Daily Archives

April 9, 2019

ନିର୍ବାଚନୀ ରାଲି ସମୟରେ ନିଜ ସମର୍ଥକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଉଥ୍‌ ଷ୍ଟାର ବାଲାକୃଷ୍ଣ

ନୂଆଦିଲ୍ଲୀ: ନିଜ କାର୍ଯ୍ୟକଳାପକୁ ନେଇ ସବୁ ବେଳେ ବିବାଦରେ ରହୁଥିବା ସାଉଥ୍‌ ଷ୍ଟାର ତଥା ଟିଡିପି ବିଧାୟକ ନନ୍ଦମୁରୀ ବାଲାକୃଷ୍ଣ ଏବେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି । ୨୦୧୯ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ସେ ପୁଣି ଥରେ ବିଧାନସଭା ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୨୦୨୦ ସୁଦ୍ଧା ଭାରତୀୟ ବଜାରକୁ ଇଲେକ୍ଟ୍ରିକ କାର ଛାଡିବ ଜାଗୁଆର ଲ୍ୟାଣ୍ଡ ରୋଭର

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ପାଇଁ ଭାରତ ସରକାର ଇଲେକ୍ଟ୍ରିକ ଯାନ ଉପରେ ଗୁରୁତ୍ବ ଦେଉଥିବାବେଳେ ଏହାକୁ ଦେଖି ବିଭିନ୍ନ କମ୍ପାନି ନିଜର ଯୋଜନା ପ୍ରସ୍ତୁତ କରୁଛନ୍ତି । ଟାଟା ମୋଟର୍ସ ଅଧିନସ୍ଥ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ୨୦୧୯ ଶେଷ ସୁଦ୍ଧା ଭାରତରେ ହାଇବ୍ରିଡ୍ କା ବଜାରକୁ ଛାଡିବାକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: କୋଲକତାକୁ ୭ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ ସୁପରକିଙ୍ଗସ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୨୩ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍‌ କୋଲକତା ନାଇଟ ରାଇଡର୍ସକୁ ୭ ଓ୍ଵିକେଟରେ ପରାସ୍ତ କରିଛି । ଆଜି ମ୍ୟାଚରେ କାମ ଦେଲାନି ରସେଲ୍‌ ପାଓ୍ଵାର, ଚେନ୍ନାଇ ଆଗରେ ଫିକା ପଡିଲା ରସେଲ୍‌ଙ୍କ ଅର୍ଦ୍ଧଶତକ । ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ବରଦାନ ନିମ୍ବ ପତ୍ର, ଜାଣନ୍ତୁ ନିମ୍ବ ପତ୍ରରୁ ମିଳୁଥିବା ୧୦ଟି ଫାଇଦା…

ନିମ୍ବ ପତ୍ର ଶରୀରକୁ ସୁସ୍ଥ ରଖିବା ସହ ସୁନ୍ଦରତା ବଜାୟ ରଖିଥାଏ । ଖରାଦିନେ ନିମ୍ବ ପତ୍ରର ବ୍ୟବହାର ଅଧିକ ହୋଇଥାଏ । କାରଣ ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ । ଆଜି ଆମେ ଆପଣଙ୍କୁ ନିମ୍ବ ପତ୍ରରୁ ଶରୀରକୁ ମିଳୁଥିବା ବିଭିନ୍ନ ଫାଇଦା ବିଷୟରେ ଜଣାଇବୁ । ୧.ଖରାଦିନେ…
ଅଧିକ ଖବର ଦେଖନ୍ତୁ...

ନିଆରା ପ୍ରୟାସ: ପାଇଲଟ୍‌ ହେବାର ସ୍ୱପ୍ନ ପୂରଣ ପାଇଁ ନ୍ୟାସ୍‌ନାଲ ଜିଓଗ୍ରାଫି ଦେଖି ନିଜର ବିମାନ ତିଆରି କଲେ ଯୁବକ

ନୂଆଦିଲ୍ଲୀ : ପାକିସ୍ତାନରେ ପପ୍‌କର୍ଣ୍ଣ ବିକ୍ରି କରୁଥିବା ଜଣେ ଯୁବକ ନିଜର ବିମାନ ତିଆରି କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ପାକିସ୍ତାନର ମହମ୍ମଦ ଫୟଜ । ମହମ୍ମଦ ସ୍କୁଲରେ ପାଠ ପଢ଼ୁଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଏଭଳି ଅନ୍ଦାଜରେ ନିଜ ବିବାହର ଘୋଷଣା କରିବେ ବୋଲି କହିଲେ ଆଲିଆ ଭଟ୍ଟ…

ମୁମ୍ବାଇ : ବଲିଉଡ୍‌ରେ ସବୁ ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ବିବାହ ହୋଇ ସାରିଥିବା ବେଳେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ ନିଜ ପ୍ରେମ ସଂପର୍କକୁ ସର୍ବ ସମ୍ମୁଖରେ ସ୍ୱୀକାର କରି ସାରିଥିବା ବେଳେ ଏବେ ଦୁହେଁ କେବେ…
ଅଧିକ ଖବର ଦେଖନ୍ତୁ...

ନମ୍ବର ନଥିବା ଗାଡ଼ି ଚଳାଉଥିଲେ ବିଜେପି ବିଧାୟକଙ୍କ ପୁଅ, ଗାଡ଼ିର କାଗଜପତ୍ର ମାଗିବାରୁ ପୁଲିସକୁ ମାରିଲେ ଚାପୁଡ଼ା;…

ଝାନ୍ସୀ : ଉତ୍ତରପ୍ରଦେଶର ଝାନ୍ସୀରେ ଜଣେ ବିଜେପି ବିଧାୟକଙ୍କ ପୁଅ ପୁଲିସକୁ ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଅପରାଧ କରିବା ପରେ ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେଇଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଗରୋଠା ବିଧାନସଭା ଆସନରୁ ବିଜେପି ବିଧାୟକ ଥିବା ଜବାହର ରାଜପୁତ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ, ବିଧାନସଭା ପାଇଁ ୩୮୪ ଓ ଲୋକସଭା ପାଇଁ ୬୧

ଭୁବନେଶ୍ୱର: ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଆସନ ନିମନ୍ତେ ଆଜି ଶେଷ ଦିନରେ ୧୭୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ୨୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟର ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୩୮୪ ଜଣ…
ଅଧିକ ଖବର ଦେଖନ୍ତୁ...

ସୁଟିଂ ସମୟରେ ଏହା କହି ଫିଲ୍ମର ସୁପରହିଟ୍‌ ଡାଏଲଗ୍‌ ‘ହାଓ ଇଜ୍‌ ଦ ଜୋଶ୍‌’କୁ ବଦଳାଇବାକୁ ଚାହୁଁଥିଲେ ବିକି କୌଶଲ

ମୁମ୍ବାଇ : ଫିଲ୍ମ ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ରିଲିଜ୍‌ ହେବା ପରେ ପରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା ଏକ ସ୍ୱତନ୍ତ୍ର ଛାପ ଛାଡ଼ି ସାରିଛି । ଫିଲ୍ମର କାହାଣୀ, କଳାକାର ଏବଂ ଡାଏଲଗ୍‌ ସବୁ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ମୁଖ୍ୟ କଳାକାର ବିକି କୌଶଲ ଫିଲ୍ମର ସୁପରହିଟ୍‌…
ଅଧିକ ଖବର ଦେଖନ୍ତୁ...

ରାତି ସିପ୍ଟ କାମ ସାରି ଘରକୁ ଫେରିବା ପରେ ଉଡ଼ିଗଲା ଚୌକିଦାରଙ୍କ ହୋସ୍‌, ଆର ପାରିକୁ ଚାଲି ଯାଇଥିଲା ଅଧା ପରିବାର

ଚେନ୍ନାଇ : ଚେନ୍ନାଇରେ ଜଣେ ଚୌକିଦାରଙ୍କ ଘରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚୋରି କରିବା ପାଇଁ ଆସି ଦୁର୍ବୃତ୍ତ ଚୌକିଦାରଙ୍କ ପତ୍ନୀ ଏବଂ ତାଙ୍କ ୧୦ବର୍ଷ ପୁଅକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୁଇଜଣଙ୍କୁ ହତ୍ୟା କରିବା ପରେ…
ଅଧିକ ଖବର ଦେଖନ୍ତୁ...