Daily Archives

April 6, 2019

କଳାହାଣ୍ଡି: ରାଜରାସ୍ତାରୁ ୪ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଂଚଳରେ ଶନିବାର ଏକ ରାଜରାସ୍ତାରୁ ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ସୂଚନା ମିଳିବା ପରେ ପୁଲିସ ପଲସ-ପିପଲଗୁଡ଼ା ଠାରେ ପହଂଚି ମୃତଦେହ ଗୁଡ଼ିକ ଉଦ୍ଧାର କରିଛି। ପୁଲିସ ମୃତଦେହ ଗୁଡ଼ିକ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି। ଜୟପାଟଣା…
ଅଧିକ ଖବର ଦେଖନ୍ତୁ...

‘ଆତଙ୍କବାଦ ନୁହେଁ, ବେରୋଜଗାରୀ ଚିନ୍ତାର ବିଷୟ’, ରାହୁଲଙ୍କ ଏଭଳି ବୟାନ ଶୁଣି ସୁଷମା କହିଲେ; ଏସ୍‌ପିଜି ସୁରକ୍ଷା ହଟାଇ…

ନୂଆଦିଲ୍ଲୀ : ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ । ମୋଦୀ ସରକାରଙ୍କୁ ସମାଲୋଚନା କରି ଏଥର ଆତଙ୍କବାଦ ଚିନ୍ତାର ବିଷୟ ନୁହେଁ, ବେରୋଜଗାରୀ ଚିନ୍ତାର ବିଷୟ ବୋଲି କହିଥିଲେ ରାହୁଲ ଗାନ୍ଧୀ । ଏହାର ଜବାବ ଦେଇ, ରାଜୀବ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ଆତ୍ମସମର୍ପଣ କଲା ମୁମ୍ବାଇ, ହାଇଦ୍ରାବାଦ୍‌କୁ ମିଳିଲା ୧୩୭ ରନ୍‌ ଟାର୍ଗେଟ

ହାଇଦ୍ରାବାଦ୍‌: ମୁମ୍ବାଇ ଇଣ୍ଡିଆନସ୍‌ ଶନିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୯ତମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ନିକଟରେ ୧୩୬ ରନ୍‌ରେ ଆତ୍ମସମର୍ପଣ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଇସ୍ତାହାରକୁ ସମାଲୋଚନା କଲେ ମୋଦୀ: ‘ଗଜନୀ’ରେ ଆମୀର ଖାନ୍‌ଙ୍କ ଚରିତ୍ର ଭଳି କଂଗ୍ରେସ ୧୫ମିନିଟ୍‌ରେ ସବୁ…

ନୂଆଦିଲ୍ଲୀ : ନିର୍ବାଚନ ପାଖ ହୋଇ ଆସୁଥିବା ବେଳେ ବିରୋଧୀ ଦଳମାନଙ୍କ ମଧ୍ୟରେ ବୟାନବାଜି ବନ୍ଦ ହେବାର ନାଁ ନେଉ ନାହିଁ । ପରସ୍ପର ପରସ୍ପରକୁ ନେଇ କଟାକ୍ଷ ଏବଂ ସମାଲୋଚନା କରୁଥିବା ବେଳେ ରାହୁଲ-ମୋଦୀଙ୍କ ମଧ୍ୟରେ ଚାଲିଥିବା ବୟାନବାଜି ଏବେ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ବିଜେଡିର ଜବାବ: ଓଡ଼ିଶାର ସ୍ୱାର୍ଥକୁ ଆଖି ବୁଜିଥିବା ବିଜେପି ନେତାଙ୍କ ଭୋଟ ବେଳେ ପର୍ଯ୍ୟଟନ ଭ୍ରମଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ଭାଷଣ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଶନିବାର କଡ଼ା ପ୍ରତିକ୍ରିୟା ରଖିଛି। ନିର୍ବାଚନ ଆସିଲେ କିଛି ନେତା ଓଡ଼ିଶାକୁ ପର୍ଯ୍ୟଟନ ଭ୍ରମଣରେ ଆସିଥାନ୍ତି। ସେହି ଧାରାରେ ବିଜେପିର କିଛି ନେତା ଓଡ଼ିଶାରେ ଏବେ ଭ୍ରମଣ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

୯ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରି ହତ୍ୟା କରିବା ପରେ ଶୌଚାଳୟରେ ଫିଙ୍ଗି ଦେଲା ଅଭିଯୁକ୍ତ

ମୁମ୍ବାଇ : ମୁମ୍ବାଇର ଭିଲେ ପାର୍ଲେ ଅଞ୍ଚଳରେ ଜଣେ ୯ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଏବେ ସମଗ୍ର ଦେଶରେ  ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତାଙ୍କ ସହ ଦୁଷ୍କର୍ମ ହେବା ପରେ ତାଙ୍କୁ ହତ୍ୟା କରି ଅଭିଯୁକ୍ତ ଭିଲେ ପାର୍ଲେରେ ଥିବା ନେହେରୁ ନଗରର ଏକ ଶୌଚାଳୟରେ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ସାମିଲ ହେଲେ ଜଟଣୀର ବିଜେଡି ନେତା ଅଂଶୁମାନ ହୋତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କ ଉପସ୍ଥିତିରେ ଶନିବାର ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଅଂଶୁମାନ ହୋତା ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଆଂଚଳିକ…
ଅଧିକ ଖବର ଦେଖନ୍ତୁ...

ଏୟାର ଷ୍ଟ୍ରାଇକ୍‌ ପରେ ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି : ସର୍ଭେ

ନୂଆଦିଲ୍ଲୀ : ଯାହା ୪ବର୍ଷ ମଧ୍ୟରେ ହୋଇ ନଥିଲା ତାହା ଏହି କିଛି ମାସ ମଧ୍ୟରେ ସମ୍ଭବ ହୋଇ ପାରିଛି । ପୂର୍ବ ଅପେକ୍ଷା ଏହି କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ି ଯାଇଥିବା ଏକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ପୁଲଓ୍ଵାମାର ପ୍ରତିଶୋଧ ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବୈବାହିକ ଜୀବନ ଖୁସିଭରା ରହିବ। ମଙ୍ଗଳ ଓ ବୁଧବାର: ଅଚାନକ ଧନପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଶନିବାର: କାରବାରରେ ଲାଭ ହେବ। ରବି ଓ ସୋମବାର: ସମାଜରେ ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ମାମଲାରେ ଲାଭ ମିଳିବ।…
ଅଧିକ ଖବର ଦେଖନ୍ତୁ...

ପୁଣି ଭାଇରାଲ୍‌ ହେଲା ଦେରେକ୍‌ର ଫଟୋ: ତୁମେ ମହାନ ଦେରେକ!

ଆଇଜଲ୍‌: ଏକ କୁକୁଡ଼ା ଛୁଆ ଉପରେ ସାଇକେଲ୍‌ ଚଢ଼ାଇ ଦେବା ପରେ ପାଖରେ ଥିବା ୧୦ ଟଙ୍କା ନେଇ ହସ୍ପିଟାଲ୍‌ରେ ପହଞ୍ଚିଥିବା ମିଜୋରାମର କୁନି ବାକଳ ଦେରେକ ଗତ ୩ ଦିନ ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ସେ ଜଣେ ଚିତ୍ର ଶିଳ୍ପୀଙ୍କ ତୂଳୀରେ ସ୍ଥାନ ପାଇଛି। ଦେରେକର ନିରୀହ ଚହାଣୀର…
ଅଧିକ ଖବର ଦେଖନ୍ତୁ...