Daily Archives

April 12, 2019

ମଦ ମାଫିଆଙ୍କ ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ସମେତ ୪ ଗ୍ରାମବାସୀ ଗୁରୁତର

ରେଙ୍ଗାଲି : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦକୁ ନେଇ ମାଡ଼ପିଟ। ମଦ ମାଫିଆଙ୍କ ଠେଙ୍ଗା ମାଡ଼ରେ ସରପଞ୍ଚଙ୍କ ସ୍ୱାମୀ ସମେତ ୪ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: କୋଲକାତାକୁ ୭ ଓ୍ଵିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍‌

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୯ର ୨୬ତମ ମ୍ୟାଚରେ ଶୁକ୍ରବାର ଶିଖର ଧ୍ୱାଓ୍ଵନଙ୍କ ଦମ୍‌ଦାର ୯୭ ରନ୍‌ର ପାଳି ଦିଲ୍ଲୀ କ୍ୟାପିଟାଲସ୍‌କୁ ବିଜୟ ଦେଇଛି । ଦିଲ୍ଲୀ ପକ୍ଷରୁ ଶିଖର ଧ୍ୱାଓ୍ଵନ ୯୭ରନ୍‌ (୬୩ ବଲ୍‌ ୧୧ ଚଉକା ୨ ଛକା) କରିଥିବା ବେଳେ ରିଷଭ ପନ୍ତ୍‌ ୪୬ରନ୍‌…
ଅଧିକ ଖବର ଦେଖନ୍ତୁ...

ମୋଦୀ ପ୍ରଧାନମନ୍ତ୍ରୀ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଥିଲେ ଏଚ୍‌ ଡି ଦେବଗୌଡାଙ୍କ ବଡ଼ ପୁଅ, ମୋଦୀ କହିଲେ;…

ବେଙ୍ଗାଲୁରୁ : ଲୋକସଭା ନିର୍ବାଚନ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ନେତାମାନଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି । ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବୟାନବାଜି କରୁଥିବା ଦେଖା ଯାଇଛି । ଏହି କ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବ୍‌ଗୌଡାଙ୍କ ବଡ଼ ପୁଅ ଏଚ୍‌ ଡି ରେଭନ୍ନା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଗତ ୫ ବର୍ଷରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି

ନୂଆଦିଲ୍ଲୀ : ପ୍ରୋଜେକ୍ଟ ଟୁଡେ ପକ୍ଷରୁ ଅନୁଷ୍ଠିତ ୭୪ତମ ଭାରତୀୟ ନିବେଶ ପ୍ରକଳ୍ପ ସର୍ଭେକ୍ଷଣ ଅନୁଯାୟୀ ୨୦୧୫ରୁ ୨୦୧୯ ଆର୍ଥିକ ବର୍ଷ ମଧ୍ୟରେ ଭାରତରେ ୪୭,୯୧୧ଟି ପ୍ରକଳ୍ପରେ ମୋଟ ୬୦,୫୧,୨୮୧ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଛି । ପୂର୍ବ ୫ ବର୍ଷରେ ୪୩,୮୭୬ଟି ପ୍ରକଳ୍ପରେ ୨୯,୨୮,୧୨୫ କୋଟି…
ଅଧିକ ଖବର ଦେଖନ୍ତୁ...

ଶରୀରରେ ଭିଟାମିନ୍‌-ଡିର ପରିମାଣ ଅଧିକ ହେଲେ କିଡ୍‌ନୀ ନଷ୍ଟ ହେବା ସହ ଦେଖା ଦେଇଥାଏ ଏ ସବୁ ସମସ୍ୟା

ଭିଟାମିନ୍‌-ଡି ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍‌-ଡିର ମୁଖ୍ୟ ସ୍ରୋତ ସୂର୍ଯ୍ୟ କିରଣ ହୋଇଥିବା ବେଳେ ବିଭିନ୍ନ ପ୍ରକାରର ଖାଇବାରୁ ମଧ୍ୟ ଏହା ଶରୀରକୁ ମିଳିଥାଏ । କିନ୍ତୁ ଯଦି ଶରୀରରେ ଭିଟାମିନ୍‌-ଡିର ପରିମାଣ ଦରକାର ଠାରୁ ଅଧିକ ହୋଇଯାଏ, ତେବେ ଶରୀରରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୩ରେ ତୃତୀୟ ପର୍ଯ୍ୟାୟ ମତଦାନ : ୧୦,୪୬୪ଟି ବୁଥ୍‌ରେ ମତଦାନ କରିବେ ୯୨ ଲକ୍ଷରୁ ଅଧିକ ମତଦାତା 

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୬ ଗୋଟି ଲୋକସଭା ଆସନ ଯଥା- ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ବିମାନ ବନ୍ଦରରୁ ଯିବା ପାଇଁ ଉବର କ୍ୟାବ୍‌ ବୁକ୍‌ କଲେ ଯୁବତୀ, କ୍ୟାବ୍‌ ପହଞ୍ଚିବାର ସମୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: କ୍ୟାବ୍‌ ସର୍ଭିସ ପ୍ରୋଭାଇଡର କମ୍ପାନି ଉବରକୁ କରିଥିବା ଭୁଲ ପାଇଁ ଏବେ ସୋସିଆଲ ମିଡିଆରେ ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଛି । ଜଣେ ବିଦେଶୀ ନାଗରିକ ଉବରକୁ ନେଇ ଅଭିଯୋଗ ଆଣିବା ପରେ ଲୋକେ କମ୍ପାନିକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ସୂଚନା ମୁତାବକ, ଅଷ୍ଟ୍ରେଲିଆରେ…
ଅଧିକ ଖବର ଦେଖନ୍ତୁ...

ମିଛ ଖବର ଛାପି ଥିବାରୁ ୧୦୦କୋଟିର ମାନହାନୀ ମକଦ୍ଦମା କଲେ ନଓ୍ଵାଜୁଦ୍ଦିନ୍‌ଙ୍କ ଭାଇ

ମୁମ୍ବାଇ: ବଲିଉଡ୍‌ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଦିକୀଙ୍କ ଭାଇ ଶମ୍‌ସୁଦ୍ଦିନ୍‌ ସିଦ୍ଦିକୀ ଏକ ପ୍ରକାଶନୀ ସଂସ୍ଥା ଉପରେ ୧୦୦କୋଟିର ମାନହାନୀ ମକଦ୍ଦମା କରିଥିବା ଜଣା ପଡ଼ିଛି । ଫିଲ୍ମ ‘ବୋଲେ ଚୁଡିଆଁ’ରୁ ନିର୍ଦ୍ଦେଶନା ଆରମ୍ଭ କରୁଥିବା ଶମ୍‌ସୁଦ୍ଦିନ୍‌ଙ୍କ ଚରିତ୍ରକୁ ନେଇ ଏକ ପ୍ରକାଶନୀ…
ଅଧିକ ଖବର ଦେଖନ୍ତୁ...

ମଦ ପାଇଁ ଦିନ ମଜୁରିଆଙ୍କୁ ହତ୍ୟା କରିଥିଲେ ୩ଯୁବକ, ଧରା ପକାଇଲା ଟି-ସାର୍ଟରେ ଲେଖାଥିବା ଏକ ଶବ୍ଦ

ବେଙ୍ଗାଲୁରୁ : ଗତ ମାର୍ଚ୍ଚ ୨୬ ତାରିଖରେ ପୁଲିସକୁ ଜଣେ ଦିନ ମଜୁରିଆଙ୍କ ମୃତଦେହ ମିଳିଥିଲା । ଅଭିଯୁକ୍ତମାନେ ହତ୍ୟା ପରେ ମୃତକଙ୍କୁ ଅଳିଆଗଦାରେ ଫିଙ୍ଗି ଦେଇଥିବା ବେଳେ ବାଟରେ ଯାଉଥିବା ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ହିଞ୍ଜିଳି ରାଜନୀତିରେ ବିବାଦ: ବିଜେପି ପୋଷ୍ଟର ଚିରାକୁ ନେଇ ଥାନାରେ ମାମଲା

ଶେରଗଡ଼: ଗତ କିଛିଦିନ ହେଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ବିଜେପି ପ୍ରାର୍ଥୀଙ୍କ ପୋଷ୍ଟର ଚିରାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ପ୍ରଥମେ ଆଇନଜୀବୀ ମାନେ ହିଞ୍ଜିଳିରେ ପିତାମ୍ବର ଆଚାର୍ଯ୍ୟଙ୍କ ବିରୁଦ୍ଧରେ…
ଅଧିକ ଖବର ଦେଖନ୍ତୁ...