Daily Archives

April 7, 2019

ଯାଜପୁର କଂଗ୍ରେସ ରାଜନୀତି ଗୋଳିଆ, ସନ୍ତୋଷଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ଯାଜପୁର: ଯାଜପୁର କଂଗ୍ରେସ ରାଜନୀତି ଗୋଳିଆ ହେବାରେ ଲାଗିଛି। ଯାଜପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ କାହାକୁ ମିଳିବ ସେ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଜୋର ଧରିଥିଲା। ଶେଷରେ ଆଶାୟୀ ପ୍ରାର୍ଥୀଙ୍କୁ ନିରାଶ କରି ଗତ ଥର ଯାଜପୁରରୁ ହାରିଥିବା ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କୁ ଏଠାରେ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଧର୍ମ ସବୁଠାରୁ ହିଂସ୍ର ଏବଂ ବିପଦଜ୍ଜନକ ହୋଇଗଲାଣି ବୋଲି କହି ଫସିଲେ ଉର୍ମିଳା, ରୁଜୁ ହେଲା ମାମଲା

ମୁମ୍ବାଇ : ଅଭିନୟରୁ ଆସି ରାଜନୀତିରେ ଯୋଗ ଦେବା ପରେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । କଂଗ୍ରେସରେ ଯୋଗ ଦେବା ପରେ ଏବେ ପ୍ରତିଦିନ ତାଙ୍କୁ ନେଇ ଗୋଟେ ପରେ ଗୋଟେ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ସେ ଦେଇଥିବା ପ୍ରଥମ ରାଜନୈତିକ ଭାଷଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା…
ଅଧିକ ଖବର ଦେଖନ୍ତୁ...

କଥା କଥାରେ ନିଜ ମନର ଦୁଃଖ ବିଷୟରେ କହିଦେଲେ ଅର୍ଚ୍ଚନା ପୂରଣ ସିଂହ, କହିଲେ; ସିଦ୍ଧୁଙ୍କ ଭଳି କାମ ମୁଁ ବି କରୁଛି,…

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣକୁ ନେଇ ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ ପାକିସ୍ତାନକୁ ସମର୍ଥନ କରିବା ଭଳି ବୟାନ ଦେଇ ‘ଦ କପିଲ ଶର୍ମା ସୋ’ରୁ ବାହାର ହୋଇ ଯାଇଥିଲା । ଏହା ପରେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ଅଣା ଯାଇଥିଲା । ତାଙ୍କ ସ୍ଥାନ ନେଇଥିଲେ…
ଅଧିକ ଖବର ଦେଖନ୍ତୁ...

ଅଶ୍ଲୀଳ ମେସେଜ୍‌ ପଠାଇବାକୁ ନେଇ ଯୁବକଙ୍କୁ ଚାପୁଡ଼ା ମାରିଲେ ଯୁବତୀ, ଜବାବ ଦେଇ ଯୁବକ ପାଲଟା ଆକ୍ରମଣ କରିବା ପରେ ତଳେ…

କୈଥଲ(ହରିୟାଣା) : ହରିୟାଣାର କୈଥଲରେ ଘଟିଥିବା ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦୁଇ ଯୁବକ-ଯୁବତୀ ପୂରା ଆକ୍ସନ ମୁଡ୍‌ରେ ଥିବା ଭଳି ନଜର ଆସିଛି । ଭିଡିଓରେ ଦୁଇ ଯୁବକ-ଯୁବତୀ ପରସ୍ପରକୁ ହଠାତ ଆସି ଚାପୁଡ଼ା ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲି ଚନ୍ଦିନପାଳରୁ ଅହିରାଜ ଉଦ୍ଧାର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଂଚାୟତର ସାବିତ୍ରୀସୋରେଇ ଗାଁରୁ ଆଜି ଏକ ୧୧ ଫୁଟର ଅହିରାଜ ସାପ ଠାବ କରାଯାଇଛି। ଆଜି ରାତି ସାଢ଼େ ୮ଟା ସମୟରେ ବିଶ୍ୱନାଥ ବାରିକ ଓ ମକରା ସିଂ ଙ୍କ କୁକୁଡ଼ା ଫାର୍ମରୁ କିଛି ଗୋଟେ ଜୀବ ଗର୍ଜନ କରୁଥିବା ଶବ୍ଦ ପାଇ ଟର୍ଚ୍ଚ ମାରି ଏକ…
ଅଧିକ ଖବର ଦେଖନ୍ତୁ...

କେବେ ରାହୁଲ ଗାନ୍ଧୀଙ୍କ ଚରିତ୍ରରେ ଆସିବାକୁ ପସନ୍ଦ କରିବେ କି? ପ୍ରଶ୍ନର ଏଭଳି ଉତ୍ତର ଦେଲେ ବିବେକ ଓବରଏ

ମୁମ୍ବାଇ : ବିଭିନ୍ନ ବାଧାର ସାମ୍ନା କରି ଏପ୍ରିଲ ୧୧ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ପିଏମ୍‌ ମୋଦୀ । ଫିଲ୍ମଟି ମୋଦୀଜୀଙ୍କ ଜୀବନ କାହାଣୀକୁ ନେଇ ତିଆରି କରାଯାଇଥିବା ବେଳେ ଏଥିରେ ମୋଦୀଜୀଙ୍କ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ବିବେକ ଓବରଏ । ଫିଲ୍ମକୁ ନେଇ ବିବେକ ଖୁବ୍‌ ଖୁସି ଥିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ରାଜସ୍ଥାନକୁ ୮ ଓ୍ଵିକେଟରେ ପରାସ୍ତ କଲା କୋଲକାତା ରାଇଡର୍ସ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୧ତମ ମୁକାବିଲାରେ ରବିବାର ରାଜସ୍ଥାନ ରୟାଲସ୍‌କୁ କୋଲକାତା ନାଇଟ୍‌ ରାଇଡର୍ସ ୮ ଓ୍ଵିକେଟରେ ପରାସ୍ତ କରିଛି । କୋଲକାତା ୧୪୦ ରନ୍‌ ଲକ୍ଷ୍ୟର ପିଛା କରି ୧୩.୫ ଓଭରରେ ଏହା ହାସଲ କରିିଥିଲା । କ୍ରିସ୍‌ ଲିନ୍‌ (୩୨ ବଲ୍‌ ୫୦ ରନ୍‌ ୬ ଚଉକା…
ଅଧିକ ଖବର ଦେଖନ୍ତୁ...

ପ୍ରଖ୍ୟାତ ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି

କଟକ: ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି। ଓଲିଉଡର ଜଣାଶୁଣା ଏହି କଳାକାରଙ୍କ ରବିବାର ରାତି ୯ଟା ୧୫ ସମୟରେ କଟକର ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ପରଲୋକ ହୋଇଯାଇଛି। ସେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅସୁସ୍ଥ ଥିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ହେଉଥିବା ପଥରମାଡ଼କୁ ରୋକିବା ପାଇଁ ରେଲେଓ୍ଵ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ବାରମ୍ବାର ପଥରମାଡ଼ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ସମାଧାନର ବାଟ ବାହାର କରିଛି ରେଳବାଇ । ଟ୍ରେନ୍‌ର ବାହାର ପଟେ କ୍ୟାମେରା ଲଗାଇବା ପାଇଁ ରେଳବାଇ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଟ୍ରେନର ବାହାର ପାର୍ଶ୍ୱରେ କ୍ୟାମେରା ଲାଗିବା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ବରୁଣଙ୍କୁ ଦେଖା ନ କରି ପାରିବାରୁ ତାଙ୍କ ପ୍ରେମିକା ନତାଶାଙ୍କୁ ହତ୍ୟା କରିବାର ଧମକ ଦେଲେ ଯୁବତୀ

ମୁମ୍ବାଇ : ପ୍ରଶଂସକମାନଙ୍କ ପାଇଁ କଳାକାରମାନେ ଭଗବାନ ସମାନ ହୋଇଥାନ୍ତି । ବେଳେ ବେଳେ ନିଜର ଭଲ ପାଇବା ଦେଖାଇବା ପାଇଁ କିଛି ଲୋକ ସୀମା ପାର୍‌ କରିବା ମଧ୍ୟ ଦେଖା ଯାଇଥାଏ । ରକ୍ତରେ ଚିଠି ଲେଖିବା ବା ନିଜ ପସନ୍ଦର କଳାକାରଙ୍କ ନାଁ ହାତରେ ଲେଖିବା ଭଳି ଦୃଶ୍ୟ ପୂର୍ବରୁ ଅନେକ ଥର ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...