Daily Archives

April 10, 2019

ଆଇପିଏଲ୍‌: ଲୋକେଶଙ୍କ ଶତକ-ଗେଲ୍‌ଙ୍କ ଅର୍ଦ୍ଧଶତକ, ମୁମ୍ବାଇକୁ ୧୯୮ ରନ୍‌ ଟାର୍ଗେଟ ଦେଲା ପଂଜାବ

ମୁମ୍ବାଇ: ଲୋକେଶ ରାହୁଲଙ୍କ ଶତକ (ଅପରାଜିତ ୧୦୦ ରନ, ୬୪ ବଲ, ୬ ଚୌକା, ୬ ଛକା) ଓ କ୍ରିସ୍‌ ଗେଲ (୬୩ ରନ, ୩୬ ବଲ, ୩ ଚୌକା ଓ ୭ଛକା)ଙ୍କ ଅର୍ଦ୍ଧଶତକ ବଳରେ ବୁଧବାର କିଙ୍ଗସ୍‌ ଏକାଦଶ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୭ ରନ୍‌ କରିଛି। ଫଳରେ ମୁମ୍ବାଇକୁ ୧୯୮ ରନ୍‌ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ଇସ୍ତାହାରରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ହଟାଇବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିବା ବେଳେ ଏହା ହଟିବା…

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ସୋମବାର ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଥିଲା । ଯେଉଁଥିରେ ୨୦୧୪ରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଦଳ ଦୋହରାଇଥିବା ଦେଖାଯାଇଥିଲା । ୨୦୧୪ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏକୁ ହଟାଇବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ କଳାକାରମାନଙ୍କୁ ନିନ୍ଦା କଲେ ବିବେକ ଓବରଏ, କହିଲେ; ମୋଦୀଙ୍କ ସହ ସେଲ୍‌ଫି ନେଇ ପୋଷ୍ଟ କରୁଛନ୍ତି, କିନ୍ତୁ…

ମୁମ୍ବାଇ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍‌କୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିବା ବେଳେ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିବେକ ଓବରଏ । ବଲିଉଡ୍‌ କଳାକାରମାନେ ଫିଲ୍ମକୁ ନେଇ କୌଣସି ସମର୍ଥନ କରୁ ନଥିବା ନେଇ ସେମାନଙ୍କୁ ନିନ୍ଦା କରିଛନ୍ତି ବିବେକ । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ମାଓ-ପ୍ରବଣ ଅଞ୍ଚଳରେ ସୁରକ୍ଷା କଡାକଡି; ଆବଶ୍ୟକତା ଠାରୁ ଅଧିକ ଫୋର୍ସ ମୁତୟନ କରାଯାଇଛି : ବିଜୟ ଶର୍ମା

ଭୁବନେଶ୍ୱର (ସୁବ୍ରତ ଦାସ) :  କୋରାପୁଟ  ଓ ମାଲକାନଗିରି ଭଳି ମାଓବାଦୀ ଅଧ୍ୟୁଷିତ ଅଂଚଳରେ ଆସନ୍ତାକାଲି ସକାଳେ ଭୋଟଗ୍ରହଣ ହେଉଛି। ଏଣେ ମାଓବାଦୀମାନେ ଭୋଟଦାନକୁ ବର୍ଜନ କରିବା ପାଇଁ ଭୋଟର୍‌ମାନଙ୍କୁ ଆହ୍ଵାନ ଦେଇଥିବା ବେଳେ ଏହି ସବୁ ଅଂଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଭୂପୃଷ୍ଠରୁ ୨୨୦୦ କିମି ଉଚ୍ଚତାକୁ ପଳାଇଗଲାଣି ଧ୍ୱଂସପାଇଥିବା ଭାରତୀୟ ସାଟେଲାଇଟର ଅଂଶବିଶେଷ, ଧ୍ୱଂସ ହେବାକୁ ବର୍ଷେ…

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୨୭ରେ ଭାରତ ପରୀକ୍ଷା କରିଥିବା ଆଣ୍ଟି-ସାଟେଲାଇଟ ମିସାଇଲ ପରୀକ୍ଷାକୁ ନେଇ ବିବାଦ ଥମୁ ନାହିଁ । ଭୂପୃଷ୍ଠରୁ ୩୦୦ କିମି ଦୂରରେ ଏହି ପରୀକ୍ଷା କରାଯାଇଥିଲା ଏଣୁ ଏଥିରୁ ସୃଷ୍ଟ ଧ୍ୱଂସାବଶେଷ ମାତ୍ର ୬ ମାସରେ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧ୍ୱଂସ ପାଇଯିବ ବୋଲି ଭାରତର…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଭୋଟ୍‌ : ଆରମ୍ଭ ହୋଇଗଲାଣି ଅନ୍ଧାରୀ ବିଜେ !

ଭୁବନେଶ୍ୱର : ଆସନ୍ତାକାଲି ସକାଳେ ରାଜ୍ୟର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଆରମ୍ଭ ହେବ। ତେଣୁ ଆଜି ରାତିଟି ସବୁ ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶେଷ ମୁହୂର୍ତ୍ତରେ ଭୋଟରମାନଙ୍କୁ ମନେଇବା ପାଇଁ ଅଧିକାଂଶ…
ଅଧିକ ଖବର ଦେଖନ୍ତୁ...

ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ଷଷ୍ଠ ଦିନରେ କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା’

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ବୁଧବାର ଷଷ୍ଠ ଦିନରେ ପହଂଚିଛି। ଏହି ଅବସରରେ ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଦୁର୍ଲଭ…
ଅଧିକ ଖବର ଦେଖନ୍ତୁ...

ଚୌକିଦାର ଚୋର୍‌ ହୈ! ଏହାକୁ ଆଜି ପ୍ରମାଣ କରିଛନ୍ତି ସୁପ୍ରିମ କୋର୍ଟ, ରାହୁଲଙ୍କ ଏଭଳି ବୟାନ ପରେ କିଛି ନ ଜାଣି ମତ…

ନୂଆଦିଲ୍ଲୀ : ବୁଧବାର ରାଫେଲ ଡିଲ୍‌କୁ ନେଇ ହୋଇଥିବା ଦୁର୍ନୀତି ଉପରେ ପୁନର୍ବିଚାର କରାଯିବ ବୋଲି ସୁପ୍ରିମ କୋର୍ଟ ଆଦେଶ ଦେବା ପରେ ମୋଦୀ ସରକାରଙ୍କ ବିପକ୍ଷ ଦଳକୁ ଏହା ଖୁସି କରାଇଛି । ଆଦଲତ ପୁଙ୍ଖାନୁପୁଙ୍ଖ ଭାବରେ ରାଫେଲ ସମୀକ୍ଷା ଆବେଦନଗଡ଼ିକର ଶୁଣାଣି କରିବ ବୋଲି କହିବା ପରେ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ କରିବାରେ ସଫଳ ହୋଇପାରନ୍ତି। ଧନଲାଭର ଯୋଗ ରହିଛି। ଆପଣଙ୍କୁ କୌଣସି ଭଲ ଖବର ମିଳିବ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ। ବୃଷ: ଖୋଦକୁ ଊର୍ଜାବାନ ଅନୁଭବ କରିବେ। କୌଣସି…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନ: ଜାଣନ୍ତୁ କିଏ କାହା ବିପକ୍ଷରେ ଲଢ଼ୁଛନ୍ତି

ନବରଙ୍ଗପୁର ଲୋକସଭା ଓ ଏଥିଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ, ନବରଙ୍ଗପୁର, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଲାଗି କାଲି ହେବ ମତଦାନ। ଜାଣନ୍ତୁ କେଉଁ ସବୁ ପ୍ରମୁଖ ପ୍ରାର୍ଥୀ ଏଡାରେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି…
ଅଧିକ ଖବର ଦେଖନ୍ତୁ...