Daily Archives

April 11, 2019

ଆଇପିଏଲ୍‌ ୧୨: ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନକୁ ୪ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ୍‌କୁ ୪ ଓ୍ଵିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦ୍ୱିତୀୟ ପାଳିରେ ୧୫୧ ରନ୍‌ର ପିଛା କରି ଚେନ୍ନାଇ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୫୫ ରନ୍‌ କରିଛି । ଧୋନି ଓ ରାୟୁଡୁଙ୍କ ଅର୍ଦ୍ଧଶତକୀୟ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପ୍ରଚାର ମଇଦାନରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ଼: ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ପ୍ରଚାର ମଇଦାନକୁ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓହ୍ଲାଇଛନ୍ତି। ସ୍ଥାନୀୟ ମୁଣ୍ଡଳୀଠାରୁ ଆରମ୍ଭ ହୋଇଛି ସ୍ୱାଇଁ ଏବଂ ସାଂସଦ ଭର୍ତ୍ତୁହରି ମହତାବ ସେମାନଙ୍କ ସମର୍ଥକଙ୍କ ଗହଣରେ ଜୋରଦାର ପ୍ରଚାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦୁଇଟି ନୂଆ ରଂଗରେ ଟିଭିଏସ ସ୍କୁଟି ପେପ ପ୍ଲସ

ନୂଆଦିଲ୍ଲୀ : ଟିଭିଏସ୍ ସ୍କୁଟିର ୨୫ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଟିଭିଏସ୍ ସ୍କୁଟି ପେପ୍ ପ୍ଲସକୁ ଦୁଇଟି ନୂଆ ରଙ୍ଗ-ରିଭାଇଭିଙ୍ଗ୍ ରେଡ୍ ଓ ଗ୍ଲିଟରିଂ ଗୋଲ୍ଡରେ ଉନ୍ମୋଚନ କରାଯାଇଛି । ନୂଆ ରଙ୍ଗ ବ୍ୟତୀତ ଟିଭିଏସ୍ ସ୍କୁଟି ପେପ+ ୫ଟି ରଙ୍ଗ ଥିମ୍ ଏବଂ ତିନିଟି ସେଟରେ ଆସୁଛି । ଷ୍ଟାରଲେଟ୍…
ଅଧିକ ଖବର ଦେଖନ୍ତୁ...

ଖରାଦିନେ ଅଧିକ କାକୁଡ଼ି ଖାଇବା ଦ୍ୱାରା ଲାଭ ମିଳିବା ପରିବର୍ତ୍ତେ ଉପୁଜିଥାଏ ଏହି ସବୁ ଶାରୀରିକ ସମସ୍ୟା

ଖରାଦିନ ଆସିବା ମାତ୍ରେ ବଜାରରେ କାକୁଡି ଏବଂ ତରଭୂଜର ବିକ୍ରି ବଢ଼ିବା ଆରମ୍ଭ ହୋଇଥାଏ । ଶରୀରରେ ଜଳୀୟଅଂଶ ଠିକ୍‌ ରଖିବା ପାଇଁ ଲୋକମାନେ ଖରାଦିନେ ଏହାକୁ ଅଧିକ ମାତ୍ରରେ ଖାଇଥାନ୍ତି । କିନ୍ତୁ ଅଧିକ କାକୁଡ଼ି ଖାଇବା ଦ୍ୱାରା ଶରୀରକୁ ଫାଇଦା ମିଳିବା ପରିବର୍ତ୍ତେ କ୍ଷତି ପହଞ୍ଚାଇଥାଏ । ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ବିତର୍କ ସମୟରେ ଟିଭି ଉପସ୍ଥାପିକାଙ୍କୁ ‘ବହନଜୀ’ କହି ଦେଲେ କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ, ମିଳିଲା ଏଭଳି…

ନୂଆଦିଲ୍ଲୀ : ନିର୍ବାଚନୀ ପ୍ରଚାର ସମୟରେ ବିପକ୍ଷ ଦଳର ନେତାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିତର୍କ ହେବା ସାଧାରଣ କଥା । କିନ୍ତୁ ଏକ ନିଉଜ୍‌ ଚ୍ୟାନେଲରେ ଉପସ୍ଥାପିକାଙ୍କ ସହ ବ୍ୟକ୍ତିଗତ ସ୍ତରକୁ ଯାଇ ବିତର୍କ କରିବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । କଂଗ୍ରେସ ପ୍ରବକ୍ତା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ରିଲିଜ୍‌କୁ ଅନୁମତି ନ ମିଳିବା ପରେ କଡ଼ା ପ୍ରତିକ୍ରିୟା ରଖିଲେ ଫିଲ୍ମ ନିର୍ମାତା, କହିଲେ; ଡ଼ରି ଗଲ କି?

ମୁମ୍ବାଇ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ପିଏମ୍‌ ନରେନ୍ଦ୍ର ମୋଦୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏ ପର୍ଯ୍ୟନ୍ତ ଥମି ନାହିଁ । ପ୍ରଥମେ ଫିଲ୍ମର ରିଲିଜ୍‌ ତାରିଖ ଏପ୍ରିଲ ୫ରେ ରଖା ଯାଇଥିବା ବେଳେ ଏହାକୁ ନେଇ ବିରୋଧି ଦଳ ଆପତ୍ତି ଉଠାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ପରାଜୟ ଭୟରେ ରକ୍ତମୁଖା ପାଲଟିଛି ବିଜୁ ଜନତା ଦଳ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମ୍ବେଦନଶୀଳ ବୁଥର ତାଳିକା ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିଲା । ସେହି ବୁଥମାନଙ୍କରେ ଶାସକ ବିଜୁ ଜନତା ଦଳ ଦାଦାଗିରି ଦେଖିାଇ ସାଧାରଣ ଭୋଟରମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କଲା ୧୫ ବର୍ଷିଅ ନାବାଳକ, ୫୦୦ଟଙ୍କା ଦେଇ ମାମଲା ରଫାଦଫା କରିବାକୁ ଚେଷ୍ଟା କଲା…

ଚଣ୍ଡିଗଡ : ପଞ୍ଜାବର ହୋଶିଆରପୁରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ୧୫ ବର୍ଷୀୟ ବର୍ଷିଅ ୫ବର୍ଷୀୟା ନାବାଳିକା ସହ ସହ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତର ବାପା ଯେଉଁ ଅମାନବିକ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଅ କରିଥିବା ଅପରାଧ ବିଷୟରେ ଜାଣିବା ପରେ ବାପା ପୀଡ଼ିତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିଜ ଘର ଛାଡ଼ି ୨ବର୍ଷ ପାଇଁ ଭଡ଼ା ଘରେ ରହିବାର ଯୋଜନା କରୁଛନ୍ତି ଅଜୟ ଦେବଗନ୍‌

ମୁମ୍ବାଇ : କିଛି ଦିନ ତଳେ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଟୋଟାଲ ଧମାଲ’ ରିଲିଜ୍‌ ହୋଇଥିଲା । ଯାହା ଆଶାଠାରୁ ବକ୍ସ ଅଫିସରେ ଅଧିକ ଆୟ କରିଥିଲା । ଏବେ ତାଙ୍କର ଆଉ ଏକ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ ରିଲିଜ୍‌ ଅପେକ୍ଷାରେ ରହିଥିବା ବେଳେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଜୟ ଦେବଗନ୍‌…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ସମୁଦ୍ର ତଳେ ରେଳ ଧାରଣା ତିଆରି କରୁଛି ଆଉ ଆପଣମାନେ ଚୋରକୁ ଚୌକିଦାର କରୁଛନ୍ତି : ନବଜୋତ୍‌ ସିଂହ ସିଦ୍ଧୁ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ ପୁଲଓ୍ଵାମା ଆକ୍ରମଣ ପରଠାରୁ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରି ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି ସିଦ୍ଧୁ । ପୂର୍ବରୁ ଅନେକ ଥର ସେ ମୋଦୀଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...