Monthly Archives

April 2019

ସ୍ୱଚ୍ଛ ଓ ଅବାଧ ନିର୍ବାଚନ: ୪,୧୮, ୮୬, ୯୫୪ ଟଙ୍କାର ମଦ ଜବତ

ଭୁବନେଶ୍ୱର: ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪,୪୫୮ ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୫,୪୯୭ ଜଣଙ୍କୁ ଅଟକ ରଖାଯାଇଛି। ମୋଟ ୫୫୧୯ ଗୋଟି…
ଅଧିକ ଖବର ଦେଖନ୍ତୁ...

ମାଡି ଆସୁଛି ଫୋନି: ପୁରୀ କୃଷ୍ଣପ୍ରସାଦ ବ୍ଳକ ଉଦୟଗିରି ନିକଟରେ କରିବ ଲ୍ୟାଣ୍ଡଫଲ୍‌ !

ଭୁବନେଶ୍ୱର: ଆମେରିକୀୟ ସଂସ୍ଥା JTWC ରିପୋର୍ଟ ଅନୁସାରେ SRC ପକ୍ଷରୁ ସୂଚନା ମିଳିଛି ଯେ, ବାତ୍ୟା ଫୋନି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍‌ କରିବ । ୩ ତାରିଖ ଅପରାହ୍ନରେ ବାତ୍ୟା ଫୋନି ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ଅଛି, ଏହି ସମୟରେ ପବନର ବେଗ ୧୮୫ ରୁ…
ଅଧିକ ଖବର ଦେଖନ୍ତୁ...

ଫକୀରମୋହନ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶିତ, ଟପର ତାଲିକାରେ ୟୁଏନ୍‌ କଲେଜରୁ ୪ ଛାତ୍ରଛାତ୍ରୀ

ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ଵାରା ପରିଚାଳିତ ଯୁକ୍ତତିନି ଶେଷବର୍ଷର କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ଚଳିତବର୍ଷ ପାସ୍‌ହାର ୮୨.୫ ପ୍ରତିଶତ ରହିଛି। ଗତବର୍ଷ ୮୫ ପ୍ରତିଶତ ତୁଳନାରେ ଏ ବର୍ଷର ପାସ୍‌ହାର କମିଛି। ତେବେ ଏଥିରେ ବିଭିନ୍ନ ବିଷୟରୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ପରି ବିଜେପିର ଆଉ ଜଣେ ସଫଳ ଚା’ ବିକାଳି

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ପରେ ଭାରତୀୟ ଜନତା ପାର୍ଟିର ଆଉ ଜଣେ ଚା ବିକ୍ରି କରୁଥିବା ସଫଳ ଚେହେରା ହେଉଛନ୍ତି ବିଜେପି କାଉନ୍‌ସିଲ୍‌ ଅବତାର୍‌ ସିଂହ। ସେ ସୋମବାର ନୂଆଦିଲ୍ଳୀର ନୂଆ ମେୟର୍‌ ଭାବେ ନିଯୁକ୍ତି ପାଇଛନ୍ତି। ଏହି ପଦବୀରେ ରହିବାରେ ସିଂହ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିପୁଳ ଭୋଟ୍‌ ବ୍ୟବଧାନରେ କେନ୍ଦ୍ରାପଡ଼ା ଆସନ ଜିତିବ ବିଜେଡି: ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳ କେନ୍ଦ୍ରାପଡ଼ା ଆସନକୁ ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିବ। ନିର୍ବାଚନ ଫଳାଫଳ ନେଇ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରୁ ବିଜୁ ଜନତା ଦଳର ପ୍ରାର୍ଥୀ ଅନୁଭବ ମହାନ୍ତି ମଙ୍ଗଳବାର ‘କନକ ନ୍ୟୁଜ’କୁ ନିର୍ବାଚନୀ ଅଭିଜ୍ଞତା ସଂପର୍କରେ ଦୃଢ଼ୋକ୍ତିର ସହିତ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁଠୁ ଆସିଲା ‘ଫୋନି’? କିଏ କରିଥିଲା ଏପରି ନାମକରଣ

ଭୁବନେଶ୍ବର: ସାରା ରାଜ୍ୟକୁ ଘାରିଛି ଫୋନି ଭୟ । ମହାବାତ୍ୟା ଠାରୁ ଅଧିକ ରହିପାରେ ପବନର ବେଗ ଓ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର ମାଡ଼ି ଆସିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏପରିକି ଏହି ସାମୁଦ୍ରିକ ଝଡ଼ ‘ଫୋନି’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ଯାହାକି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ମଦ ବିଭୀଷିକା: ମଦ ମୃତ୍ୟୁ ସଂଖ୍ୟା ୮ ଛୁଇଁଲା, ୮୭ ଜଣଙ୍କ ଚିକିତ୍ସା ଜାରି

ଭଦ୍ରକ: ତିହିଡି ବ୍ଳକ ଅନ୍ତର୍ଗତ ପୀରହାଟରେ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ସନ୍ଧ୍ୟାରେ ୮ରେ ପହଂଚିଛି। ରିପୋର୍ଟ ଲେଖାଯିବା ବେଳକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତିହିଡ଼ସ୍ଥିତ ହସ୍‌ପିଟାଲରେ ୮୭ ଜଣଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ଜିଲ୍ଲା ହସ୍‌ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନ ଚିଟ୍‌, କହିଲେ- ଓ୍ଵାର୍ଦ୍ଧା ରାଲିରେ କରି ନାହାନ୍ତି ଆଦର୍ଶ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ଆୟୋଗ ମଙ୍ଗଳବାର କ୍ଲିନ ଚିଟ୍‌ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି, ମହାରାଷ୍ଟ୍ରର ଓ୍ଵାର୍ଦ୍ଧା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଭାଷଣରେ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲଂଘନ ହୋଇ ନାହିଁ। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

୮ ବର୍ଷର ବାଳକ ମୁଣ୍ଡରେ ହତ୍ୟା ଅଭିଯୋଗ! ଭାଇ ପ୍ରେମ ହେଲା ହତ୍ୟାର କାରଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀର ଫତେହପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୮ ବର୍ଷର ଶିଶୁ ରାଗର ବଶବର୍ତ୍ତୀ ହୋଇ ଜଣେ କୁନି ବାଳକର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶିଶୁଟିର ବଡ଼ ଭଉଣୀ ଉପରେ ଥିବା ରାଗ ସୁଝାଇବା ପାଇଁ ସେ ଏପରି କରିଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତ ଶିଶୁକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ବିଶ୍ୱକପ୍‌ ପାଇଁ ମଜବୁତ ଆଧାର: ଡାଭିଡ ଓ୍ଵାର୍ଣ୍ଣର

ହାଇଦ୍ରାବାଦ୍‌: ଅଷ୍ଟ୍ରେଲିଆର କ୍ରିକେଟର ଡାଭିଡ ଓ୍ଵାର୍ଣ୍ଣର ଆଉ ଏକ ବିସ୍ଫୋରକ ଇନିଂ ଖେଳି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପ୍ଲେଅପ୍‌ ନିକଟରତ କରିବା ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) -୧୨ ଅଭିଯାନ ଶେଷ କରିଛନ୍ତି। ସ୍ୱଦେଶ ଫେରିଯିବା ପୂର୍ବରୁ ଓ୍ଵାର୍ଣ୍ଣର କହିଛନ୍ତି, ଏହି…
ଅଧିକ ଖବର ଦେଖନ୍ତୁ...