Daily Archives

April 3, 2019

ଆଇପିଏଲ୍‌ ୧୨: ଚେନ୍ନାଇ ବିପକ୍ଷରେ ମୁମ୍ବାଇ ୩୭ ରନ୍‌ରେ ବିଜୟୀ, ହାସଲ କଲା ପ୍ରଥମ ବିଜୟ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୧୫ତମ ମ୍ୟାଚ୍‌ରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍‌ ପ୍ରଥମ ବିଜୟ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୭୧ ରନ୍‌ ଟାର୍ଗେଟ ନେଇ ଖେଳିଥିବା ଚେନ୍ନାଇକୁ ମୁମ୍ବାଇ ୩୭ ରନ୍‌ରେ ପରାସ୍ତ କରିଛି। ଚେନ୍ନାଇ ନିର୍ଦ୍ଧାରିତ ୨୦…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲା ବିଜେଡିର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା, ନିଲମ୍ବନ ଉଠିବା ନେଇ ସଭାପତିଙ୍କ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେଡି ସଭାପତି ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଦଳୀୟ ଟିକଟ ନମିଳିବା ପରେ ସେ ଦଳ ଛାଡି ବିଜେପିକୁ ପଳାଇଯିବା ପରେ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁଙ୍କୁ ବୁଧବାର ଏକ ଶୋଭାଯାତ୍ରାରେ ଭଦ୍ରକର ଜିଲ୍ଲା ବିଜେଡି…
ଅଧିକ ଖବର ଦେଖନ୍ତୁ...

ଦେଶର ୪୯୬ଟି ଟୋଲ ପ୍ଲାଜାରେ ଦିନକୁ ୮.୬୨ ଲକ୍ଷ ଫାଷ୍ଟଟ୍ୟାଗ୍ କାରବାର ହେଉଛି

ଭୁବନେଶ୍ୱର: ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ତରଫରୁ ଲାଗୁ କରାଯାଇଥିବା ଜାତୀୟ ଇଲେକ୍ଟ୍ରୋନିକ୍ସ ଟୋଲ୍ ସଂଗ୍ରହ (ଏନଇଟିସି) କାର୍ଯ୍ୟକ୍ରମ ବେଶ ସଫଳ ହୋଇଛି । ଏବେ ଦେଶରେ ୨୫% ଟୋଲ୍ ଶୁଳ୍କ ଏହି କାର୍ଯ୍ୟକ୍ରମ ଜରିଆରେ ଆଦାୟ କରାଯାଉଛି । ଦେଶରେ ୪୯୬ଟି…
ଅଧିକ ଖବର ଦେଖନ୍ତୁ...

ଖରା ଦିନେ ଶରୀରକୁ ଥଣ୍ଡା ରଖିବା ସହ ଏହି ସବୁ ରୋଗକୁ ଦୂର କରିଥାଏ ଆଖୁ ରସ

ଖରାଦିନେ ଲୋକମାନେ ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଲୋକମାନେ ଆଖୁର ରସ ଏବଂ ନଡ଼ିଆ ପାଣି ପିଇବାକୁ ଭଲ ପାଉଥିବା ବେଳେ କିଛି ଲୋକ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜାଣି ପାରନ୍ତି ନାହିଁ । ଯାହା ଦ୍ୱାରା ସେମାନେ ଆଖୁ ରସ ପିଇବାକୁ ସେତେଟା ଗୁରୁତ୍ୱ ଦେଇ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରକୁ ନେଇ ବିତର୍କ ଜାରି ରହିଥିବା ବେଳେ କଶ୍ମୀରର ସ୍କୁଲ ଛାତ୍ରୀମାନେ ଗାଇଲେ ହିନ୍ଦୁସ୍ତାନ ହୈ ହମାରା ବତନ,…

ଶ୍ରୀନଗର : ଦେଶରେ ଗୋଟେ ପଟେ ନିର୍ବାଚନୀ ଚର୍ଚ୍ଚା ଲାଗି ରହିଥିବା ବେଳେ ଅନ୍ୟ ପଟେ କଶ୍ମୀରକୁ ନେଇ ବିତର୍କ ଜାରି ରହିଛି । ଏ ମଧ୍ୟରେ କଶ୍ମୀର ସ୍କୁଲ ଛାତ୍ରୀମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ବିତର୍କ କରୁଥିବା ଲୋକମାନଙ୍କୁ ଅନେକ କିଛି ଶିଖାଇବ ବୋଲି ଲୋକେ…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ଏହି ପ୍ରଡକ୍ଟ ପାଇଁ ବିଜ୍ଞାପନ କରି କୋଟି କୋଟି ଟଙ୍କା ଆୟ କରିଥିଲେ ରଣବୀର, ଦୀପିକାଙ୍କ ପାଇଁ…

ମୁମ୍ବାଇ : ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ବଲିଉଡ୍‌ର ନମ୍ବର ଓ୍ଵାନ୍‌ କଳାକାରମାନଙ୍କ ମଧ୍ୟରେ ନିଜର ନାଁ ସାମିଲ କରି ସାରିଥିବା ବେଳେ ଗତ ନଭେମ୍ବର ମାସରେ ଦୁହେଁ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ । ବିବାହ ପରେ ଅନ୍ୟମାନଙ୍କ ଭଳି ଦୁହିଁଙ୍କ ଜୀବନରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୪ ବିଧାନସଭା ଆସନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ, ବସ୍ତାରୁ ଲଢ଼ିବେ ରଘୁ ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାରତୀୟ ଜନତା ପାର୍ଟି ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ହୋଇଥିବା ଘୋଷଣା ଅନୁସାରେ ନିକଟରେ ବିଜୁ ଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଶଶୁର ଘରେ ସ୍ୱାମୀ ରାତ୍ରୀ ଭୋଜନ କରି ଆସିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ସାମାନ୍ୟ କଥାକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀ ତାଙ୍କୁ  ନ ଜଣାଇ ମହିଳାଙ୍କ ବାପ ଘରେ ଯାଇ ରାତ୍ରି ଭୋଜନ କରି ଆସିବାରୁ ରାଗରେ ମହିଳା ରୋଷେଇ ଘରେ ଆତ୍ମହତ୍ୟା କରିଥିଲେ । ଏ ନେଇ ପୁଲିସରେ ଖବର…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ପିଏମ୍‌ ମୋଦୀ ଫିଲ୍ମ କରିବାକୁ ରାଜି ହୋଇଥିଲେ ବିବେକ ଓବରଏ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀକୁ ନେଇ ବଲିଉଡ୍‌ରେ ବାୟୋପିକ୍‌ ନିର୍ମାଣ ହୋଇ ସାରିଥିବା ବେଳେ ତାହା ରିଲିଜ୍‌ ଅପେକ୍ଷାରେ ରହିଛି। ଏପ୍ରିଲ ୫ରେ ଫିଲ୍ମଟି ରିଲିଜ୍‌ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ତାରିଖ ଘୋଷଣା ପରେ ପରେ ଫିଲ୍ମକୁ ନେଇ ଅନେକ ବିବାଦ ଦେଖା ଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗଠାରୁ ଏହା ବହୁତ ଭଲ ବୋଲି ଲେଖି ସ୍ତ୍ରୀ ଏବଂ ପୋଷା କୁକୁରକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଜଣେ ଯୁବକ କର୍କଟ ରୋଗକୁ କାରଣ ଦର୍ଶାଇ ଯେଉଁ ପଦକ୍ଷେପ ନେଇଛନ୍ତି, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରଥମେ ନିଜ ସ୍ତ୍ରୀ ମମତାଙ୍କୁ ଡମ୍‌ବେଲ ସାହାଯ୍ୟରେ ହତ୍ୟା କରି ପରେ ଘରେ ଥିବା ପୋଷା କୁକୁରକୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ ଅତୁଲ…
ଅଧିକ ଖବର ଦେଖନ୍ତୁ...