Daily Archives

April 4, 2019

କିଭଳି ରଣନୀତି ଯୋଗୁଁ ଭାରତୀୟ ବାୟୁସେନାର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ ସଫଳ ହୋଇଥିଲା ସେ ବିଷୟରେ ଜଣାଇଲେ ପାଇଲଟ୍‌…

ନୂଆଦିଲ୍ଲୀ : ଆଇଆଇଟି ମାଡ୍ରାସର ଡିଫେନ୍ସ ଷ୍ଟଡିଜ୍‌ର ଛାତ୍ରଛାତ୍ରୀମାନଙ୍କୁ ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌ ବିଷୟରେ ଜଣାଇଥିଲେ ପାଇଲଟ୍‌ ଅଭିନନ୍ଦନଙ୍କ ବାପା ସିମ୍ହାକୁଟ୍ଟୀ ବର୍ତମାନ । ଏୟାର ଷ୍ଟ୍ରାଇକ୍‌କୁ ମାସେ ଉପରେ ବିତି ସାରିଥିବା ବେଳେ ପାଇଲଟ୍‌…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ପ୍ରୟାସକୁ ସଲାମ କରି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲା ୟୁଏଇ

ନୂଆଦିଲ୍ଲୀ : ୟୁନାଇଟେଡ୍‌ ଆରବ ଏମିରେଟ୍‌ସ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନିତ କରାଯାଇଛି । ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ଼ କରିବା ପାଇଁ ସେ ପ୍ରୟାସ ଜାରି ରଖିଥିବାରୁ ଏହାକୁ ଦେଖି ୟୁଏଇର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାୟଦ ଅଲ ନାହୟାନ ମୋଦୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ୧୨୯ ରନ୍‌ରେ ଦିଲ୍ଲୀକୁ ଅଟକାଇଲା ହାଇଦ୍ରାବାଦ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୨୯ ରନ୍‌ରେ ଅଟକାଇଛି। ଦ୍ୱାଦଶ ସଂସ୍କରଣର ଆରମ୍ଭରୁ ଭଲ ଫର୍ମରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଟିମ ଦିଲ୍ଲୀ କ୍ୟାପିଟାଲସ୍‌ ବଡ଼ ସ୍କୋର କରିବାକୁ…
ଅଧିକ ଖବର ଦେଖନ୍ତୁ...

ପଣ୍ଡିତ ଜବାହାର ଲାଲ୍‌ ନେହେରୁ କେଉଁଠାରୁ ନିର୍ବାଚନ ଲଢ଼ୁଛନ୍ତି? ଜାଣନ୍ତୁ କ’ଣ ପାଇଁ ଏଭଳି ଅଜବ ପ୍ରଶ୍ନ ପଚାରିଲେ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ବେଳେ ଅନେକ ବିଷୟକୁ ନେଇ ନିଜର ଟିପ୍ପଣୀ ଦେଇଥାନ୍ତି । କୌଣସି ବିଷୟରେ କହିବାକୁ ସେ ପଛଘୁଞ୍ଚା ଦେଉ ନଥିବା ବେଳେ ତାଙ୍କର ଏଭଳି ଅନ୍ଦାଜ ଅନେକ ସମୟରେ ତାଙ୍କୁ ବିବାଦୀୟ ଏବଂ ଚର୍ଚ୍ଚିତ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଗତ  ତିନି  ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଙ୍କ କବଜାରେ ଥିବା ଚମ୍ପୁଆରୁ ଏଥର ଜିତିବ କିଏ ? ଦୌଡ଼ରେ ନାହାନ୍ତି ଦମଦାର…

ଭୁବନେଶ୍ୱର(ସୁବ୍ରତ ଦାସ):  ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ମଣ୍ଡଳୀ ଅନେକ ସମୟରେ ଏକ ବିସ୍ମୟ ଭେଟି ଦେଇ ଆସିଛି। ଏହି ଆଦିବାସୀ ଅଧ୍ୟୁଷିତ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ଏଥର ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶାସକ ବିଜୁ…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ ଦାଖଲର ଶେଷ ଦିନରେ ନାଁ ଭରିଲେ ବହୁ ହେଭିୱେଟ୍ ନେତା ! ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ସହ କଲେ ଶକ୍ତି…

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲର ଶେଷ ଦିନରେ ନାଁ ଭରିଛନ୍ତି ଅନେକ ହେଭିୱେଟ୍ ନେତା । କେଉଁଠି ସମର୍ଥକଙ୍କୁ ଧରି ବିରାଟ ଶୋଭାଯାତ୍ରାରେ ପତିଆରା ପ୍ରଦର୍ଶନ କରିଛନ୍ତି ପ୍ରାର୍ଥୀ । ତ ପୁଣି କେଉଁଠି ଦଳବଳ ସହ ଆସି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...

‘ମୋଦୀ ଇଜ୍‌ ଇଣ୍ଡିଆ’ କହି କଂଗ୍ରେସ ଭଳି ଭୁଲ କରିବାକୁ ଯାଉଛି ବିଜେପି, ଜନତା କ୍ଷମା କରିବେ ନାହିଁ : ବିଏସ୍‌ପି…

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ନେଇ ପ୍ରଚାର ଚାଲୁଥିବା ମଧ୍ୟରେ ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ବିଜେପିକୁ ପୁଣି ଟାର୍ଗେଟ କରିଥିବା ଦେଖାଯାଇଛି । ବିଜେପିର କିଛି ନେତା କହୁଥିବା କଥାକୁ ନେଇ ସେ ବିଜେପିକୁ ଚେତାଇ ଦେଇଛନ୍ତି । ବିଜେପିର କିଛି ନେତା ମୋଦୀ ଇଜ୍‌ ଇଣ୍ଡିଆ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ। ରାଜନୀତିରେ ମନକାମନା ପୂରା ହେବ। ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ବର। ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ।…
ଅଧିକ ଖବର ଦେଖନ୍ତୁ...

ଗଜପତି: ରାଣୀପେଷ୍ଠ ଛକରୁ ପୁଲିସ ଜବତ କଲା ଦେଢ଼ ଲକ୍ଷ ଟଙ୍କା, ୨ ଅଟକ

ପାରଳାଖେମୁଣି: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ପ୍ରବେଶ ପଥରେ ପୁଲିସ ତନଖି ଜାରି ରଖିଛି। ସ୍ଥାନୀୟ ରାଣୀପେଣ୍ଠ ଛକରେ ଗୁରୁବାର ଯାଞ୍ଚ ସମୟରେ ପୁଲିସ ଦେଢ ଲକ୍ଷ ଟଙ୍କା ଜବତ କରି ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଇଣ୍ଡିଗୋ କାରରୁ…
ଅଧିକ ଖବର ଦେଖନ୍ତୁ...

୫୪ ହଜାର କର୍ମଚାରୀ ଛଟେଇ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ : ବିଏସଏନଏଲ

ନୂଆଦିଲ୍ଲୀ : ପ୍ରାୟ ୫୪ ହଜାର କର୍ମଚାରୀ ଛଟେଇ ହେଉଥିବା ଖବରକୁ ଖଣ୍ଡନ କରିଛି ରାଷ୍ଟ୍ରାୟତ ଟେଲିକମ କମ୍ପାନି ବିଏସଏନଏଲ । କମ୍ପାନିର ସିଏମଡି ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ ୫୪ ହଜାର କର୍ମଚାରୀ ଛଟେଇ କିମ୍ବା ଅବସର ବୟସସୀମା ୫୮କୁ ହ୍ରାସ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।…
ଅଧିକ ଖବର ଦେଖନ୍ତୁ...