Monthly Archives

March 2019

ବିବାହ ପୂର୍ବରୁ ଅନ୍ତସତ୍ତ୍ୱା ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଓ ପରେ ଦକ୍ଷିଣ ସିନେମାରେ ଅଭିନୟ ନେଇ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଏମି ଜ୍ୟାକସନ୍‌ ଅନ୍ତସତ୍ତ୍ୱା ଅଛନ୍ତି ଏବଂ ସେ ନିଜେ ଏହି ଖବର ତାଙ୍କ ପ୍ରଶଂସକମାନଙ୍କ ସହିତ ସେୟାର ବି କରିଛନ୍ତି। ଏମି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ତାଙ୍କ ଭାବି ସ୍ୱାମୀଙ୍କ ସହିତ ଫଟୋ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଏମ୍‌.ଏସ୍‌. ଧୋନିଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ରୋୟାଲସ୍‌କୁ ୧୭୬ ରନ୍‌ ଟାର୍ଗେଟ ଦେଲା ସୁପର କିଙ୍ଗସ୍‌

ଚେନ୍ନାଇ: ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ଅର୍ଦ୍ଧଶତକ (୭୫ ରନ୍‌, ୪୬ ବଲ, ୪ ଚୌକା ଓ ୪ ଛକା) ବଳରେ ରାଜସ୍ଥାନ ରୋୟାଲସ୍‌କୁ ରବିବାର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ୧୭୬ ରନ୍‌ ଟାର୍ଗେଟ ଦେଇଛି। ଚେନ୍ନାଇସ୍ଥିତ ଏମ୍‌. ଚିଦାମ୍ବରମ…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ପୁଅର କାଠ ଫାଳିଆ ମାଡ଼ରେ ବାପର ମୃତ୍ୟୁ

ବ୍ରହ୍ମପୁର: ପାରିବାରିକ କଳହକୁ କେନ୍ଦ୍ର କରି ରବିବାର ବାପକୁ ପୁଅ କାଠଫାଳିଆରେ ଆକ୍ରମଣ କରିଛି। ସୂଚନା ଅନୁସାରେ ଗଂଜାମ ଜିଲ୍ଲାର ବୁଗୁଡ଼ା ଥାନା ଅନ୍ତର୍ଗତ ଗଉଡିଆବରଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ବାପର ମୃତଦେହ ଉଦ୍ଧାର କରିଛି। ମୃତଦେହକୁ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର: ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଭଙ୍ଗାରୁଜା, ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ଜଗତସିଂହପୁର: ବିଜୁ ଜନତା ଦଳର ଜଗତସିଂହପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ରବିବାର ରାତି ପ୍ରବଳ ଉତ୍ତେଜନା ଦେଖାଯାଇଛି। ପ୍ରାୟ ୧୦ ଜଣ ଯୁବକ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସେହିପରି ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ଘର ଆଗରେ ଅସନ୍ତୁଷ୍ଟ…
ଅଧିକ ଖବର ଦେଖନ୍ତୁ...

ପ୍ୟାନକାର୍ଡ ସହ ଆଧାର ଲିଙ୍କ ସମୟସୀମା ଆଉ ୬ ମାସ ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖକୁ ଆଉ ୬ ମାସ ବଢେଇ ଦେଇଛନ୍ତି । ଅର୍ଥାତ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ୟାନକାର୍ଡ ସହ ଆଧାର ଲିଙ୍କ୍ କରିହେବ । ଏହି ସମୟସୀମା ଆଜି ଶେଷ ହେଉଥିଲା । ଗତ ବର୍ଷ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯…
ଅଧିକ ଖବର ଦେଖନ୍ତୁ...

ନୂଆ ରୂପରେ ନଜର ଆସିଲେ ନିର୍ମଳା ସୀତାରମଣ, ଦିଲ୍ଲୀରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ମେଟ୍ରୋରେ କଲେ ଯାତ୍ରା

ଗୁରୁଗ୍ରାମ: ମନ୍ତ୍ରୀ ଓ ସାଂସଦ ସାଧାରଣତଃ ନିଜ ବୟାନ କିମ୍ବା କାମକୁ ନେଇ ଚର୍ଚ୍ଚାରେ ରହି ଥାଆନ୍ତି। କିନ୍ତୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଥର ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଗୁରୁଗ୍ରାମର ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରତିରକ୍ଷା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଦର ସମ୍ମାନ ପାଇବେ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ। ବୃଷ: ଆଜି ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। କଳା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ନଦୀଗାଁ ଛକରେ ଟ୍ରାକ୍ଟର-ବାଇକ ଧକ୍କା, ମା ମୃତ, ପୁଅ ଗୁରୁତର

ବାଲେଶ୍ୱର: ସଦର ଥାନା କସବା ଫାଣ୍ଡି ଅଧିନ ନଦୀଗାଁ ଛକରେ ରବିବାର ଟ୍ରାକ୍ଟର-ବାଇକ ଧକ୍କା ହୋଇଛି। ଏଥିରେ ବାଇକ ଚାଳକ ଗୁରୁତର ଆହତ ହୋଇ ବାଲେଶ୍ୱର ସଦର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମା’ଙ୍କର ଘଟଣାସ୍ଥଳ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କିଏ କେତୋଟି ଲୋକସଭା ଆସନ ଜିତିବ ? କଣ କହୁଛନ୍ତି ବିଭିନ୍ନ ସର୍ଭେ ?

ନୂଆଦିଲ୍ଲୀ : ନିର୍ବାଚନ ଆଉ ଅଳ୍ପ କିଛି ଦିନ ବାକି ଅଛି । ସାରା ଦେଶରେ ନିର୍ବାଚନୀ ମାହୋଲ ସରଗରମ ହୋଇଗଲାଣି । ସମସ୍ତଙ୍କ ମନରେ ଗୋଟିଏ ପଶ୍ନ କଏ ଜିତିବ ? ଏହାର ଉତ୍ତର ଖୋଜିବାକୁ ଯାଇ ବିଭିନ୍ନ ସଂସ୍ଥା ପ୍ରାକ-ନିର୍ବାଚନୀ ସର୍ଭେ କରିଛନ୍ତି । ପ୍ରାୟ ସବୁ ସର୍ଭେରେ ଏନଡିଏ ଜିତିବ କିମ୍ବା…
ଅଧିକ ଖବର ଦେଖନ୍ତୁ...

‘ଇଏ ମୁଁ ହିଁ, ମୋର ଭୂତ ନୁହେଁ’ ବୋଲି ସୁଷମା କାହିଁକି କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ସର୍ବଦା ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ତଥା ଭାରତୀୟଙ୍କ ସମସ୍ୟାର ସମାଧାନ କରୁଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇଏ ‘ମୁଁ ହିଁ, ମୋର ଭୂତ ନୁହେଁ’ ବୋଲି ରବିବାର କହିଛନ୍ତି। ତେବେ ସେ ଏପରି ସେ କାହିଁକି କହିଛନ୍ତି ଆସନ୍ତୁ ଜାଣିବା। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...