Daily Archives

March 24, 2019

ଇମ୍ରାନ ଖାନ୍‌ଙ୍କୁ ଆଲିଙ୍ଗନ କରୁଥିବାର ଫଟୋ ଟୁଇଟ୍‌ କରି ପୁଣି ମୋଦିଙ୍କୁ କଟାକ୍ଷ କଲେ ସିଦ୍ଧୁ, କହିଲେ; ‘ତୁମ୍‌ କରୋ…

ନୂଆଦିଲ୍ଲୀ : ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରଠାରୁ ବିବାଦରେ ରହି ଆସିଛନ୍ତି ପୂର୍ବତନ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ । ଭାରତୀୟ ବାୟୁସେନା ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ସିଦ୍ଧୁ ଯେଉଁ ବିବାଦୀୟ ବୟାନ ଦେଇଥିଲେ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବାକୁ ନେଇ ବିଜେପି ସାଂସଦ ପରେଶ ରାଓ୍ଵଲଙ୍କ ବୟାନ, କହିଲେ; ନିର୍ବାଚନ ଲଢ଼ିବି ନାହିଁ, କିନ୍ତୁ ମୋଦିଙ୍କ…

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଅନେକ ନାମକରା ନେତାମାନେ ନିର୍ବାଚନ ଲଢ଼ିବା ପାଇଁ ମନା କରି ସାରିଛନ୍ତି । ଏ ମଧ୍ୟରେ ସାମିଲ ଅଛନ୍ତି ଅହମଦାବାଦ୍‌ର ପୂର୍ବ ସାଂସଦ ତଥା ବଲିଉଡ୍‌ର ପ୍ରଖ୍ୟାତ ଅଭିନେତା ପରେଶ ରାଓ୍ଵଲ । ଶନିବାର ପରେଶ ରାଓ୍ଵଲ ଟୁଇଟ୍‌ କରି ନିର୍ବାଚନ ନ…
ଅଧିକ ଖବର ଦେଖନ୍ତୁ...

ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀଙ୍କ ସହ ସୋନିଆ ଗାନ୍ଧୀଙ୍କୁ ତୁଳନା କରି ବିବାଦରେ ବିଜେପି ବିଧାୟକ, କହିଲେ; ଦୁହେଁ ଗୋଟେ…

ନୂଆଦିଲ୍ଲୀ : ନିଜର ବୟାନବାଜି ପାଇଁ ସବୁ ବେଳେ ବିବାଦରେ ରହିଥାନ୍ତି ବାଲିଆରୁ ବିଜେପି ବିଧାୟକ ଥିବା ସୁରେନ୍ଦ୍ର ସିଂହ । ସବୁ ଥର ଭଳି ଏଥର ମଧ୍ୟ ସେ ନିଜ ବୟାନକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ସେ ଯେଉଁ ଟିପ୍ପଣୀ ଦେଇଛନ୍ତି,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। ଲୁହା ବେପାରୀଙ୍କ କାମ ଭଲ ରହିବ। ଆର୍ଥିକ ସ୍ଥିତି ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ। ବୃଷ:…
ଅଧିକ ଖବର ଦେଖନ୍ତୁ...

୪ ବିଧାୟକଙ୍କ ଟିକେଟ କାଟିଲେ ନବୀନ

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିମଧ୍ୟରୁ ୪ ବିଧାୟକଙ୍କ ଟିକେଟ କାଟିଛନ୍ତି । ଏପରିକି ମନ୍ତ୍ରୀ ଥିବା ଲୋକସିଂହାରୁ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଟିକେଟ…
ଅଧିକ ଖବର ଦେଖନ୍ତୁ...

ସିନେ-ଅଭିନେତା ସଞ୍ଜୟ ଦତ୍ତ ଆଲହାବାଦ ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିପାରନ୍ତି !

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଭାଜପାକୁ ଘେରିଥିବା କଂଗ୍ରେସ ପାର୍ଟି ପୁଣିଥରେ ଫିଲ୍ମ ଦୁନିଆର ଗ୍ଲାମର ଜରିଆରେ ଆଲହାବାଦ ସଂସଦୀୟ ଆସନକୁ ଫେରି ପାଇବାକୁ ଚାହୁଁଛି। କଂଗ୍ରେସ ଏହି ଆସନରେ ଫିଲ୍ମ ଅଭିନେତା ସଞ୍ଜୟ ଦତ୍ତଙ୍କୁ ପ୍ରାର୍ଥୀ କରିବା ନେଇ ସଙ୍କେତ ଦେଇଛି। ଏବଂ କୌଣସି ବି ମୁହୂର୍ତ୍ତରେ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀ ଆଳୁ ଓ ଆମ୍ବ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ: ଯୋଗୀ ଆଦିତ୍ୟନାଥ

ସାହାରାନପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲୋକସଭା ନିର୍ବାଚନ ପାଇଁ ସାହାରାନପୁରରେ ନିର୍ବାଚନ ପ୍ରଚାର କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଯୋଗୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଯୋଗୀ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜଣା ନାହିଁ ଯେ, ଆଳୁ…
ଅଧିକ ଖବର ଦେଖନ୍ତୁ...

‘ମେ ଭି ଚୌକିଦାର’ ପ୍ରଚାରକୁ ସମର୍ଥନ କରି ଫେସ୍‌ବୁକ୍‌ରେ ନିଜର ପ୍ରୋଫାଇଲ୍‌ ଫଟୋ ବଦଳାଇଲେ ଅମିତ ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେ ଭି ଚୌକିଦାର’ ପ୍ରଚାରକୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କ ଫେସ୍‌ବୁକ ପ୍ରୋଫାଇଲ୍‌ ଫଟୋ ବଦଳାଇ ଦେଇଛନ୍ତି। ସେ ତାଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ ଫଟୋକୁ ବଦଳାଇ ତାଙ୍କର ଓ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ହାଇଦ୍ରାବାଦ୍‌ ବିପକ୍ଷରେ ୬ ଓ୍ଵିକେଟ୍‌ରେ ଜିତିଲା କୋଲକାତା

କୋଲକାତା: କୋଲକାତା ନାଇଟ୍‌ ରାଇଡର୍ସ ରବିବାର ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଚଳିତ ଆଇପିଏଲ୍‌ ସଂସ୍କରଣରେ ନିଜର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ନାଇଟ୍‌ ରାଇଡର୍ସକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱତୀୟ ମ୍ୟାଚ୍‌ରେ କୋଲକାତା ୧୯.୪…
ଅଧିକ ଖବର ଦେଖନ୍ତୁ...

୯.୭କୋଟି ଟଙ୍କାରେ ନିଲାମ ହେଲା ଏହି ପାରା

ନୂଆଦିଲ୍ଲୀ: ପାରା ଏକ ସାଧାରଣ ପକ୍ଷୀ। ପାଖ-ଆଖ ରାସ୍ତା, ଗଛ, ବଗିଚା,ଘର ଓ ପଡ଼ିଆରେ ପ୍ରତିଦିନ ଶହଶହ ପାରା ଦେଖିବାକୁ ମିଳିଥାଏ। ତେବେ ଆପଣ ଶୀର୍ଷକ ପଢ଼ି ଭାବୁଥାଇ ପାରନ୍ତି କି ଗୋଟିଏ ପାରା ପୁଣି ତାହାର ମୂଲ୍ୟ ୯କୋଟି ଟଙ୍କା ! ଆଜ୍ଞା ହେଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ।…
ଅଧିକ ଖବର ଦେଖନ୍ତୁ...