Daily Archives

April 8, 2019

ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଅଧିକାରିଙ୍କ…

ଭୁବନେଶ୍ୱର: ଗତକାଲି ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟାରେ ବିଜୁଯୁବ ବାହାନୀର ମୁଖ୍ୟ ଅରୂପ ପଟ୍ଟନାୟକ ବିନା ଅନୁମତିରେ ରାଲି କରି ରୋଡ ସୋ କରିଛନ୍ତି । ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ସେ ଭୁବନେଶ୍ୱର ସହିଦ ନଗରଠାରେ ଖୋଲା ଜିପରେ ବୁଲି ଡ୍ରମ ଓ ବ୍ୟାଣ୍ଡ ବାଜା ସହ ବିଜେଡି ଦଳ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ହାଇଦ୍ରାବାଦ୍‌ ବିପକ୍ଷରେ ପଂଜାବ ୬ ଓ୍ଵିକେଟରେ ବିଜୟୀ

ମୋହାଲି: ମୟଙ୍କ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୨ତମ ମୁକାବିଲାରେ କିଙ୍ଗ ଏକାଦଶ ପଂଜାବ ସୋମବାର ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କରିଛି। ପଂଜାବ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୫୧ ରନ୍‌ କରିଛି। ଲୋକେଶ ରାହୁଲ (୭୧ ରନ୍‌, ୫୩ ବଲ, ୭…
ଅଧିକ ଖବର ଦେଖନ୍ତୁ...

ଭିଭୋ ପକ୍ଷରୁ ଭି-୧୫ ସ୍ମାର୍ଟଫୋନର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲଗସିପ୍ ସ୍ମାର୍ଟଫୋନ୍ ଭି-୧୫ର ବିକ୍ରି ଆରମ୍ଭ ହୋଇଛି । ଏହା ଗ୍ଳାମର ରେଡ୍, ଫ୍ରୋଜେନ୍ ବ୍ଳାକ୍ ଏବଂ ରୟାଲ ବ୍ଲୁ ଆଦି ରଙ୍ଗରେ ସମସ୍ତ ଅନ୍ ଲାଇନ୍ ତଥା ଅଫ୍ ଲାଇନ୍ ଚ୍ୟାନେଲରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୨୩,୯୯୦ଟଙ୍କା ରହିଛି…
ଅଧିକ ଖବର ଦେଖନ୍ତୁ...

ମଦ ପିଇ ସାହିଦ୍‌ କରୁଛନ୍ତି ହଙ୍ଗାମା

ନୂଆଦିଲ୍ଲୀ: ସାଉଥ୍‌ ସିନେମାର ରିମେକ୍‌ରେ ଏକ ନୂଆ ନାମ ସିନେମା ‘କବୀର ସିଂହ’ ଯୋଡ଼ି ହୋଇଯାଇଛି। ‘ଅର୍ଜୁନ୍‌ ରେଡ୍ଡି’ ତେଲୁଗୁର ସୁପରହିଟ ସିନେମା ଉପରେ ବନାଉଥିବା ଏହି ସିନେମାରେ ଅଭିନେତା ସାହିଦ କପୁର କବୀର ସିଂହଙ୍କ ଭୂମିକାରେ ନଜର ଆସିବେ। ଆଜି ଏହି ସିନେମାର ଟିଜର ରିଲିଜ ହୋଇଛି। ଟିଜର…
ଅଧିକ ଖବର ଦେଖନ୍ତୁ...

ମୁଁ ସଂପୂର୍ଣ୍ଣ ରୂପେ ଫିଟ ଅଛି, ମୁଁ ଭଲ ଓଡ଼ିଆ କହିପାରେ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମାତ୍ର ଦୁଇ ଦିନ ପରେ ସପ୍ତଦଶ ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ବ୍ୟାୟାମ ସଂପର୍କୀତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ମହଲରେ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ବୁଡ଼ି ଯାଉଥିବା ବ୍ୟକ୍ତିକୁ ଉଦ୍ଧାର କଲେ ପତ୍ନୀଙ୍କ ସହ ସମୁଦ୍ରକୂଳରେ ବୁଲୁଥିବା ନୌସେନା ଅଧିକାରୀ

ତିରୁବନନ୍ତପୁରମ: କେରଳର ଭାଇପିନ୍‌ ସମୁଦ୍ରରେ ବୁଡ଼ି ଯାଉଥିବା ଜଣେ ବ୍ୟକ୍ତିକୁ ଉଦ୍ଧାର କରି ଚର୍ଚ୍ଚାରେ ରହିଛନ୍ତି  ଭାରତୀୟ ନୌସେନାର ଜଣେ ଅଧିକାରୀ। ଭାରତୀୟ ନୌସେନା ଉଦ୍ଧାର କରିବା ବେଳର ଏକ ଫଟୋକୁ ଭାରତୀୟ ନୌସନା ତା’ର ଅଫିସିଆଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ମହାନତା: କନ୍ଧମାଳ ଲୋକସଭା ବିଏସପି ପ୍ରାର୍ଥୀ ପ୍ରଚାର ବନ୍ଦ କରି ଗର୍ଭବତୀ ମହିଳାଙ୍କୁ ଆଣିଲେ ଡାକ୍ତରଖାନା

ଫୁଲବାଣୀ (ବଟକୃଷ୍ଣ ବିହାରୀ) ଆମ୍ବୁଲାନସ ଆସିବାରେ ବିଳମ୍ବ ହେବ। ଗର୍ଭବତୀ ଓ ପେଟରେ ଥିବା ଶିଶୁର ଅବସ୍ଥା କଣ ହେବ। ଏଭଳି ଆଶା ଆଶଙ୍କାରେ ପରିବାର ଲୋକ ଥିବା ବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ କନ୍ଧମାଳ ଲୋକସଭା ବିଏସପି ପ୍ରାର୍ଥୀ ଅମୀର ନାୟକ। ପ୍ରଚାର ବନ୍ଦ କଲେ। ନିଜ ଗାଡିରେ…
ଅଧିକ ଖବର ଦେଖନ୍ତୁ...

ନବ ଦାସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ନବ କିଶୋର ଦାସ ମରୁଡି ନଥିଲେ ବି ଆମେ ମରୁଡି ଘୋଷଣା କରିଦେବୁ ଆଉ ମରୁଡି ପାଇଁ ଚାଷୀମାନଙ୍କୁ କ୍ଷତିପୂରଣ ଦେବୁ ବୋଲି କହି ଭୋଟରମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି । ଗତ ୦୩ ତାରିଖରେ ଦାସ ବମରା ବ୍ଲକର ତରାଇ…
ଅଧିକ ଖବର ଦେଖନ୍ତୁ...

ଶଶିଭୂଷଣ ବେହେରାଙ୍କୁ ବିଜେଡି ଦେଲା ଟିକେଟ, କେନ୍ଦ୍ରାପଡ଼ା ଆସନରୁ ଲଢ଼ିବେ ନିର୍ବାଚନ

ଭୁବନେଶ୍ୱର: ବିଜୁ ଜନତା ଦଳ ଶେଷରେ ସୋମବାର ଶଶିଭୂଷଣ ବେହେରାଙ୍କୁ ଟିକେଟ ଦେଇଛି। ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଏବଂ ରାଜ୍ୟ ସରକାରରେ ଅର୍ଥମନ୍ତ୍ରୀ ଶଶିଭୂଷଣଙ୍କ ଟିକେଟ କାଟି ବିଜେଡି ଜୟଦେବରେ ଅରବିନ୍ଦ ଢାଲିଙ୍କୁ ଟିକେଟ ଦେଇଥିଲା। ଏଥିରେ ଶଶିଭୂଷଣ ବେହେରା ଭାଙ୍ଗି ପଡ଼ି…
ଅଧିକ ଖବର ଦେଖନ୍ତୁ...

କ୍ଷମତାକୁ ଆସିଲେ ଆୟକର ଛାଡ ସୀମା ଆହୁରି ବଢାଇବ ବିଜେପି

ନୂଆଦିଲ୍ଲୀ : ଦେଶର ୨୦ ପ୍ରତିଶତ ସବୁଠୁ ଗରିବ ଲୋକମାନଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ଦେବାକୁ କଂଗ୍ରେସ ନିଜ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି । ଏହା ଦ୍ୱାରା କଂଗ୍ରେସ ଗରିବ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି । କିନ୍ତୁ ଆଜି ବିଜେପି ପକ୍ଷରୁ ଜାରି ସଂକଳ୍ପପତ୍ରରେ…
ଅଧିକ ଖବର ଦେଖନ୍ତୁ...