Daily Archives

April 11, 2019

ମୋଦି ଶାସନ ପତନର ଓଲଟ ଗଣତି ଆରମ୍ଭ ହୋଇଯାଇଛି : ଜନାର୍ଦ୍ଦନ ପତି

ଭୁବନେଶ୍ୱର : ଗତକାଲି ସୁପ୍ରିମ୍ କୋର୍ଟ ରାଫେଲ ଦୁର୍ନୀତି ସମ୍ପର୍କରେ ରାୟର ରିଭ୍ୟୁ କରାଯିବ ବୋଲି ରାୟ ଦେଇ ମୋଦି ସରକାରଙ୍କ ଗାଲରେ ଶକ୍ତ ଚାପୁଡା ଦେଇଛନ୍ତି । ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି ଯେ ସେ ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା…
ଅଧିକ ଖବର ଦେଖନ୍ତୁ...

ମଥୁରାରେ ଷ୍ଟୋର ରୁମ୍‌ ପାଲଟିଛି ଶୌଚାଳୟ, ଶୌଚ ହେବା ପାଇଁ ବାହାରକୁ ଯାଉଛନ୍ତି ଲୋକେ : ହେମା ମାଳିନୀ

ମଥୁରା : ମଥୁରାରେ ସ୍ୱଚ୍ଛ ଭାରତ ଅଭିଯାନ ଠିକ୍‌ ଭାବରେ ପାଳନ କରାଯାଉ ନ ଥିବାକୁ ନେଇ ସ୍ଥାନୀୟ ଲୋକମାନଙ୍କୁ ଦାୟୀ କରିଛନ୍ତି ସାଂସଦ ହେମା ମାଳିନୀ । ମଥୁରାରେ ରହୁଥିବା ଲୋକମାନେ ସ୍ୱଚ୍ଛତାକୁ ନେଇ ସଚେତନ ନୁହନ୍ତି । ଶୌଚ ହେବା ପାଇଁ ଶୌଚାଳୟ ଥାଇ ମଧ୍ୟ ଲୋକେ ବାହାରକୁ ଶୌଚ ହେବାକୁ ଯିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ରୟାଲସକୁ ୧୫୧ ରନ୍‌ରେ ଅଟକାଇଲା ସୁପର କିଙ୍ଗସ୍‌

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ୍‌କୁ ଚେନ୍ନାଇ ସୁପର କିଙ୍ଗସ୍‌ ୧୫୧ ରନ୍‌ରେ ଅଟକାଇଛି। ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମ୍‌ରେ ଗୁରୁବାର ଚେନ୍ନାଇ ଟସ୍‌ ଜିଣି ବୋଲି କରିବାକୁ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ପଛରେ ପକାଇ ଫେସ୍‌ବୁକ୍‌ରେ ‘ମୋଷ୍ଟ ପପୁଲାର ଓ୍ଵାଲର୍ଡ ଲିଡର’ ବନିଲେ…

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଫେସ୍‌ବୁକ୍‌ରେ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପକୁ ପଛରେ ପକାଇଥିବା ଜଣାପଡ଼ିଛି । ଟ୍ରମ୍ପଙ୍କୁ ପଛରେ…
ଅଧିକ ଖବର ଦେଖନ୍ତୁ...

କୁକୁର ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ସ୍ୱାମୀ, ୧୦ବର୍ଷ ଜେଲ ଦଣ୍ଡାଦେଶ

ବେଲଗବୀ(କର୍ଣ୍ଣାଟକ) : କର୍ଣ୍ଣାଟକର ବେଲଗବୀରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ନିଜ ପତ୍ନୀଙ୍କ ସହ ଅପ୍ରାକୃତିକ ଶାରୀରିକ ସଂପର୍କ ରଖୁଥିବା ସହ ପର୍ଣ୍ଣ ଦେଖାଇ ଘରେ ଥିବା କୁକୁର ଛୁଆ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ବୋଲି ଜଣାପଡ଼ିଛି । ଏ ନେଇ…
ଅଧିକ ଖବର ଦେଖନ୍ତୁ...

୨୦୧୪ ନିର୍ବାଚନ ତୁଳନାରେ ବିଜେଡି ଏଥର ଭଲ ପ୍ରଦର୍ଶନ କରିବ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ୨୦୧୪ ଅପେକ୍ଷା ଭଲ ପ୍ରଦର୍ଶନ କରିବ। ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୪ଟି ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ଶେଷ ହେବା ପରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ପ୍ରତିକ୍ରିୟା ରଖିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟ ଭୋଟ ସରିଲା, ନେତା ଲଗାଇଲେ ବୋଲି ! ଜାଣନ୍ତୁ କେଉଁ ଦଳ କେତେ ଆସନ ଜିତିବ ବୋଲି ଦାବି କରୁଛି

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ମତଦାନ, ଇଭିଏମ ମେସିନରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ରାଜ୍ୟରେ ମୋଟ ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଛି । କିନ୍ତୁ ନିର୍ବାଚନ ଶେଷ ହେବା ପରେ ଦଳୀୟ ନେତା ଯେଉଁ ହିସାବ କିତାବ କରିଛନ୍ତି ତାହା ଭୋଟରଙ୍କୁ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ବଙ୍ଗର କୁୁଚବିହାର, ଆଲିପୁରଦ୍ୱାର ଆସନରେ ଭୋଟଗ୍ରହଣ ବେଳେ ବ୍ୟାପକ ହିଂସାକାଣ୍ଡ

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ରର ମହାପର୍ବ ‘ସାଧାରଣ ନିର୍ବାଚନ-୨୦୧୯’ ଆରମ୍ଭ ହୋଇଯାଇଛି । କିଛି ସମୟ ପୂର୍ବେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ନିର୍ବାଚନ ଆୟୋଗ ପ୍ରଥମ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

ନରେନ୍ଦ୍ର ମୋଦୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ପିଏମ୍‌ଓ କର୍ମଚାରୀ, ସମୟ ପୂର୍ବରୁ ଅବସର ଏବଂ ବଦଳି ପାଇଁ କଲେ ଆବେଦନ

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ଆରମ୍ଭ ହୋଇ ସାରିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବ  ସେ ନେଇ ଜୋର ସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋଦୀ ସରକାରଙ୍କୁ ଦେଶର ଜନତା ପସନ୍ଦ କରୁଥିବା ବେଳେ ଅନେକ ସର୍ଭେ ରିପୋର୍ଟରୁ ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। କୌଣସି ସ˚ପର୍କୀୟଙ୍କୁ ମନାଇବାରେ ସମୟ କଟିବ। କାରବାରରେ ସଫଳତା ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ କାଳୀଯାଈ। ବୃଷ: କୌଣସି କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି।…
ଅଧିକ ଖବର ଦେଖନ୍ତୁ...