Daily Archives

April 7, 2019

୨୦୧୪ରେ ‘ଚା’ବାଲା’କୁ କରିଥିଲୁ ଏବେ ‘ଚୌକିଦାର’କୁ ଭରସା କରିବାକୁ କୁହାଯାଉଛି, ସବୁ…

ଦେଓବନ୍ଦ : ସମାଜବାଦୀ ପାର୍ଟିର ମୁଖ୍ୟ ଆଖିଳେଶ ଯାଦବ ଏବେ ବିଜେପି ଏବଂ ବିଜେପିର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷପ କରି ନିଜର ବୟାନ ରଖିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ମହାଗଠବନ୍ଧନ ଉତ୍ତରପ୍ରଦେଶରୁ ସବୁ ଚୌକିଦାରଙ୍କୁ ହଟାଇ ଦେବ । ଲୋକସଭା ନିର୍ବାଚନ ପରେ ଦେଶକୁ…
ଅଧିକ ଖବର ଦେଖନ୍ତୁ...

ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର: ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମାଙ୍କୁ ରବିବାର ଅତିରିକ୍ତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ଡିଜିପି ଡ. ରାଜେନ୍ଦ୍ର ଶର୍ମା ଛୁଟିରେ ଯିବା ପରେ ବିଜୟ କୁମାର ଶର୍ମାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି। ସୂଚନା ଅନୁସାରେ ଡିଜିପି ଡ. ରାଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଅବସାଦଗ୍ରସ୍ତ ଥିବାରୁ ପ୍ରେସ୍କ୍ରିପ୍‌ସନ୍‌ ଦେଖାଇ ଛୁଟି ଆବେଦନ କଲେ ଯୁବତୀ, ଛୁଟି ନ ଦେବା ପରିବର୍ତ୍ତେ ହଷ୍ଟେଲରୁ…

ଭୋପାଳ: ଭୋପାଳରେ ଏକ କଲେଜ ହଷ୍ଟେଲରୁ ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ବାହାର କରାଯିବା ଘଟଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଯୁବତୀ ଜଣକ ମଧ୍ୟମ ଅବସାଦଗ୍ରସ୍ତ ବିକାର ଥିବା ଜଣା ପଡ଼ିବା ପରେ ସେ ପ୍ରେସ୍କ୍ରିପ୍‌ସନ୍‌ ଦେଖାଇ ସପ୍ତାହେ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ ଛୁଟି…
ଅଧିକ ଖବର ଦେଖନ୍ତୁ...

ମୋଦୀ ଏବେ ଆତଙ୍କବାଦୀଙ୍କ ଭଳି ହୋଇ ଯାଇଛନ୍ତି, ତାଙ୍କ ଭିତରେ ଆଉ ମାନବିକତା ବଞ୍ଚି ନାହିଁ : ଚନ୍ଦ୍ରାବାବୁ ନାଇଡୁ

ନୂଆଦିଲ୍ଲୀ : ଦିନେ ମୋଦୀ ସରକାରଙ୍କର ସମର୍ଥକ ତଥା ତାଙ୍କ ଏନଡିଏ ସରକାରରେ ସହଯେୋଗୀ ଥିବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବେ ମୋଦୀଙ୍କୁ ନେଇ ବିବାଦୀୟ ବୟାନ ରଖିଛନ୍ତି । ମୋଦୀଙ୍କୁ କଟାକ୍ଷ କରି, ମୋଦୀ ଏବେ ବିପଦଜ୍ଜନକ ଆତଙ୍କବାଦୀଙ୍କ ଭଳି ହୋଇ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ଷ୍ଟିଭେନ୍‌ ସ୍ମିଥଙ୍କ ଅର୍ଦ୍ଧଶତକ, କୋଲକାତାକୁ ମିଳିଲା ୧୪୦ ରନ୍‌ ଟାର୍ଗେଟ୍‌

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୧ତମ ମୁକାବିଲାରେ ରବିବାର ରାଜସ୍ଥାନ ରୟାଲସ୍‌କୁ କୋଲକାତା ନାଇଟ୍‌ ରାଇଡର୍ସ ୧୩୯ ରନ୍‌ରେ ଅଟକାଇଛି। ଷ୍ଟିଭେନ୍‌ ସ୍ମିଥଙ୍କ ଅର୍ଦ୍ଧଶତକ (ଅପରାଜିତ ୭୩ ରନ୍‌) ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୩୯ ରନ୍‌…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ିରେ ଯୋଗଦେଲେ ବରିଷ୍ଠ ବିଜେପି ନେତା ଉତ୍କଳ ପରିଡ଼ା ଓ କଂଗ୍ରେସ ନେତା ପ୍ରମୋଦ ଜେନା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ବିଜେପି ନେତା ଉତ୍କଳ ପରିଡ଼ା ଓ ପାରାଦୀପର ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଜେନା ରବିବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେପି ନେତା ଉତ୍କଳ ଏବଂ କଂଗ୍ରେସ ନେତା ପ୍ରମୋଦ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ିରେ…
ଅଧିକ ଖବର ଦେଖନ୍ତୁ...

ଓ୍ଵାୟନାଡରୁ ରାହୁଲଙ୍କ ଲଢ଼ିବାକୁ ପ୍ରଶଂସା କରି ମୋଦୀଙ୍କୁ ପ୍ରଶ୍ନ କଲେ ଶଶି ଥରୁର୍‌ : କେରଳ ଏବଂ ତାମିଲନାଡୁରୁ ଲଢ଼ିବା…

ନୂଆଦିଲ୍ଲୀ : ରବିବାର କଂଗ୍ରେସ ଦଳର ବରିଷ୍ଠ ନେତା ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କୁ ସମାଲୋଚନା କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିବା ଦେଖା ଯାଇଛି । ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ବ୍ୟବସାୟରେ ବଡ଼ ସଉଦା ଲାଗି ସ୍ବାକ୍ଷର କରିବେ। ଅଫିସ୍‌ରେ ପଦୋନ୍ନତିର ସୁଯୋଗ ରହିଛି। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ। ବୃଷ: ଆଜି ଆପଣ ଊର୍ଜାବାନ ରହିବେ। ମନରେ ନୂଆ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇଲେ ପାକ ସରକାର : ଆକ୍ରମଣ କଲେ ଜବାବ ଦେବୁ

ଇସ୍ଲାମାବାଦ : ଭାରତ ପୁଣି ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା ଅଭିଯୋଗ କରି ପାକିସ୍ତାନ ଆଜି ସେଠାରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁଓ୍ଵାଲିଆଙ୍କୁ ଡକାଇଛି । ଭାରତ କୌଣସି ପ୍ରକାର ଦୁଃସାହସ କଲେ ତାହାର ଦୃଢ ଜବାବ ଦିଆଯିବ ବୋଲି ପାକିସ୍ତାନ ପକ୍ଷରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚଣ୍ଡିଗଡ଼ର ମଡେଲ୍‌ ବୁରେଲ୍‌ ଜେଲ୍‌ରେ ସଂଗୀତ, ସାହିତ୍ୟ, ନୃତ୍ୟ, ଚିତ୍ର ଓ ରୋଷେଇ ଆଦି ଶିକ୍ଷା ଲାଭ କରିବାର ସୁଯୋଗ…

ଚଣ୍ଡିଗଡ଼: ଜେଲ୍‌ ପରିସରରେ ସୃଜନାତ୍ମକ ଓ ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ଚଣ୍ଡିଗଡ଼ ଜେଲ୍‌ ବିଭାଗ ଏକ ନୂଆ ପଦକ୍ଷେପ ନେଇଥିବା ଜାଣିବାକୁ ମିଳିଛି। ଚଣ୍ଡିଗଡ଼ର ମଡେଲ୍‌ ବୁରେଲ୍‌ ଜେଲ୍‌ ଭିତରେ ଥିବା କଏଦୀମାନଙ୍କୁ ଏଣିକି ରୋଷେଇ, ସଂଗୀତ, ସାହିତ୍ୟ, ନୃତ୍ୟ ଓ ଚିତ୍ର ଆଦି ଶିକ୍ଷା…
ଅଧିକ ଖବର ଦେଖନ୍ତୁ...