Daily Archives

April 5, 2019

୫ ଦିନ ପରେ ଆରମ୍ଭ ହୋଇଯିବ ଲୋକସଭା ଓ ବିଧାନସଭା ନିର୍ବାଚନ, ମତଦାନ କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଆଉ ମାତ୍ର ୫ ଦିନ ପରେ ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୧ରେ ମତଦାନ ଆରମ୍ଭ ହେଉଥିବା ବେଳେ ଏହାକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ନିର୍ବାଚନ ଆୟୋଗ ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି। ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ରସେଲ୍‌ଙ୍କ ବିଷ୍ପୋରକ ବ୍ୟାଟିଂ ୫ ଓ୍ଵିକେଟରେ ଜିତିଲା କୋଲକତା ନାଇଟ୍‌ ରାଇଡର୍ସ

ବେଙ୍ଗାଲୁରୁ: ଆଇପିଏଲ୍‌ର ୧୭ତମ ମ୍ୟାଚ୍‌ରେ ବେଙ୍ଗାଲୁରୁକୁ ୫ ଓ୍ଵିକେଟରେ ପରାସ୍ତ କରିଛି କୋଲକତା ନାଇଟ୍‌ ରାଇଡର୍ସ । ରସେଲ୍‌ଙ୍କ ଦମ୍‌ଦାର ବ୍ୟାଟିଂ (୧୩ ବଲ୍‌ ୪୮ ରନ୍‌ ୧ ଚଉକା ୭ ଛକା) କୋଲକତାକୁ ଚଳିତ ଆଇପିଏଲ୍‌ରେ ତୃତୀୟ ବିଜୟ ଦେଇଛି । ଅନ୍ୟପଟେ ବେଙ୍ଗାଲୁର ପ୍ରଥମ ପାଳିରେ ଭଲ…
ଅଧିକ ଖବର ଦେଖନ୍ତୁ...

ଧର୍ମ ବଦଳାଇବା ଏବଂ ମୁସ୍‌ଲିମ୍‌କୁ ବିବାହ କରିବା ନେଇ ଟ୍ରୋଲ ହେବା ପରେ କଡ଼ା ଜବାବ ରଖିଲେ ଉର୍ମିିଳା ମାତୋଣ୍ଡକର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସ ଦଳର ଯୋଗ ଦେବା ସହ ମୁମ୍ବାଇର ନର୍ଥ ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ମାର୍ଚ୍ଚ ୨୭ରେ ଉର୍ମିଳା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ତାଙ୍କୁ ନେଇ ଅନେକ ବୟାନବାଜି ଆରମ୍ଭ ହୋଇ ଯାଇଥିଲା । କିଛି ତାଙ୍କର ସାମିଲ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ମୈଦାନରେ କିଛି ନିଆରା ଦୃଶ୍ୟ : ଓଡିଶୀ ପୋଷାକ ସହ ବୁଲେଟ ଚଳାଇ ଭୁବନେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀ…

ଭୁବନେଶ୍ୱର : ନିର୍ବାଚନ ପାଖେଇବା ସହ ଜୋରଦାର ହୋଇଛି ପ୍ରଚାର । ବିଶାଳ ରାଲି ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ କିଛି ନିଆରା ଦୃଶ୍ୟ ବି ଦେଖିବାକୁ ମିଳିଛି । ଗୀତ ଗାଇ ଭୋଟ ମାଗିଛନ୍ତି ଆସ୍କା ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ପ୍ରମିଳା ବିଶୋୟୀ ।…
ଅଧିକ ଖବର ଦେଖନ୍ତୁ...

ଶରୀରରୁ କ୍ୟାଲୋରୀ କମ କରିବା ପାଇଁ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ ଏ ସବୁ ଜିନିଷ

ଓଜନ ବଢ଼ିଯିବା ପରେ ତାକୁ କମ କରିବା କଷ୍ଟକର ହୋଇ ପଡ଼େ । ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସହଜରେ ଓଜନ କମି ନଥାଏ । ଓଜନ ବଢ଼ିବା ସହ ଶରୀରରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତି କି, ମଧୁମେହ, ହୃଦ୍‌ଜନିତ ସମସ୍ୟା, ରକ୍ତଚାପ ଭଳି ସମସ୍ୟା ଦେଖା ଯାଇଥାଏ । ଏ ସବୁ ସମସ୍ୟାରୁ ରକ୍ଷା…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଦୁଇ ଅବସରପ୍ରାପ୍ତ ପ୍ରଶାସକଙ୍କ ସମ୍ପତ୍ତି…

ଭୁବନେଶ୍ୱର : ଭୁବନେଶ୍ୱର ଲୋକସଭା ଆସନ ଏଥର ଦେଖିବା ଆଇଏଏସ୍ ବନାମ ଆଇପିଏସ୍ ଲଢେଇ । ବିଜେପିର ଅପରାଜିତା ଷଡଙ୍ଗୀଙ୍କୁ ଏଠାରେ ଟକ୍କର ଦେଉଛନ୍ତି ବିଜେଡିିର ଅରୂପ ପଟ୍ଟନାୟକ । ପ୍ରାର୍ଥୀପତ୍ର ଦାଖଲ ସହିତ ସାମ୍ନାକୁ ଆସିଛି ଦୁଇ ପ୍ରାର୍ଥୀଙ୍କ ସମ୍ପତି ତାଲିକା । ନାମାଙ୍କନ ଦାଖଲ ବେଳେ…
ଅଧିକ ଖବର ଦେଖନ୍ତୁ...

ନାତିକୁ ପଢ଼ାଇବାକୁ ବସିବା ପରେ ବହି ଭିତରୁ ବାହାରିଲା କିଛି ଏଭଳି ଜିନିଷ, ରାତାରାତି କୋଟିପତି ପାଲଟି ଗଲେ ବୃଦ୍ଧା

ନୂଆଦିଲ୍ଲୀ : କାହା ଭାଗ୍ୟରେ କେତେ ବେଳେ କ’ଣ ପରିବର୍ତ୍ତନ ଆସେ, ତାହା କହିବା ଅସମ୍ଭବ । ପୂର୍ବରୁ ରାତାରାତି କୋଟିପତି ହେବା ଘଟଣା ଆମେ ଆପଣଙ୍କୁ ଜଣାଇଥିବା ବେଳେ କାନାଡାରେ ଘଟିଥିବା ଘଟଣା ସେ ସବୁ ଘଟଣାଠାରୁ ଟିକେ ଭିନ୍ନ । ନିଜ ନାତିକୁ ପଢ଼ାଇବା ପାଇଁ ବସିବା ପରେ ନାତିର ବହିରୁ ଯାହା…
ଅଧିକ ଖବର ଦେଖନ୍ତୁ...

‘ଦବଙ୍ଗ-୩’ସୁଟିଂ ସମୟରେ ଶିବଲିଙ୍ଗକୁ କାଠ ପଟାରେ ଘୋଡ଼ାଇବାକୁ ନେଇ ଉଠିଥିବା ବିବାଦ ଉପରେ କିଛି ଏଭଳି କହି ସଫେଇ ଦେଲେ…

ମୁମ୍ବାଇ : ଦବଙ୍ଗ-୩ର ସୁଟିଂ ସମୟରେ ଶିବଲିଙ୍ଗ ଉପରେ କାଠ ପଟା ରଖିବା ନେଇ ହୋଇଥିବା ବିବାଦ ଉପରେ ଏବେ ନିଜର ମତ ରଖିଛନ୍ତି ଅଭିନେତା ସଲମାନ ଖାନ୍‌ । ଶିବଲିଙ୍ଗର ସୁରକ୍ଷା ଏବଂ ତାହାର ପବିତ୍ରତା ବଜାୟ ରଖିବା ପାଇଁ କାଠର ପଟା ରଖା ଯାଇଥିଲା । ମୁଁ ନିଜେ ଶିବଙ୍କ ଭକ୍ତ ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ୬୦ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବ । ଏଥିରେ ୪ଟି ଲୋକସଭା ଆସନା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପପୁର ଓ କୋରାପୁଟ ସହ ୨୮ ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୨୬ ଜଣ ପ୍ରର୍ଥୀ ପ୍ରତିଦ୍ୱଦ୍ୱିତା…
ଅଧିକ ଖବର ଦେଖନ୍ତୁ...

ମଦ ପିଇ ସାଙ୍ଗମାନଙ୍କ ସହ ଲଙ୍ଗ ଡ୍ରାଇଭ୍‌ରେ ଯିବା ପାଇଁ ଜିଦ୍‌ ଧରି ବସିଲେ ଯୁବକ, ବାପା ଗାଡ଼ିର ଚାବି ନ ଦେବାରୁ କଲେ…

ଭୋପାଲ : ମଧ୍ୟପ୍ରଦେଶର ଭୋପାଲରେ ଜଣେ ଯୁବକଙ୍କୁ ଲଙ୍ଗ ଡ୍ରାଇଭ୍‌ରେ ଯିବା ପାଇଁ କାର୍‌ର ଚାବି ଦିଆ ନ ଯିବାରୁ ସେ ଯେଉଁ ପଦକ୍ଷେପ ନେଇଥିଲେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯୁବକ ସାଙ୍ଗମାନଙ୍କ ସହ ମଦ ପିଇ ବାହାରକୁ ଯାଇ ପାର୍ଟି କରିବା ପାଇଁ ବାପାଙ୍କୁ କାର୍‌ର ଚାବି ମାଗିଥିଲେ । ପୁଅକୁ…
ଅଧିକ ଖବର ଦେଖନ୍ତୁ...