Daily Archives

April 1, 2019

ଭାଇରାଲ ହେଲା ଏସିଡ୍‌ ଆଟାକ୍‌ ଫାଇଟର ଲକ୍ଷ୍ମୀଙ୍କ ନୃତ୍ୟ, ଶ୍ରଦ୍ଧା କପୁର କଲେ ପୋଷ୍ଟ

ନୂଆଦିଲ୍ଲୀ: ବଲିଉଡ୍‌ରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଫାଇଟର ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଉପରେ ସିନେମା ନିର୍ମାଣ ହେଉଛି। ଏହି ସିନେମା କାରଣରୁ ପୁଣି ଥରେ ଲକ୍ଷ୍ମୀ ଚର୍ଚ୍ଚାରେ ରହିଛନ୍ତି। ଲକ୍ଷ୍ମୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓରେ ଲକ୍ଷ୍ମୀ ‘ବାଗି’…
ଅଧିକ ଖବର ଦେଖନ୍ତୁ...

ସୋ’ ବାହାରେ ପହଞ୍ଚି କପିଲଙ୍କୁ ଅନୁରୋଧ କରି ଟ୍ଵିଟ୍‌ ଲେଖିଲେ ଫ୍ୟାନ୍‌, ତୁମେ କେଉଁଠି ଅଛ କହି ଫ୍ୟାନ୍‌ଙ୍କୁ…

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ୍‌ ଶର୍ମା ନିଜର ଅନେକ ଫ୍ୟାନ୍‌, ଫଲୋଇଙ୍ଗ୍‌ ବନାଇବାରେ ସମର୍ଥ ହୋଇଛନ୍ତି। ତେବେ କପିଲ ନିଜ ପ୍ରଶଂସକମାନଙ୍କୁ ସେତିକି ଭଲପାଇବା ଦିଅନ୍ତି ବୋଲି ଯେ ସେ ଏତେ ଲୋକପ୍ରିୟ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ପ୍ରଶଂସକଙ୍କ ମନ ରଖି କପିଲ୍‌ ତାଙ୍କ ଟ୍ଵିଟ୍‌ର…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ଦାମୋଦର ରାଉତ ଓ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଚର୍ଚ୍ଚାରେ ଜଗତସିଂହପୁର ଜିଲ୍ଲା ରାଜନୀତି : ପୁଅ ବିରୋଧରେ…

ଜଗତସିଂହପୁର : ବିଜେପି କ୍ୟାମ୍ପରେ ବାପା । ବିଜେଡି ଶିବିରରେ ପୁଅ । ଦାମ-ସମ୍ବିତଙ୍କୁ ନେଇ ଚର୍ଚ୍ଚା । ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ଡାକ୍ତର ଦାମୋଦର ରାଉତ ଓ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଗୋଟିଏ ପରିବାରର ଏହି ଦୁଇ ସଦସ୍ୟ ଏବେ ଭିନ୍ନଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ପାଇଁ ମହିଳାଙ୍କ ଓଜନ ହୋଇଯାଇଥିଲା ୨୦କେଜି

କେରଳ: ଶକ୍ତ ନିୟମ ସତ୍ତ୍ୱେ ଯୌତୁକଜନିତ ନିର୍ଯାତନା ମାମଲା ଥମିବାର ନାମ ନେଉ ନାହିଁ। କେରଳରୁ ଏମିତି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ମହିଳାଙ୍କୁ ଉପବାସରେ ରଖି ଦେଇଥିଲେ, ଫଳରେ ତାଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଟିଭିଏସ୍ ଭିକ୍ଟରରେ ସିଙ୍କ୍ରୋନାଇଜଡ୍ ବ୍ରେକିଂ ପ୍ରଯୁକ୍ତିର ବ୍ୟବହାର

ଭୁବନେଶ୍ୱର: ଦୁଇଚକିଆ ଏବଂ ତିନି ଚକିଆ ନିର୍ମାତା ଟିଭିଏସ୍ ମୋଟର କଂପାନି ତରଫରୁ ଏହାର ମୋଟରସାଇକଲ୍ ଟିଭିଏସ୍ ଭିକ୍ଟରରେ ସିଙ୍କ୍ରୋନାଇଜଡ୍ ବ୍ରେକିଂ ପ୍ରଯୁକ୍ତି (ଏସବିଟି)କୁ ବ୍ୟବହାର କରାଯାଇଛି । ଏହି ପ୍ରଯୁକ୍ତିର ସବୁଠୁ ବଡ଼ ଲାଭ ହେଉଛି ବ୍ରେକ୍ ଲଗାଇବା ବେଳେ ଦୂରତାକୁ ଏହା କମାଇଦେବ ଏବଂ…
ଅଧିକ ଖବର ଦେଖନ୍ତୁ...

ପ୍ଲଟ୍‌ ସଫା କରିବା ପାଇଁ ୪ କୁକୁର ଛୁଆଙ୍କୁ ଜୀବନ୍ତ ଜାଳି ଦିଆଗଲା

ଜଲନ୍ଧର: ପଞ୍ଜାବର ଜଲନ୍ଧରଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜର ପ୍ଲଟ ସଫା କରିବା ପାଇଁ ସେହି ପ୍ଲଟ୍‌ରେ ଥିବା ୪ଟି କୁକୁର ଛୁଆକୁ ଜିଅନ୍ତା ଜାଳି ଦେବା ପରେ ପଶୁ ହିଂସା ଅଭିଯୋଗରେ ଜଲନ୍ଧର ପୁଲିସ୍‌ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଗଜପତିରେ ଅମିତ୍ ଶାହା ଦେଇଥିବା ଭାଷଣର କଡ଼ା ଜବାବ ଦେଲା ବିଜେଡି : କହିଲା, ନିରୁତ୍ସାହିତ ହୋଇପଡିଥିବା କର୍ମୀଙ୍କୁ…

ଭୁବନେଶ୍ୱର : ନିର୍ବାଚନ ପ୍ରଚାରରେ ଆସି ଆଜି ଗଜପତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦେଇଥିବା ଭାଷଣର ଜବାବ ରଖିଛି ବିଜେଡି। ବିଜେପି ସ୍ଥିତି ଦେଖି ନିରୁତ୍ସାହିତ ହୋଇପଡିଥିବା କର୍ମୀଙ୍କୁ ଉତ୍ସାହିତ କରିବାକୁ ଅମିତ ଶାହା ଗୁଡାଏ ମିଛ କହିବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଜେଡି…
ଅଧିକ ଖବର ଦେଖନ୍ତୁ...

ଭାରତର ମନୁ ସାହନୀ ହେଲେ ‘ଆଇସିସି’ର ମୁଖ୍ୟ ନିର୍ବାହୀ ଅଧିକାରୀ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମନୁ ସାହଣୀଙ୍କୁ ସୋମବାର ନିଜର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି କରିଛି। ସାହଣୀ ପୂର୍ବତନ ସିଇଓ ଡେଭିଡ ରିଚାର୍ଡସନଙ୍କ ସ୍ଥାନ ନେଇଛନ୍ତି। ମାତ୍ର, ରିଚାର୍ଡସନ୍‌ ଚଳିତ ବର୍ଷ ଜୁଲାଇରେ ଇଂଲଣ୍ଡ ଏବଂ ୱେଲସ୍‌ରେ ହେବାକୁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଟିକେଟ୍‌: ୨ ଲୋକସଭା ଓ ୧୦ ବିଧାନସଭା ଆସନ ପାଇଁ ଏବେ ବି ସସ୍‌ପେନସ୍‌

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ସୋମବାର ସନ୍ଧ୍ୟା ସୁଦ୍ଧା ଅଧିକାଂଶ ଆସନରେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଏଯାଏଁ ୧୯ଟି ଲୋକସଭା ଆସନ ଏବଂ ୧୩୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ଆରଜେଡିରେ ବିଭାଜନ ଆସନ୍ନ ! ‘ଲାଲୁ-ରାବଡ଼ି ମୋର୍ଚ୍ଚା’ ଗଢିଲେ ତେଜପ୍ରତାପ

ପାଟନା : ଲାଲୁ ଯାଦବଙ୍କ ପରିବାରରେ ବିବାଦ ଦିନକୁ ଦିନ ବଢିଚାଲିଛି । ବିଶେଷକରି ଲାଲୁଙ୍କ ଦୁଇପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ମନୋମାଳିନ୍ୟ ଚରମ ସୀମାରେ ପହଞ୍ଚିଲାଣି । କିଛିଦିନ ତଳେ ତେଜପ୍ରତାପ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଛାତ୍ର ସଂଗଠନର ମୁଖ୍ୟ ପଦ ଛାଡିବା ପରେ ଆଜି ଏକ ବଡ଼…
ଅଧିକ ଖବର ଦେଖନ୍ତୁ...