Daily Archives

March 27, 2019

କୋରାପୁଟ: ଅବ୍ୟବସ୍ଥା ମଧ୍ୟରେ ସମାପ୍ତ ହେଲା ଅଗ୍ନିଗାଙ୍ଗାମ୍ମା ଠାକୁରାଣୀ ଯାତ୍ରା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ଗାଁରେ ମାଁ ଅଗ୍ନିଗାଙ୍ଗାମ୍ମାଙ୍କ ନବଦିନ ବ୍ୟାପି ଘଟଯାତ୍ରା ବୁଧବାର ସମାପ୍ତ ହୋଇଛିା ତିନୋଟି ରାଜ୍ୟ (ଓଡିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ)ର ଭକ୍ତ ମାନଙ୍କର ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ଅଗ୍ନିଗାଙ୍ଗାମ୍ମାଙ୍କ ଦର୍ଶନ ସକାଶେ…
ଅଧିକ ଖବର ଦେଖନ୍ତୁ...

ଝିଅ ସହ ଲିଭ୍‌ ଇନ୍‌ ପାର୍ଟନର ଶାରୀରିକ ସଂପର୍କ ରଖିବା ପରେ କ୍ରାଇମ୍‌ ପାଟ୍ରୋଲ ଦେଖି ହତ୍ୟା ଯୋଜନା କଲା ମା’

ନୂଆଦିଲ୍ଲୀ : ଦିଲ୍ଲୀର ସ୍ୱରୁପ ନଗରରେ ଘଟିଥିବା ଲୋକଟାଙ୍କୁରା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳା ନିଜ ବୟସ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଯେଉଁଭଳି ବୀଭତ୍ସ ଭାବରେ ହତ୍ୟା କରିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିି । ମୃତକଙ୍କ ଶରୀରରୁ ହାତ, ଗୋଡ଼ ଏବଂ ମୁଣ୍ଡକୁ ଅଲଗା…
ଅଧିକ ଖବର ଦେଖନ୍ତୁ...

ଭିସା ପକ୍ଷରୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ପ୍ରଚଳନ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ୱାନ୍ ନେସନ୍ ୱାନ୍ କାର୍ଡ ଭିଜନକୁ ଦୃଷ୍ଟିରେ ରଖି ଭିସା ପକ୍ଷରୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ପ୍ରଚଳନ କରାଯାଇଛି । ଏହା ଭାରତରେ ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ପାଇଁ ବେଶ୍ ଉପଯୋଗୀ ହେବ । ଏନେଇ ହାଉସିଂ ଏବଂ ଅର୍ବାନ ଆଫେୟାର ମନ୍ତ୍ରଣାଳୟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ମିଲର-ମନ୍ଦୀପଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ବି କୋଲକାତା ଠାରୁ ୨୮ ରନ୍‌ରେ ହାରିଲା ପଂଜାବ

କୋଲକାତା: ଡାଭିଡ ମିଲର (ଅପରାଜିତ ୫୯ ରନ୍‌, ୪୦ ବଲ, ୫ ଚୌକା ଓ ୩ ଛକା) ଓ ମନ୍ଦୀପ ସିଂହ (ଅପରାଜିତ ୩୩ ରନ୍‌, ୧୫ ବଲ, ୪ ଚୌକା ଓ ୧ ଛକା)ଙ୍କ ଳଢୁଆ ବ୍ୟାଟିଂ ପରେ ବୁଧବାର କିଙ୍ଗ ଏକ୍ସଆଇ ପଂଜାବ ପରାସ୍ତ ହୋଇଛି। ଦ୍ୱିତୀୟ ଇନିଂସରେ ୨୧୯ ରନ୍‌ ଟାର୍ଗେଟ ନେଇ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ…
ଅଧିକ ଖବର ଦେଖନ୍ତୁ...

ପରସ୍ପର ମଧ୍ୟରେ ଥିବା ସବୁ ସଂପର୍କକୁ ଭାଙ୍ଗିଲେ ସାରା-ସୁଶାନ୍ତ, ଏହି କାରଣ ପାଇଁ ହୋଇଥିଲା ଝଗଡ଼ା

ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ସୁଶାନ୍ତ ସିଂହ ରାଜ୍‌ପୁତ୍‌ଙ୍କ ମଧ୍ୟରେ ଥିବା ସବୁ ସଂପର୍କ ଏବେ ଭାଙ୍ଗି ଯାଇଛି । ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ସୂଚନା ମିଳିଛି । ସାରା ଫିଲ୍ମ କେଦାରନାଥ ଜରିଆରେ ବଲଉଡ୍‌ରେ ପାଦ ଥାପି ଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ବାଇକ୍‌ରେ ଯାଉଥିବା ଦୁଇ ଯୁବକଙ୍କୁ ଅଟକାଇ ମେଣ୍ଢା ପାଇଁ ଚାଲାଣ କାଟିଲେ ଟ୍ରାଫିକ୍‌ ପୁଲିସ?

ଜଲନ୍ଧର : ବେଳେ ବେଳେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ, ଯାହାର କଳ୍ପନା କରିବା ଅସମ୍ଭବ ହୋଇପଡ଼େ । କିନ୍ତୁ ଭିଡିଓକୁ ଲୋକମାନଙ୍କ ଭଲ ପାଇବା ମିଳିଥାଏ । ବିଗତ ଅତୀତରେ ଏଭଳି ଅନେକ ଘଟଣା ଘଟି ସାରିଛି । କିନ୍ତୁ ଏବେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ତାହା…
ଅଧିକ ଖବର ଦେଖନ୍ତୁ...

ଏହି କ୍ଷେତ୍ରରେ ସଲମାନ୍‌-ଶାହାରୁଖ୍‌ଙ୍କୁ ପଛରେ ପକାଇଲେ ଆଲିଆ ଭଟ୍ଟ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଆଗଧାଡ଼ିର ନାୟିକାଙ୍କ ସୂଚୀରେ ନିଜ ନାଁ ଲେଖି ସାରିଛନ୍ତି । ଫିଲ୍ମଫେୟାର ଆଓ୍ଵାର୍ଡରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଆଓ୍ଵାର୍ଡ ମିଳିବା ପରେ ତାଙ୍କ ଚାହିଦା ବଢ଼ିବାରେ ଲାଗିଛି । ଗୋଟେ ପରେ ଗୋଟେ ବ୍ଲକ୍‌ବଷ୍ଟର ଫିଲ୍ମ ଦେଇ ସେ ଏବେ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପ ମାଲିକଙ୍କ ଟଙ୍କା କାରବାର ନେଇ ସିଇଓଙ୍କୁ ଫେରାଦ ଦେଲା ବିଜେଡି

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଡରପାଲିଠାରେ ମଙ୍ଗଳବାର ଏକ କାରରୁ ଜବତ ହୋଇଥିବା ୨ ଲକ୍ଷ ନଗଦ ଟଙ୍କା ଓ ବିଜେପି ପତାକାର ରହସ୍ୟ ଖୋଲି ଯାଇଛି। ଜବତ କାରର ମାଲିକ ସଂଜିବ ମହାପାତ୍ର ଜଣେ ପେଟ୍ରୋଲ ପମ୍ପ ମାଲିକ। ବିଜେପୁରର ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରୁ ବାହାରିବା ପରେ ଅଭିନେତା ରାଜ୍‌ପାଲ ଯାଦବଙ୍କ ବୟାନ, କହିଲେ; କିଛି ବିଶ୍ୱସ୍ତ ଲୋକ ବିଶ୍ୱାସଘାତକତା କରିଛନ୍ତି

ନୂଆଦିଲ୍ଲୀ : କରଜ ନେଇ ଶୁଝି ନ ପାରିବାରୁ ଜେଲଦଣ୍ଡ ଭୋଗୁଥିଲେ ବଲିଉଡ୍‌ର ହାସ୍ୟ ଅଭିନେତା ରାଜପାଲ ଯାଦବ । ଏବେ ସେ ଜେଲ୍‌ରୁ ମୁକୁଳିବା ପରେ ନିଜ ଦୁଃଖ ଜଣାଇଛନ୍ତି । କିଛି ବିଶ୍ୱସ୍ତ ଲୋକ ବିଶ୍ୱାସଘାତକତା କରିଥିବା କହିଛନ୍ତି ରାଜପାଲ । ଫେବୃଆରି ମାସ ଶେଷ ଆଡ଼କୁ ଜେଲରୁ ମୁକୁଳିବା ପରେ ସେ…
ଅଧିକ ଖବର ଦେଖନ୍ତୁ...

ସାଓମି ଆଣିଲା ପାଓ୍ଵାରଫୁଲ ଚାର୍ଜର, ୧୭ମିନିଟ୍‌ରେ ହେବ ଫୋନ୍‌ ଚାର୍ଜ

ନୂଆଦିଲ୍ଲୀ : ମୋବାଇଲ ଫୋନ୍‌ ହାଇଟେକ୍‌ ହେବା ସହ ଏବେ ଚାର୍ଜରକୁ ମଧ୍ୟ ହାଇଟେକ୍‌ କରାଯାଉଛି । ଚୀନ୍‌ କମ୍ପାନୀ ସାଓମି ଏଇ କିଛି ଦିନ ମଧ୍ୟରେ ଅନେକ ନୂଆ ନୂଆ ଫୋନ ଲଞ୍ଚ କରିବା ସହ ଏକ ହାଇଟେକ୍‌ ଚାର୍ଜର ମଧ୍ୟ ଲଞ୍ଚ କରିବାର ଯୋଜନା କରୁଥିବା ଜଣାପଡ଼ିଛି । ଏହି ଚାର୍ଜର ଲଞ୍ଚ ହେବା ପରେ…
ଅଧିକ ଖବର ଦେଖନ୍ତୁ...