଣ ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା କରିବା ସକାଶେ ଜିଲ୍ଲାରେ ବେଆଇନ୍‌ ଭାବେ ଚାଲିଥିବା ମଦକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ କଡା ନିର୍ଦେଶ ରହିଥିବା ବେଳେ ରବିବାର କୋରାପୁଟ ଅବକାରୀ ବିଭାଗର ଏକ ଫ୍ଲାଇଂ ସ୍କାର୍ଡ ଦଳ ଲକ୍ଷ୍ମୀପୁର ଅବକାରୀ ବିଭାଗ…
ଅଧିକ ଖବର ଦେଖନ୍ତୁ...

ମଣିକର୍ଣ୍ଣିକାକୁ ବା ମୋତେ ନ୍ୟାସ୍‌ନାଲ ଆଓ୍ଵାର୍ଡ ନ ମିଳିଲେ ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବ: କଙ୍ଗନା…

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନିଜ ଫିଲ୍ମ ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ ପାଇଁ ଖୁବ୍‌ ଚର୍ଚ୍ଚିତ ହୋଇଥିଲେ । ଫିଲ୍ମରେ ସେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିବା ବେଳେ ତାଙ୍କ ପରିଶ୍ରମକୁ ଦର୍ଶକ ପ୍ରଶଂସା କରିଥିଲେ । ଫିଲ୍ମଟି ରିଲିଜ୍‌ ହେବା ପରେ ପରେ ବିବାଦରେ…
ଅଧିକ ଖବର ଦେଖନ୍ତୁ...

ଖରାଦିନେ ଫୁଡ୍‌ ପଏଜନିଙ୍ଗ ଠାରୁ ମୁକ୍ତି ଦେଇଥାଏ ଏହି ସବୁ ଜିନିଷ

ପାଗ ବଦଳିବା ସହ ଖାଇବା-ପିଇବା ଏବଂ ଦୈନଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଖାସ୍‌ କରି ଖରାଦିନେ ଖାଦ୍ୟପେୟକୁ ନେଇ ଅଧିକ ସାବଧାନ ରହିବାକୁ ପଡ଼ିଥାଏ । କାରଣ ଖରାଦିନେ ଶରୀରର ପାଚନକ୍ରିୟା ଦୁର୍ବଳ ହୋଇଯିବା ସହ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇ ନଥାଏ । ଯାହାଦ୍ୱାରା ଫୁଡ୍‌…
ଅଧିକ ଖବର ଦେଖନ୍ତୁ...

ଚରିତ୍ର ଉପରେ ସନ୍ଦେହ କରିବା ସହ ମଦ ପିଇ ମାର୍‌ ପିଟ୍‌ କରୁଥିବାରୁ ବେକରେ ଚାର୍ଜର ତାର ଗୁଡ଼ାଇ ସ୍ୱାମୀକୁ ହତ୍ୟା କଲା…

ବାଲୋଦ(ଛତିଶଗଡ଼) : ଛତିଶଗଡ଼ର ବାଲୋଦରେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚରିତ୍ର ଉପରେ ସନ୍ଦେହ କରିବା ସହ ୫ବର୍ଷ ହେଲାଣି ମଦ ପିଇ ଆସି ସ୍ୱାମୀ ଝଗଡ଼ା କରୁଥିବାରୁ ସ୍ତ୍ରୀ ଏପରି ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବେନି ପ୍ରଭାତ ତ୍ରିପାଠୀ, ଦଳୀୟ ସୁପ୍ରିମୋ ନବୀନଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ନିର୍ବାଚନରେ ନ ଲଢ଼ିବା ନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଚିଟଫଣ୍ଡ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଆଗାମୀ ନିର୍ବାଚନରେ ନଲଢ଼ିବା ନେଇ ଆଭିମୁଖ୍ୟ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା-ନିକ୍‌ଙ୍କ ବିବାହରେ ହୋଇଥିବା ଏହି କାମକୁ ନେଇ ଖୁସି ନାହାନ୍ତି ଶାଶୁ ଡେନିସ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କ ବିବାହକୁ ଏବେ ୪ମାସ ପୂରି ସାରିଥିବା ବେଳେ ଶାଶୁ ତଥା ନିକ୍‌ଙ୍କ ମା’ଙ୍କର ବିବାହକୁ ନେଇ ଏକ ଅଭିଯୋଗ ଏବେ ବି ରହିଛି । ୪ମାସ ବିତି ସାରିଥିଲେ ମଧ୍ୟ ସେ ଏହି ଅଭିଯୋଗ ପ୍ରିୟଙ୍କାଙ୍କ ଆଗରେ ଅନେକ ଥର କରି ସାରିଥିବା…
ଅଧିକ ଖବର ଦେଖନ୍ତୁ...

୪୫ଦିନ ପର୍ଯ୍ୟନ୍ତ ଲଗାତାର ପବ୍‌ଜି ଗେମ୍‌ ଖେଳିବାରୁ ମୃତ୍ୟୁବରଣ କଲେ ୨୦ବର୍ଷୀୟ ଯୁବକ

ହାଇଦ୍ରାବାଦ୍‌ : ଏବେ ପୁଣି ଥରେ ମୋବାଇଲ୍‌ ଗେମ୍‌ ପବ୍‌ଜିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ପୂର୍ବରୁ କିଛିଟା ରାଜ୍ୟରେ ଏହି ଖେଳ ଉପରେ ସରକାର ପ୍ରତିବନ୍ଧକ ଲଗାଇ ସାରିଥିଲେ ମଧ୍ୟ ଏବେ ଲୋକମାନଙ୍କ ମଧ୍ୟରେ ଏହି ଗେମ୍‌ ଖେଳିବାର କ୍ରେଜ୍‌ ଦେଖିବାକୁ ମିଳିଛି । ପୂର୍ବରୁ ଏହି ଗେମ୍‌…
ଅଧିକ ଖବର ଦେଖନ୍ତୁ...

ଯେଉଁ ଦଳ ଏହି କାମ କରି ଦେବ, ମୁଁ ସେହି ଦଳକୁ ଭୋଟ୍‌ ଦେବି: ସୁନୀଲ ଗ୍ରୋଭର

ମୁମ୍ବାଇ : ମାର୍ଚ୍ଚ ୨୧ରେ ସାରା ଦେଶବାସୀ ହୋଲି ପାଳନ କରିଥିଲେ । ବିଭିନ୍ନ ପ୍ରକାରର ରଙ୍ଗରେ ରଙ୍ଗୀନ ହୋଇ ମିଠା ଖାଇବା ସହ କଳାକାରମାନେ ନିଜ ନିଜ ପ୍ରଶଂସକମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ଏ ସବୁ ମଧ୍ୟରେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଯେଉଁ ଟୁଇଟ୍‌ କରିଥିଲେ, ତା’କୁ ନେଇ ଏବେ…
ଅଧିକ ଖବର ଦେଖନ୍ତୁ...

ଘର ବାହାରେ ଶୋଇଥିବା ବେଳେ ଚାଷ ଜମିକୁ ଟାଣିନେଇ ୫୫ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

ନୋଏଡା : ଗ୍ରେଟର ନୋଏଡାରେ ଜଣେ ୫୫ବର୍ଷୀୟା ମହିଳା ଗଣଦୁଷ୍କର୍ମର ଶିକାର ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନର୍ଲେଜ ଥାନା ଅଞ୍ଚଳରେ ଥିବା କମ୍‌ବକ୍‌ସରପୁର ଗାଁରେ ଏହି ଘଟଣା ଘଟିଥିବା ବେଳେ ୫ଜଣ ଯୁବକ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି କହିଛନ୍ତି ପୀଡ଼ିତା । ଏହି ବର୍ବରତା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ଋଷଭ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ମୁମ୍ବାଇକୁ ୨୧୪ ରନ୍‌ ଟାର୍ଗେଟ ଦେଲା ଦିଲ୍ଲୀ

ମୁମ୍ବାଇ: ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ (୭୮ ରନ, ୨୭ ବଲ, ୭ ଚୌକା ଓ ୭ ଛକା) ବଳରେ ଦିଲ୍ଲୀ କ୍ୟାପିଟାଲସ୍‌ ରବିବାର ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୧୩ ରନ୍‌ କରିଛି। ଓ୍ଵାଙ୍ଖଡେ ଷ୍ଟାଡିୟମରେ ଆୟୋଜକ ମୁମ୍ବାଇ ଇଣ୍ଡିଆନସ୍‌କୁ ୨୧୪ ରନ ବିଜୟ ଲକ୍ଷ୍ୟ ମିଳିଛି। ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...