Daily Archives

April 12, 2019

ବିଜେପିକୁ କଡ଼ା ବିରୋଧ କରୁଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମିଳିଲା ମୋଦୀଙ୍କୁ ଭୋଟ୍‌ ଦେବାର ମେସେଜ, ଜାଣନ୍ତୁ…

ମୁମ୍ବାଇ : ଦେଶରେ ମୋଦୀଙ୍କ ସମର୍ଥକଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ କିଛି ମୋଦୀଙ୍କ ବିରୋଧି ମଧ୍ୟ ରହିଛନ୍ତି । ମୋଦୀଙ୍କ ପାଇଁ ବଲିଉଡ୍‌ ମଧ୍ୟ ଦୁଇ ଭାଗ ହୋଇ ସାରିଛି । କିଛି ବଲିଉଡ୍‌ କଳାକାର ମୋଦୀଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ କରୁଥିବା ବେଳେ କିଛି ବଲିଉଡ୍‌ କଳାକାର ମୋଦୀଙ୍କୁ କଡ଼ା…
ଅଧିକ ଖବର ଦେଖନ୍ତୁ...

ସର୍ଜରୀ କରିବା ପାଇଁ ଏମ୍‌ସ ଡ଼ାକ୍ତଖାନାରେ ପହଞ୍ଚିଲେ ରୋଗୀ, ଜବାବ ମିଳିଲା; ଦୁଇ ବର୍ଷ ପରେ ଆସିବ

ନୂଆଦିଲ୍ଲୀ : ଦିଲ୍ଲୀରେ ଥିବା ଏମ୍‌ସ ଡ଼ାକ୍ତରଖାନାକୁ ଜଣେ ହୃଦ୍‌ ରୋଗୀ ନିଜର ସର୍ଜରୀ କରାଇବାକୁ ଆସିଥିବା ବେଳେ ତାଙ୍କ ସହ ଯେଉଁ ଭଳି ଭାବରେ ବ୍ୟବହାର କରାଯାଇଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତ ନିଜର ସର୍ଜରୀ ପାଇଁ ଆସିଥିବା ବେଳେ ଏମ୍‌ସର ଜଣେ ଡ଼ାକ୍ତର ତାଙ୍କୁ ଜାନୁଆରୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଦିଲ୍ଲୀକୁ ୧୭୯ ରନ୍‌ ଟାର୍ଗେଟ ଦେଲା କୋଲକାତା

କୋଲକାତା: ଶୁଭମନ ଗିଲ୍‌ଙ୍କ ଅର୍ଦ୍ଧଶତକ (୬୫ ରନ୍‌, ୩୯ ବଲ, ୭ ଚୌକା, ୨ ଛକା) ଓ ଆନ୍ଦ୍ରେ ରସଲଙ୍କ ବିସ୍ଫୋରକ ବ୍ୟାଟିଂ (୨୧ ବଲ୍‌ରୁ ୪୫ ରନ୍‌) ବଳରେ କୋଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୮ ରନ୍‌ କରିଛି। ଫଳରେ ଦିଲ୍ଲୀକୁ ୧୭୯ ରନ୍‌ ଟାର୍ଗେଟ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ପ୍ରଚାର ପାଇଁ ଯାଉଥିବା ବେଳେ ହଠାତ୍‌ ମଝି ଆକାଶରେ ଖୋଲିଗଲା ହେଲିକପ୍ଟରର କବାଟ, ବଡ଼ ଦୁର୍ଘଟଣାରୁ…

ନୂଆଦିଲ୍ଲୀ : ନିର୍ବାଚନୀ ପ୍ରଚାର କରିବାକୁ ଯାଉଥିବା ସମୟରେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣା ପଡ଼ିଛି । ମଝି ଆକାଶରେ ହଠାତ୍‌ ତାଙ୍କ ହେଲିକପ୍ଟରର କବାଟ ଖୋଲିଯିବାରୁ ଭିତରେ ବସିଥିବା ସିଦ୍ଧୁ ଡ଼ରି ଯାଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ଅଷ୍ଟମ ଦିନରେ ମହାଗୌରୀ ବେଶରେ ଦର୍ଶନ ଦେଲେ ମା’

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ ସ୍ଥାନୀୟ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଶୁକ୍ରବାର ଅଷ୍ଟମ ଦିନରେ ପହଂଚିଛି। ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଦୁର୍ଲଭ ମହାଗୌରୀ…
ଅଧିକ ଖବର ଦେଖନ୍ତୁ...

ମୁସ୍‌ଲିମ୍‌ମାନଙ୍କୁ ଖୋଲା ଧମକ ଦେଲେ ମାନେକା ଗାନ୍ଧୀ, କହିଲେ; ମୋତେ ଭୋଟ୍‌ ଦେବ, ନଚେତ୍‌ ପରେ ପରିଣାମ ଭୋଗିବ

ସୁଲତାନପୁର : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ସୁଲତାନ୍‌ପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ମୁସଲମାନମାନଙ୍କୁ ଖୋଲା ଧମକ ଦେଇଥିବା ଜଣା ପଡ଼ିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁଲତାନ୍‌ପୁରରେ ରହୁଥିବା ମୁସଲମାନମାନଙ୍କୁ ସମ୍ବୋଧନ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗୋଙ୍କ ଉପସ୍ଥିତିରେ କଂଗ୍ରେସ ନେତ୍ରୀ ସୋନାଲି ସାହୁ ଶୁକ୍ରବାର ଆନୁଷ୍ଠାନିକ ଭାବେ…
ଅଧିକ ଖବର ଦେଖନ୍ତୁ...

‘ଯେ କୌଣସି ନିର୍ବାଚନୀ ରାଲିରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହତ୍ୟା କରି ପାରେ’, ଫେସ୍‌ବୁକ୍‌ରେ ଏଭଳି ଧମକ ମିଳିବା…

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ କେଉଁ ଦଳ ନିଜର ସରକାର ଗଢ଼ିବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକର ଖବର ସମସ୍ତଙ୍କୁ ଚମକାଇ ଦେଇଛି । କିଛି ଦିନ ତଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନସଭାକୁ ଆକ୍ରମଣ କରିବାର ଧମକ…
ଅଧିକ ଖବର ଦେଖନ୍ତୁ...

ସେନାର ରାଜନୀତିକରଣକୁ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ କୌଣସି ପତ୍ର ଲେଖିନଥିବା କହିଲେ ପୂର୍ବତନ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ସେନାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଅଭିଯୋଗ କରି ରାଷ୍ଟ୍ରପତି ତଥା ଦେଶର ତିନିସେନାର ସୁପ୍ରିମ କମାଣ୍ଡର ରାମନାଥ କୋବିନ୍ଦଙ୍କୁ ପ୍ରାୟ ୧୫୩ ରୁ ଅଧିକ ପୂର୍ବତନ ସେନା ଅଧିକାରୀ ପତ୍ର ଲେଖିଛନ୍ତି । କିନ୍ତୁ ଏବେ ଏହି ପତ୍ରକୁ ନେଇ ବିବାଦ ଦେଖାଦେଇଛି । କାରଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଜୀବନସାଥୀ ଆପଣଙ୍କ ପ୍ରଦର୍ଶନରେ ପ୍ରଭାବିତ ହେବେ। ବଜାରରେ ଅଟକିଥିବା ପଇସା ମିଳିପାରେ। ବିଦ୍ୟାର୍ଥୀମାନେ ଶୁଭ ଖବର ପାଇବେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ତାରିଣୀ। ବୃଷ: କୌଣସି କାମରେ କଠିନ ପରିଶ୍ରମ କରିବାକୁ…
ଅଧିକ ଖବର ଦେଖନ୍ତୁ...