Daily Archives

April 4, 2019

ସୁବର୍ଣ୍ଣପୁର: ବିନିକା ଅଂଚଳରେ ହାତୀ ଆତଙ୍କ, ଲୋକେ ଭୟଭୀତ

ବିନିକା: ବଙ୍କିଘିଡି ପଂଚାୟତ ସାରଙ୍ଗପାଲି ଗାଁର ସ୍କୁଲ ନିକଟକୁ ୨ଟି ବଣୁଆ ହାତୀ ଆସି ଆତଙ୍କ ସୃଷ୍ଟି କରିଛନ୍ତି। ହାତୀ ୨ଟି ବରଗଡ଼ ଜ଼ିଲ୍ଲା ଭେଡେନ ବ୍ଲକ ପପଙ୍ଗା ଜଙ୍ଗଲ ଦେଇ ଜିରାନଦୀ ପାରହୋଇ ଆସି ଥିବା ଜଣାପଡିଛି। ଏହି ଘଟଣା ସଂପର୍କରେ ଆଖପାଖ ଅଂଚଳର ଲୋକେ ଜାଣିବା ପରେ ସେମାନେ ଭୟଭୀତ…
ଅଧିକ ଖବର ଦେଖନ୍ତୁ...

ଦେବଦୂତ ସାଜିଲେ ଆଦିବାସୀ ଯୁବକ, ବୁଡ଼ିଯାଉଥିବା ମା’-ପୁଅଙ୍କୁ କଲେ ଉଦ୍ଧାର

ବାଲେଶ୍ୱର (ମନୋଜ କୁମାର ରାଉଳ): ନଦୀକୁ ଗାଧୋଇବାକୁ ଯାଇ ବାଲି ଧସିଯିବାରୁ ଅକାତକାତ ପାଣି ଭିତରକୁ ଚାଲିଯାଇଥିବା ଜଣେ ଶିଶୁ ଓ ତା’ର ମା’କୁ ମରଣମୁହଁରୁ ଉଦ୍ଧାର କରି ଦେବଦୂତ ସାଜିଛନ୍ତି ଜଣେ ଆଦିବାସୀ ଯୁବକ। ସମ୍ପୃକ୍ତ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନିମପାଳ…
ଅଧିକ ଖବର ଦେଖନ୍ତୁ...

ଅଧିକ ପାଣି ପିଇବା ଦ୍ୱାରା ବଢ଼ିଥାଏ ଓଜନ, ଉପୁଜିଥାଏ କିଡ୍‌ନୀ ସମସ୍ୟା

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀକୁ ଦରକାରଠାରୁ ଅଧିକ କାମ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ଦିଲ୍ଲୀକୁ ୦୫ ଓ୍ଵିକେଟରେ ପରାସ୍ତ କଲା ହାଇଦ୍ରାବାଦ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଗୁରୁବାର ୦୫ ଓ୍ଵିକେଟରେ ପରାସ୍ତ କରିଛି। ଦ୍ୱାଦଶ ସଂସ୍କରଣର ଆରମ୍ଭରୁ ଭଲ ଫର୍ମରେ ଥିବା ସନରାଇଜର୍ସ ହାଇଦ୍ରାବାଦ ୧୮.୫ ଓଭରରେ ୦୫ ଓ୍ଵିକେଟ ହରାଇ ୧୩୧ ରନ୍‌…
ଅଧିକ ଖବର ଦେଖନ୍ତୁ...

ମଣିଷ ହୋଇ ମଧ୍ୟ କୁକୁର ଭଳି ବଞ୍ଚିବାକୁ ପସନ୍ଦ କରୁଛନ୍ତି ଏହି ଯୁବକ, ୨.୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି…

ନୂଆଦିଲ୍ଲୀ : ପୂର୍ବରୁ ଦେଶରେ ଏବଂ ଦେଶ ବାହାରେ ଘଟୁଥିବା ଅନେକ ଅଜବ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇଛୁ । ଯାହା ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗିବା ସହ ମିଛ ବୋଲି ଲାଗୁଥିଲେ ମଧ୍ୟ ସତ ହୋଇଥାଏ । ଏବେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ୩୭ବର୍ଷୀୟ ଯୁବକ କୁକୁର ଭଳି…
ଅଧିକ ଖବର ଦେଖନ୍ତୁ...

ମୋତେ କେବଳ ଅଭିନେତାମାନଙ୍କ ବିପକ୍ଷରେ ପ୍ରେମ କାହାଣୀର ଅଫର ଆସୁଛି, ଏବେ ମୁଁ ଅଭିନେତ୍ରୀମାନଙ୍କ ସହ କରିବାକୁ ଚାହେଁ :…

ମୁମ୍ବାଇ: ନିଜର ଆଗାମୀ ଫିଲ୍ମ ‘ରୋମିଓ ଆକ୍‌ବର ଓ୍ଵାଲଟର’ର ପ୍ରମୋସନ ସମୟରେ ଅଭିନେତା ଜନ୍‌ ଆବ୍ରାହମ୍‌ ଯେଉଁ ଖୁଲାସା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରେମ କାହାଣୀଧର୍ମୀ ସିନେମାରେ ତାଙ୍କୁ ସବୁ ବେଳେ ଅଭିନେତାଙ୍କ ସହ କାମ କରିବାକୁ ଦିଆ ଯାଉଥିବାରୁ ସେ ନିରାଶ ହେବା ସହ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ଅଭିଯୋଗ : ମୁସ୍‌ଲିମ୍‌ ହୋଇଥିବାରୁ ବସ୍‌ରେ ଅସଦାଚରଣ ସହ ଜୋର ଜବରଦସ୍ତ ବିଜେପି ଟୋପି ପିନ୍ଧାଇବାକୁ ଉଦ୍ୟମ…

ମେରଠ : ମେରଠରେ ରହୁଥିବା ଜଣେ ମୁସ୍‌ଲିମ୍‌ ଯୁବତୀ ନିଜ ସହ ଘଟିଥିବା ଅସଦାଚରଣକୁ ନେଇ ମୁହଁ ଖୋଲିଛନ୍ତି । ଉମାମ ଖାନମ ନାମକ ଜଣେ ଯୁବତୀ ଟୁଇଟ୍‌ କରି ନିଜ ସହ ଘଟିଥିବା ଅସଦାଚରଣର ଘଟଣା ସମସ୍ତଙ୍କୁ ଜଣାଇଥିବା ଦେଖା ଯାଇଛି । କଲେଜ୍‌ ଟୁର୍‌ ସମୟରେ ପୀଡ଼ିତାଙ୍କ ସହ ପଢ଼ୁଥିବା କିଛି ଯୁବକ…
ଅଧିକ ଖବର ଦେଖନ୍ତୁ...

ରାଜକୁମାର ହିରାନୀଙ୍କ ବିରୋଧରେ ଆସିଥିବା #ମି ଠୁ ଅଭିଯୋଗକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ସଞ୍ଜୟ ଦତ୍ତ

ମୁମ୍ବାଇ : ସାମ୍ବାଦିକ ରାଜୀବ ମସନ୍ଦଙ୍କୁ ସାକ୍ଷାତକାର ଦେଇ ଅନେକ ବିଷୟ ଉପରେ ନିଜର ମତ ରଖିଥିଲେ ଅଭିନେତା ସଞ୍ଚୟ ଦତ୍ତ । ଏପ୍ରିଲ ୧୭ରେ ତାଙ୍କ ଫିଲ୍ମ ‘କଲଙ୍କ’ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଫିଲ୍ମର ପ୍ରମୋସନ ପାଇଁ ସଞ୍ଜୟ ଦତ୍ତ ରାଜୀବ ମସନ୍ଦଙ୍କ ସୋ’ରେ ଯାଇ ପହଞ୍ଚିଥିଲେ । ସେଠାରୁ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ, ୨ ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି 

ଭଦ୍ରକ: ସ୍ପଷ୍ଟ ଦିବାଲୋକରେ ଜଣେ ଆଇନଜୀବୀଙ୍କ ଉପରେ ଗୁରୁବାର ଛୁରାମାଡ କରାଯାଇଛି। ଆଇନଜୀବୀ ଜଣଙ୍କ ଆହତ ହୋଇଥିବା ବେଳେ ଛୁରାମାଡ କରି ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ମଧ୍ୟ ସ୍ଥାନୀୟ ଲୋକମାନେ ମାଡ ମାରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ପୂର୍ବ…
ଅଧିକ ଖବର ଦେଖନ୍ତୁ...

ନିଜକୁ ମୋଦୀଙ୍କ ସ୍ପେଶାଲ ସିକ୍ୟୁରିଟି ଅଫିସର ବୋଲି କହି ମେରଠ ରାଲିରେ ସାମିଲ ହୋଇଥିଲେ ମହିଳା, ଗିରଫ ହେବା ପରେ…

ନୋଏଡା : ନିଜକୁ ଆଇଏଫ୍‌ଏସ୍‌ ଅଫିସର ବୋଲି କହି ଗିରଫ ହୋଇଛନ୍ତି ମହିଳା । ନୋଏଡାରେ ରହୁଥିବା ମହିଳାଙ୍କୁ ପୁଲିସ ତାଙ୍କ ସ୍ୱାମୀଙ୍କ ସମେତ ଗିରଫ କରିଥିବା ଜଣାପଡ଼ିଛି । ମହିଳାଜଣଙ୍କ ମୋଦୀଙ୍କ ସ୍ପେଶାଲ ସିକ୍ୟୁରିଟି ଅଫିସର ବୋଲି ପରିଚୟ ଦେଇ ଲୋକମାନଙ୍କୁ ଠକି ଆସୁଥିଲେ । ଏହା ସହ ମୋଦୀଙ୍କ…
ଅଧିକ ଖବର ଦେଖନ୍ତୁ...