Daily Archives

April 2, 2019

ଆଦିବାସୀ ଅଂଚଳର ବିକାଶ କରିବାରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଫେଲ୍‌ ମାରିଛନ୍ତି: ରଘୁବର ଦାସ

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ଶାସନ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ କରିପାରିଲେ ନାହିଁ। ଆଦିବାସୀ ଅଚଂଳ ରାଇରଂଗପୁର ଓ ମୟୂରଭଂଜ ଜିଲ୍ଲାବାସୀଙ୍କୁ ଶୁଦ୍ଧ ପିଇବା ପାଣି, ଗାଁକୁ ସଡ଼କ, ଯୁବକମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ୍‌ ମାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଡିଆଇଜି ଆଶିଷ ସିଂଙ୍କ ଘରେ ବିଜେଡି କୋର କମିଟି ବୈଠକ ଚାଲିଛି: ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଉପସଭାପତି ସମୀର ମହାନ୍ତି ମଙ୍ଗଳବାର କହିଛନ୍ତି, ଡିଆଇଜି ଆଶିଷ ସିଂଙ୍କ ଘରେ ବିଜୁ ଜନତା ଦଳର କୋର କମିଟି ବୈଠକ ଚାଲିଛି। ଆଶିଶ ସିଂ ଆମ ଦଳର ନେତାଙ୍କୁ ଡାକି ଧମକ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ ବିଜେପି ସୋମବାର ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ବେଙ୍ଗାଲୁରୁକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କଲା ରାଜସ୍ଥାନ

ଜୟପୁର: ରାଜସ୍ଥାନ ରୟାଲସ୍‌ ମଙ୍ଗଳବାର ୭ ଓ୍ଵିକେଟରେ ବେଙ୍ଗାଲୁରୁକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଦଳ ୧୯.୫ ଓଭରରେ ୩ଟି ଓ୍ଵିକେଟ ହରାଇ ୧୬୪ ରନ୍‌ କରିଛି। ଷ୍ଟିଭେନ ସ୍ମିଥ ୩୧ଟି ବଲ ଖେଳି ୩୧ ରନ କରିଛନ୍ତି। ରାହୁଲ ତ୍ରିପାଠୀ (୩୪ ରନ୍‌, ୨୩ ବଲ, ୩ ଚୌକା ଓ ୧ ଛକା) ଓ ବେନ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ଫିଲ୍ମର ପ୍ରମୋସନ କରିବା ପରେ ମୋତେ ପାକିସ୍ତାନ ଚାଲିଯିବା ଦରକାର ବୋଲି କହିଲେ ଆଲିଆଙ୍କ ମା’ ସୋନୀ…

ମୁମ୍ବାଇ : ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମା’ ସୋନୀ ରଜ୍‌ଦାନ ଏବେ ନିଜର ଆଗାମୀ ଫିଲ୍ମ ନୋ ଫାଦର୍ସ ଇନ୍‌ କଶ୍ମୀରକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ପ୍ରମୋସନ ସମୟରେ ସେ ଅନେକ ବିଷୟରେ ଆଲୋଚନା କରିଥିବା ଦେଖା ଯାଇଥିଲା । ପ୍ରମୋସନ ସମୟରେ, ବେଳେ ବେଳେ ମୋତେ ପାକିସ୍ତାନ ଚାଲିଯିବା ଦରକାର…
ଅଧିକ ଖବର ଦେଖନ୍ତୁ...

ଗଛ ବଞ୍ଚାଇବାର ବାର୍ତ୍ତା ଦେବାକୁ ଯାଇ ଚର୍ଚ୍ଚାରେ ଅଟୋ ଚାଳକ, ଅଟୋ ଉପରେ କରିଛନ୍ତି ବଗିଚା

କୋଲକାତା : ଚର୍ଚ୍ଚାରେ କୋଲକାତାର ଅଟୋ ଚାଳକ । ଗଛ ବଞ୍ଚାଇବାର ବାର୍ତ୍ତା ଦେବାକୁ ଯାଇ ଜଣେ ଅଟୋ ଚାଳକ ଯାହା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଟୋ ଉପରେ ଗଛର ବଗିଚା କରି ସେ ଗଛ ବଞ୍ଚାଅ, ଜୀବନ ବଞ୍ଚାଅ ବାର୍ତ୍ତା ଦେଉଥିବା ଦେଖା ଯାଇଛି । ବଢ଼ୁଥିବା ପ୍ରଦୂଷଣକୁ ଦେଖି ଜଣେ ଅଟୋ…
ଅଧିକ ଖବର ଦେଖନ୍ତୁ...

ପ୍ରଭୁଦେବାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ବଦଳାଇ ଦେଇଥିଲେ ଏହି ସାଉଥ୍‌ ସୁପରଷ୍ଟାର, କିନ୍ତୁ ଅଧାରେ ରହି…

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ତଥା କୋରିଓଗ୍ରାଫର ପ୍ରଭୁଦେବାଙ୍କର ଦେଶରେ ଏବଂ ଦେଶ ବାହାରେ କେତେ ପ୍ରଶଂସକ ଅଛନ୍ତି ତାହା ସମସ୍ତଙ୍କୁ ଜଣା । ତାଙ୍କୁ ଲୋକେ ମାଇକେଲ ଜାକ୍‌ସନ୍‌ଙ୍କ ସହ ତୁଳନା କରୁଥିବା ବେଳେ କିଛି ଲୋକ ତାଙ୍କୁ ନୃତ୍ୟର ଭଗବାନ ବୋଲି କହିିଥାନ୍ତି । ତେବେ ନିଜ ନୃତ୍ୟ…
ଅଧିକ ଖବର ଦେଖନ୍ତୁ...

ଝଗଡ଼ା ଚାଲୁଥିବା ବେଳେ ସ୍ତ୍ରୀର କଥାକୁ ଅଣଦେଖା କରି ଗାଧୋଇବାକୁ ଚାଲିଗଲା ସ୍ୱାମୀ, ବାହାରକୁ ଆସିବା ପରେ ଗରମ ତେଲ…

ପୁଣେ : ପୁଣେର ଭବାନୀ ପିଠ ଅଞ୍ଚଳରେ ଜଣେ ସ୍ତ୍ରୀ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସ୍ୱାମୀ ସ୍ତ୍ରୀ କଥା ନ ଶୁଣି ଚାଲିଯିବାରୁ ସ୍ତ୍ରୀ ସ୍ୱାମୀ ଉପରକୁ ଗରମ ତେଲେ ଫିଙ୍ଗିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ପରେ ପୀଡ଼ିତଙ୍କ ହାତ ଜଳି…
ଅଧିକ ଖବର ଦେଖନ୍ତୁ...

ପରାଜୟ ଭୟରେ ଭୟଭୀତ ହୋଇ ନୀତି ନିୟମକୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରର୍ଥୀ ଶ୍ରୀ ବୁଢାନ ମୁର୍ମୁ ଚାକିରି ଛାଡି ମୟୁରଭଞ୍ଜବାସୀଙ୍କ ସେବା କରିବା ପାଇଁ ଉଚ୍ଛା ପ୍ରକାଶ କରିଥିଲେ । ଗତ ୪ ତାରିଖରୁ ସେ ଇସ୍ତଫା ପତ୍ର ଦେଇଥିଲେ ଏପର୍ଯ୍ୟନ୍ତ ଇସ୍ତଫା ଦେବାର ୭ ମାସ ବିତିଗଲାଣି, ହେଲେ ରାଜ୍ୟ ସରକାର ଶ୍ରୀ…
ଅଧିକ ଖବର ଦେଖନ୍ତୁ...

୪ରେ ପ୍ରଚାର ପାଇଁ ଓଡିଶା ଆସିବେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଦିନେଶ ଶର୍ମା

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବିଜୟ ସଂକଳ୍ପ ସମାବେଶ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । ଶ୍ରୀ ଶର୍ମା ୪ ତାରିଖ ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୁଣା କଟକ, ନୂଆପଡା ଜିଲ୍ଲା କୋମନା ବ୍ଳକର କୁଲୁଆଡିହ ଏବଂ…
ଅଧିକ ଖବର ଦେଖନ୍ତୁ...

୪୫ମିନିଟ୍‌ ପର୍ଯ୍ୟନ୍ତ ନିଆଁରେ ଫସି ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ଅଭିନେତ୍ରୀ, ଏପ୍ରିଲ ଫୁଲ୍‌ ବନାଉଥିବା…

ମୁମ୍ବାଇ : ଫିଲ୍ମ ଏବଂ ବିଭିନ୍ନ ଟେଲିଭିଜନ ସୋ’ରେ ନଜର ଆସି ସାରିଥିବା ଅଭିନେତ୍ରୀ ତନାଜ ଇରାନୀ ଏକ ବଡ଼ ଦୁର୍ଘଟଣାର ସାମ୍ନା କରିଥିବା ଜଣା ପଡ଼ିଛି । ଏପ୍ରିଲ ୧ରେ ତାଙ୍କ ଘରେ ନିଆଁ ଲାଗି ଯାଇଥିବା ବେଳେ ସେ ଏବଂ ତାଙ୍କ ସ୍ୱାମୀ ବକ୍ତିଆର ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କିନ୍ତୁ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...