Daily Archives

March 26, 2019

କୋରାପୁଟ: ଗତ ୫ ବର୍ଷରେ ଲକ୍ଷ୍ମୀପୁର ବିଧାୟକଙ୍କ ସଂପତ୍ତି ବଢ଼ିଛି ଦୁଇ ଗୁଣ, ରହିଛି ୩ ଟି ମାମଲା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ସଂପତ୍ତି ୫ ବର୍ଷ ମଧ୍ୟରେ ଦୁଇ ଗୁଣ ବଢ଼ିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ବିଭିନ୍ନ ଥାନାରେ ୩ ଟି ମାମଲା ରହିଥିବା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ବିଧାୟକ ସ୍ୱୀକାର କରିଛନ୍ତି। ଗତ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ପୁଲିସରେ ଅଛନ୍ତି ଏହି ହେଡ କନେଷ୍ଟବଳ, ଯାହାଙ୍କ ଉଚ୍ଚତା ୭ଫୁଟ ୬ଇଞ୍ଚ

ନୂଆଦିଲ୍ଲୀ: ପଞ୍ଜାବ ପୁଲିସରେ କାମ କରୁଥିବା ଜଗଦୀପ ସିଂହଙ୍କ ଫଟୋକୁ ଦେଖି ଆପଣଙ୍କ ତାଙ୍କ ଉଚ୍ଚତାର ଅନୁମାନ ଲଗାଇ ସାରିବେଣି। ଜଗଦୀପଙ୍କ ଉଚ୍ଚତା ୭ଫୁଟ ୬ଇଞ୍ଚ ଥିବା ବେଳେ ଓଜନ ୧୯୦କିଲୋଗ୍ରାମ୍‌ ରହିଛି। ତେବେ ଜଗଦୀପଙ୍କ ଏହି ଉଚ୍ଚତା ପାଇଁ ତାଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ଦିଲ୍ଲୀକୁ ୬ ଓ୍ଵିକେଟରେ ହରାଇଲା ଚେନ୍ନାଇ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍‌ ଚଳିତ ଆଇପିଏଲ୍‌ ମ୍ୟାଚ୍‌ରେ ମଙ୍ଗଳବାର ୨ୟ ଥର ବିଜୟ ହାସଲ କରିଛି। ଉଦ୍‌ଘାଟନୀ ଅବସରରେ ମାର୍ଚ୍ଚ ୨୩ରେ ଚେନ୍ନାଇରେ ବେଙ୍ଗାଲୁରୁକୁ ପରାସ୍ତ କରିଥିବା ବେଳେ ଆଜି ଦିଲ୍ଲୀ କ୍ୟାପିଟାଲସ୍‌କୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଚେନ୍ନାଇ…
ଅଧିକ ଖବର ଦେଖନ୍ତୁ...

ନିଜ ବାଡ଼ିରେ ରଖନ୍ତୁ ଘିକୁଆଁରି ଗଛ, ଦୂରେଇ ଯିବ ଅନେକ ସମସ୍ୟା

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଆଲୋବେରା ବା ଯାହାକୁ ଆମେ ଓଡ଼ିଆରେ ଘିକୁଆଁରି ନାମରେ ଜାଣନ୍ତି ତାହା ଏକ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ। ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରି ହେଉଛି ଅବ୍ୟର୍ଥ ଔଷଧ। ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ। ଏଥିରେ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ୪ ବରିଷ୍ଠ ନେତାଙ୍କୁ ମିଳିଲା ନୂତନ ଦାୟିତ୍ୱ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରବା ପାଇଁ ବିଜେପି ୪ ଜଣଙ୍କୁ ନୂତନ ଦାୟିତ୍ୱ ଦେଇଛି। ଏହି ଆଧାରରେ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସଂପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପ-ସଭାପତି, ତିଳୋତ୍ତମା ନାୟକଙ୍କୁ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବିବାହର ବର୍ଷେ ପରେ ଭାଇରାଲ୍‌ ହେଲା ଅନୁଷ୍କାଙ୍କ ବିଦାୟୀ ବେଳର ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ବର୍ଷ ଫେବ୍ରୁଆରିରେ କ୍ରିକେଟର୍‌ ବିରାଟ କୋହଲିକୁ ବିବାହ କରିଥିଲେ। ଏହି ଦୁଇ ଷ୍ଟାର୍‌ ଦମ୍ପତିଙ୍କ ବିବାହର ଚର୍ଚ୍ଚା ଚାରିଆଡ଼େ ହୋଇଥିଲା। ଇତିମଧ୍ୟରେ ବିରୁଷ୍କାଙ୍କ ବିବାହ ଯାଇ ସେମାନଙ୍କ ବିବାହ ବାର୍ଷିକ ବି ଯାଇ ସାରିଲାଣି। ତେବେ,…
ଅଧିକ ଖବର ଦେଖନ୍ତୁ...

ପିତାଙ୍କ ବାୟୋପିକ୍‌ ଜରିଆରେ କପିଲ ଦେବଙ୍କ ଝିଅ ବଲିଉଡ୍‌ରେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ରଣବୀର ସିଂହ ‘ଗଲି ବଏ’ ଜରିଆରେ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିଲେ। ଏହି କ୍ରମରେ ରଣବୀର ନିଜର ଆଗାମୀ ସିନେମା ‘୮୩’ରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଏବେ ଏହି ସିନେମାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।…
ଅଧିକ ଖବର ଦେଖନ୍ତୁ...

ବିମାନରେ ଜଣେ ଯୁବକ କିପରି ନାବାଳିକାକୁ ଅସଦାଚଣ କରୁଥିଲା ତା’ର ପୂରା କାହାଣୀ ବଖାଣିଲେ ମହିଳା ସାମ୍ବାଦିକା

କୋଲୋମ୍ବିଆ: ଜୋଆନ୍ରା ଚିଉ ନାମକ ଏକ ମହିଳା ସାମ୍ବାଦିକା ବିମାନ ଯାତ୍ରା ସମୟରେ ବଖାଣି ଥିବା ଏକ ଅସଦାଚରଣ ଘଟଣା ଏବେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି। ମହିଳା ସାମ୍ବାଦିକ ଜୋଆନ୍ରା ଚିଉ ନିକଟରେ କନାଡୀୟ ଏୟାରଲାଇନ୍ସରେ ଯାତ୍ରା କରୁଥିଲେ। ଏହି ସମୟରେ ସେ ଯେଉଁ ଅସଦାଚରଣ ଘଟଣା…
ଅଧିକ ଖବର ଦେଖନ୍ତୁ...

ପିଏମ୍‌ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଅସନ୍ତୁଷ୍ଟ ସଲମାନ୍‌, ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏହାର କାରଣ ବୋଲି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ସିନେମାର ଟ୍ରେଲର ବି ରିଲିଜ ହୋଇ ସାରିଛି। ସିନେମାରେ ବିବେକ ଓବରାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସୁଛନ୍ତି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ସିନେମା ‘ପିଏମ୍‌…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗଦେଲେ ଆଠମଲ୍ଲିକ ରାଜ ପରିବାରର ସଦସ୍ୟ ପରେଶ ଦେଓ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ରାଜପରିବାରର ସଦସ୍ୟ ପରେଶ ଦେଓ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିରେ ସାମିଲ ହେବା ପରେ ପରେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ…
ଅଧିକ ଖବର ଦେଖନ୍ତୁ...