Daily Archives

April 6, 2019

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ଜନାର୍ଦ୍ଦନ ପତିଙ୍କ ମାରାଥନ୍‌ ପ୍ରଚାର

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ନାଲକୋ ନଗର ବସ୍ତି, ଚିରଗାଲ ଟୋଲା ବସ୍ତି, ବିଡିଏ କଲୋନି ଓ ବିଡିଏ ବଜାର ଇତ୍ୟାଦି ସହିତ ଜଟଣୀ ନିର୍ବାଚନ ମଣ୍ଡଳୀର ପଥରଗାଡିଆ, ବାରମାଣ, ସୁନ୍ଦରପୁର, ଶିମିଳିପାଟଣା, ଫିରକୀନାଳି ଏବଂ ଗୋଡିବାରୀ ଅଂଳରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ସରକାରୀ ବିରୋଧୀ ଅସନ୍ତୋଷ ହାୱାରେ ପଲଟୁଛି ବିଜେଡି ଡଙ୍ଗା: ବିଜେପି

ଭୁବନେଶ୍ୱର: ବିଜେଡିକୁ ସରକାରୀ ବିରୋଧୀ ଅସନ୍ତୋଷ ଘାରିଛିା ସବୁ ସଭା ସମିତିରେ ବିଜୁ ଜନତା ଦଳର ପାର୍ଥୀଙ୍କୁ ସାଧାରଣ ଲୋକମାନେ ତାଙ୍କ ଗାଁର ବିକାଶକୁ ନେଇ ପ୍ରଶ୍ନ ପଚାରୁଛନ୍ତି । ସାଧାରଣ ଲୋକମାନଙ୍କର ବିରୋଧର ମାତ୍ରା ଏତେ ହେଲାଣି ଯେ ଆଉ ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀ ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ହାଇଦ୍ରାବାଦକୁ ୪୦ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୯ତମ ମ୍ୟାଚ୍‌ରେ ଶନିବାର ହାଇଦ୍ରାବାଦକୁ ୪୦ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍‌ । ପ୍ରଥମ ପାଳିରେ ମୁମ୍ବାଇ ହାଇଦ୍ରାବାଦକୁ ୧୩୭ ରନ୍‌ର ଲକ୍ଷ୍ୟ ଦେଇଥିଲା କିନ୍ତୁ ହାଇଦ୍ରାବାଦ ୯୬ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା । ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ଘରୋଇ ହିଂସାର ଶିକାର ହେଲେ ଧାରାବାହିକ ‘ନବ୍ୟା’ର ଅଭିନେତ୍ରୀ ସୌମ୍ୟା, ଦୁଃଖପୂର୍ଣ୍ଣ ପୋଷ୍ଟ କରି ଜଣାଇଲେ…

ମୁମ୍ବାଇ : ଆଜିଠାରୁ ୮ବର୍ଷ ତଳେ ଏକ ଧାରାବାହିକର ପ୍ରସାରଣ ହୋଇଥିଲା, ଯାହା ଖୁବ୍‌ କମ୍‌ ସମୟରେ ଅଧିକ ଲୋକପ୍ରିୟ ହୋଇଥିଲା । ଧାରାବାହିକର ନାଁ 'ନବ୍ୟା' ଥିବା ବେଳେ ଏହି ଧାରାବାହିକର ମୁଖ୍ୟ ନାୟିକା ଥିଲେ ଅଭିନେତ୍ରୀ ସୌମ୍ୟା ସେଠ୍‌ । କିଛି ଦିନ ପରେ ଏହି ଧାରାବାହିକ ବନ୍ଦ ହୋଇଯିବା ସହ…
ଅଧିକ ଖବର ଦେଖନ୍ତୁ...

ବିବାହର ତାରିଖ ଠିକ୍‌ ହେବା ପରେ ଦୁର୍ଘଟଣାର ଶିକାର ହେଲେ ଭାବିପତ୍ନୀ, ଦେଖାଶୁଣା କରିବା ପାଇଁ ଛୁଟି ନ ମିଳିବାରୁ…

ସାଗର(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ସାଗରରେ ଏକ ଏମିତି ଘଟଣା ଘଟିଛି, ଯାହା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି । କିଛି ଲୋକ ଛୋଟ ଛୋଟ କଥାକୁ ନେଇ ସଂପର୍କ ଭାଙ୍ଗି ଦେଉଥିବା ବେଳେ ସାଗରରେ ରହୁଥିବା ଜଣେ ଯୁବକ ଦୁର୍ଘଟଣା ପରେ ମଧ୍ୟ ନିଜ ଭାବିପତ୍ନୀଙ୍କ ସାଥ୍‌ ଛାଡ଼ି ନଥିବା…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୧୧ରେ ଭାରତ ସହ ୩୮ଟି ଦେଶରେ ରିଲିଜ୍‌ ହୋଇପାରେ ମୋଦୀଙ୍କ ବାୟୋପିକ୍‌

ମୁମ୍ବାଇ : ରିଲିଜ୍‌ ତାରିଖ ଘୋଷଣା ହେବା ପରେ ବିବାଦରେ ରହି ଆସିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ପି ଏମ୍‌ ମୋଦୀ । ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କହି ବିରୋଧି ଦଳ ଏ ନେଇ ଅଭିଯୋଗ ଆଣିବା ପରେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ କଥା…
ଅଧିକ ଖବର ଦେଖନ୍ତୁ...

ପଦର ଲାଭ ଉଠାଇ ୪୫ଲକ୍ଷ ଟଙ୍କା ଲୁଟିଲେ ବ୍ୟାଙ୍କରେ କାମ କରୁଥିବା ପତ୍ନୀ, ଅଭିଯୋଗ କଲେ ସ୍ୱାମୀ

ନୂଆଦିଲ୍ଲୀ : ୩୬ବର୍ଷୀୟ ବ୍ୟକ୍ତି ବ୍ୟାଙ୍କରେ କାମ କରୁଥିବା ନିଜ ପତ୍ନୀଙ୍କ ବିରୋଧରେ ଲୁଟ୍‌ ଅଭିଯୋଗ ଆଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତ ଅମିତ୍‌ ଭଗବାନ ନିଜର ୩୫ବର୍ଷୀୟ ପତ୍ନୀ ବିଜୟଲକ୍ଷ୍ମୀଙ୍କ ବିରୋଧରେ ୪୫ଲକ୍ଷ ଟଙ୍କାର ସୁନା ଠକି ନେବା ସହ କିଛି ଟଙ୍କା ଠକି ନେଇଥିବାର…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅର୍ଥରେ ହୋଇଥିବା ଯୋଜନାକୁ ନିର୍ବାଚନ ପ୍ରଚାରରେ ବେଆଇନ ଭାବେ ବ୍ୟବହାର କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ସରକାରୀ ଅର୍ଥରେ ହୋଇଥିବା ମିଶନ ଶକ୍ତିର ବିଜ୍ଞାପନକୁ ବିଜୁ ଜନତା ଦଳ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଛି । ଏହା ଦ୍ୱାରା ସରକାର ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରୁଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଟାନ ଦାବିରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ଭିସା ପାଇଁ ଥାଇଲଣ୍ଡରେ ଫସିବା ପରେ ଝିଅ ଠାରୁ ଅଲଗା ହୋଇଥିବା ବିଦେଶୀ ମହିଳା ଟୁଇଟ୍‌ କରି ସୁଷମା ସ୍ୱରାଜଙ୍କୁ…

ନୂଆଦିଲ୍ଲୀ : ଏକ ଭୁଲ ବୁଝାମଣା ପାଇଁ ପୋଲାଣ୍ଡର ଜଣେ ମହିଳା ଥାଇଲାଣ୍ଡରେ ଫସି ରହିଥିବା ଜଣାପଡ଼ିଛି । ଫଳରେ ସେ ଗୋଆରେ ରହୁଥିବା ନିଜର ୧୧ବର୍ଷ ଝିଅ ସହ ଦେଖା କରିବାରେ ବିଫଳ ହୋଇଛନ୍ତି । ଝିଅକୁ ଭେଟିବା ଲାଗି ଭାରତ ଫେରିବା ପାଇଁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟୁଇଟ୍‌ କରି ଭିସା…
ଅଧିକ ଖବର ଦେଖନ୍ତୁ...

ଉର୍ମିଳାଙ୍କ ଖଞ୍ଜଣୀ ବଜାଉଥିବା ଫଟୋ ଭାଇରାଲ ହେବା ପରେ ଲୋକେ କହିଲେ; କିଛି ଦିନ ପରେ ତମେ ଏହି କାମ କରୁଥିବାର ନଜର…

ମୁମ୍ବାଇ : ମୁମ୍ବାଇର ନର୍ଥ ଆସନରୁ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର । କଂଗ୍ରେସରେ ସାମିଲ ହେବା ପରେ ତାଙ୍କର ଏଭଳି ପଦକ୍ଷେପକୁ ଅଧାରୁ ଅଧିକ ଲୋକ ନାପସନ୍ଦ କରିଥିବା ଦେଖା ଯାଇଥିଲା । କିଛି ଦିନ ତଳେ ଅନ୍ୟକୁ ପଚାରି ପଚାରି ଭାଷଣ…
ଅଧିକ ଖବର ଦେଖନ୍ତୁ...