Daily Archives

April 2, 2019

ଧର୍ମଶାଳାରେ ମନ୍ଦିର ପ୍ରଚାର ଓ ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ତୃଟିରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣପଡା ଗ୍ରାମରେ ଥିବା ଏକ ମନ୍ଦିର ଉପରେ ବିଜେଡି ଦଳୀୟ ରଙ୍ଗ, ଚିହ୍ନ ଏବଂ ନିର୍ବାଚନ ପ୍ରଚାରର ବିଷୟ ଲେଖିଛି। ମନ୍ଦିର ପରିସରରେ ପ୍ରଚାର କରିବା ବା ପୋଷ୍ଟର ମାରିବା ଆଦର୍ଶ ନିର୍ବାଚନ ଆଚରଣ ବିଧିର ପରିପନ୍ଥୀ ବୋଲି ବିଜେପି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଲାୟନ ଏୟାର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପାଇଲଟ୍‌ଙ୍କ ପତ୍ନୀଙ୍କ ଅଭିଯୋଗ : ଜାଣିଶୁଣି ଯାତ୍ରୀଙ୍କ ଜୀବନ ସହ…

ନୂଆଦିଲ୍ଲୀ : କିଛି ମାସ ହେବ ଲାଗାତାର ଭାବରେ ବୋଇଙ୍ଗ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ କମ୍ପାନୀଙ୍କୁ ନେଇ ବିବାଦ ଦେଖା ଦେଇଛି । ଏହାକୁ ବନ୍ଦ କରିବା ପାଇଁ ଅନେକ ଲୋକ ଅଭିଯୋଗ କରିଥିବା ବେଳେ କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ଏବେ ଏଭଳି ଅଭିଯୋଗ ଆଣିଛନ୍ତି ପାଇଲଟ୍‌ ଭବ୍ୟ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ପଚାରି ପ୍ରଥମ ଭାଷଣ ଦେଲେ ଉର୍ମିଲା! ‘କାର୍ଯ୍ୟକର୍ତ୍ତା’ ଉଚ୍ଚାରଣ ନ କରି ପାରିବାରୁ ଲୋକେ…

ମୁମ୍ବାଇ : କିଛି ଦିନ ତଳେ କଂଗ୍ରେସରେ ଯୋଗ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ଯୋଗ ଦେବା ପରେ ମୁମ୍ବାଇ ଉତ୍ତର ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ୍‌ ମିଳିଥିବା ବେଳେ ଏବେ ସେ ଦେଇଥିବା ପ୍ରଥମ ଭାଷଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ଭାଷଣରେ…
ଅଧିକ ଖବର ଦେଖନ୍ତୁ...

ଦଳୀୟ ସମର୍ଥନ ଓ ବାଇକ ରାଲି ପରେ ନାମାଙ୍କନ ଦାଖଲ କଲେ ହେଭିେଓ୍ଵଟ୍‌ ନେତା

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାରେ ଏପ୍ରିଲ ୧୧ରେ ରାଜ୍ୟରେ ଭୋଟ ଗ୍ରହଣ ହେବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି। କଟକ-ବାରବାଟୀ ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଠିକ୍‌ ସମୟରେ ପାସପୋର୍ଟ ନ ମିଳିବାରୁ ଆପଣ ଚୌକିଦାର ନୁହନ୍ତି ବୋଲି ଲେଖିଲେ ଯୁବକ, ସୁଷମା ସ୍ୱରାଜ କଲେ ଏଭଳି କାମ

ନୂଆଦିଲ୍ଲୀ : ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପୁଣି ଥରେ ଟୁଇଟ୍‌ର ସମାଲୋଚନାର ଶିକାର ହେବାକୁ ପଡ଼ିଛି । କିନ୍ତୁ ସବୁ ଥର ଭଳି ଏଥର ମଧ୍ୟ ସେ  ଧୈର୍ଯ୍ୟର ସହ ପରିସ୍ଥିତିକୁ ସମ୍ଭାଳିଥିବା ଦେଖା ଯାଇଛି, ଯାହା ପାଇଁ ଟୁଇଟ୍‌ରରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ସୂଚନା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ପାର୍ଥିବ ପଟେଲଙ୍କ ଅର୍ଦ୍ଧଶତକ, ରାଜସ୍ଥାନକୁ ୧୫୯ ରନ୍‌ ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଜୟପୁର: ରାଜସ୍ଥାନ ରୟାଲସ୍‌କୁ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୫୯ ରନ୍‌ ଟାର୍ଗେଟ ଦେଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱାଦଶ ସଂସ୍କରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାର୍ଥିବ ପଟେଲଙ୍କ ଅର୍ଦ୍ଧଶତକ (୬୭ ରନ୍‌, ୪୧ ବଲ, ୯ ଚୌକା ଓ ୧ ଛକା) ବଳରେ ରୟାଲ…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ରକୁ ନେଇ ମିଥ୍ୟା ଖବର ଛାପିଥିବାରୁ ଆମେରିକୀୟ ପତ୍ରିକା ଉପରେ ମାମଲା ରୁଜୁ କରିବେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ : ବିବାହ ପରେ ପ୍ରିୟଙ୍କା-ନିକ୍‌ ପରସ୍ପରଠାରୁ ଛାଡ଼ପତ୍ର ନେବାକୁ ଯାଉଥିବା ଖବର ପ୍ରକାଶ ପାଇବା ପରେ ଖବରଟି ଦୁହିଁଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ପରେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ମିଥ୍ୟା ଖବର ପ୍ରକାଶ କରିବା ଦ୍ୱାରା ପ୍ରିୟଙ୍କା-ନିକ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ମିତ୍ର ଜୟଦୀପ୍‌ କଓ୍ଵାଡେଙ୍କ ବିବାଦୀୟ ବୟାନ : ସ୍ମୃତି ଇରାନୀ ସ୍ୱାମୀ ବଦଳାଉଥିବାରୁ ତାଙ୍କ ବିନ୍ଦିର ଆକାର…

ନୂଆଦିଲ୍ଲୀ : ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ଏବେ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇ ଯାଇଛି । କଂଗ୍ରେସର ମିତ୍ରଦଳ ତଥା ପିପୁଲ୍‌ସ ରିପବ୍ଲିକାନ୍‌ ପାର୍ଟି ମୁଖ୍ୟ ଜୟଦୀପ୍‌ କଓ୍ଵାଡେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ତାଙ୍କର ଅଶାଳୀନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ ଭାବନା ଉଦୟ ହେବ। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ଆଜି ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ। ବୃଷ:…
ଅଧିକ ଖବର ଦେଖନ୍ତୁ...