Daily Archives

April 13, 2019

‘ଏହା କେବଳ ଭାରତରେ ହିଁ ସମ୍ଭବ’… ଜାଣନ୍ତୁ କାହିଁକି ଓ କ’ଣ ପାଇଁ ଏପରି ମନ୍ତବ୍ୟ ଦେଲେ ଟୁଇଟର ବ୍ୟବହାରକାରୀ

ହାଇଦ୍ରାବଦ/ ନୂଆଦିଲ୍ଲୀ: ଗୋଟେପଟେ ୨୦୧୯ ଲୋକସଭା ନିର୍ବାଚନ ଓ ଅନ୍ୟପଟେ ୨୦୧୯- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟି- ଟେ୍ଵଣ୍ଟି କ୍ରିକେଟକୁ ନେଇ ସମଗ୍ର ଦେଶର ବାତାବରଣ ଏବେ ବେଶ୍‌ ସରଗରମ ହୋଇ ଉଠିଛି। ତେବେ, ଦେଶର ନିର୍ବାଚନୀ ଉଷ୍ମତା କିନ୍ତୁ କ୍ରିକେଟ ପ୍ରେମୀମାନଙ୍କର ଆଗ୍ରହ,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ୬ଟି ପରାଜୟ ପରେ ବେଙ୍ଗାଲୁରୁର ପ୍ରଥମ ବିଜୟ, କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ୮ ୱିକେଟରେ ପରାସ୍ତ କଲା…

ମୋହାଲି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌ ୧୨)ର ଶନିବାର ମ୍ୟାଚରେ ବେଙ୍ଗାଲୁରୁ ପ୍ରଥମ ବିଜୟ ହାସଲ କରିଛି । ଦ୍ୱିତୀୟ ପାଳିରେ ୧୭୪ ରନ୍‌ର ପିଛା କରି ବେଙ୍ଗାଲୁରୁ ୧୯.୨ ଓଭରରେ ୨ ଓ୍ଵିକେଟ ହରାଇ ଏହି ଲକ୍ଷ୍ୟକୁ ପୁରା କରିଛି । ବେଙ୍ଗାଲୁରୁ ପକ୍ଷରୁ ଏବିଡି ୫୯ ରନ୍‌ (୩୮ ବଲ୍‌ ୫…
ଅଧିକ ଖବର ଦେଖନ୍ତୁ...

ଆଇଏଲଏଫଏସର ପୂର୍ବତନ ଏମଡି ରମେଶ ବାୱା ଗିରଫ

ନୂଆଦିଲ୍ଲୀ : ଋଣଗ୍ରସ୍ତ ହୋଇ ଦେବାଳିଆସ୍ଥିତିରେ ପଡିଯାଇଥିବା ଭିତ୍ତିଭୂମି ଅର୍ଥଯୋଗାଣକାରୀ କମ୍ପାନି ଆଇଏଲଏଫଏଣ୍ଡଏସର ପୂର୍ବତନ ସିଇଓ ତଥା ଏମଡି ରମେଶ ବାୱାଙ୍କୁ ଆଜି କେନ୍ଦ୍ର କର୍ପୋରେଟ ଆଫାୟାର୍ସ ମନ୍ତ୍ରାଳୟ ଅଧିନସ୍ଥ ଗୁରତର ଆର୍ଥିକ ଅପରାଧ ଅଫିସ ଗିରଫ କରିଛି । ତାଙ୍କୁ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଟୋଲ ଗେଟ୍‌ରେ ଅଟକିବାକୁ କହିବାରୁ କର୍ମଚାରୀଙ୍କୁ ଚଳନ୍ତା ଗାଡ଼ି ସହ ଘୋଷାଡି ନେଲେ ଚାଳକ: ଭିଡିଓ ଦେଖନ୍ତୁ

ଗୁରୁଗ୍ରାମ: ଗୁରୁଗ୍ରାମ ଟୋଲ ପ୍ଲାଜାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁରୁଗ୍ରାମ ଟୋଲ ପ୍ଲାଜାରେ ଜଣେ କାର ଚାଳକ ଟୋଲ କର୍ମଚାରୀଙ୍କୁ ନିଜ କାରର ବନେଟରେ ପକାଇ ଘୋଷାଡି ନେଇଥିବା ସେଠାରେ ଲାଗିଥିବା ସିସିଟିଭ୍‌ ଫୁଟେଜ ଜରିଆରେ ଦେଖିବାକୁ ମିଳୁଛି। #WATCH…
ଅଧିକ ଖବର ଦେଖନ୍ତୁ...

ନେତାଙ୍କୁ ନେଇ ଜମୁଛି ପ୍ରଚାର ମଇଦାନ : ଗାଁ ଗାଁ ବୁଲି ଭୋଟ ପାଇଁ ନିବେଦନ କରିବା ସହ ଜନତାଙ୍କ ମନ ଜିଣିବାକୁ ଚାଲିଛି…

ଭୁବନେଶ୍ୱର : ପ୍ରଚାର ମୈଦାନରେ ନେତା । ଜନତାଙ୍କ ମନ ଜିଣିବାକୁ ଚାଲିଛି ପ୍ରୟାସ । କିଏ ଗାଡିରେ ତ ଆଉ କିଏ ଚାଲି ଚାଲି ଲାଗିପଡିଛନ୍ତି ପ୍ରଚାରରେ । ରୋଡ ସୋ ଆଉ ମାରାଥନ ପ୍ରଚାରରେ ନେତାଙ୍କ ଗୋଟିଏ ଲକ୍ଷ୍ୟ, କିପରି ପାର ହେବେ ୨୦୧୯ ନିର୍ବାଚନ ବୈତରଣୀ । ଏଥିପାଇଁ ସବୁ ବଳ ଲଗାଇଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ମାଆ ହେବା ସଂପର୍କରେ ଦୀପିକାଙ୍କୁ ପଚରା ଯାଇଥିବା ପ୍ରଶ୍ନରେ ମିଳିଲା ଏହି ଉତ୍ତର

ମୁମ୍ବାଇ: ଦୀର୍ଘ ବର୍ଷର ଭଲପାଇବା ପରେ ଶେଷର ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହ। ସେ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଏହି ଯୋଡ଼ି କେବେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ପ୍ରଶଂସକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଲଞ୍ଚ ହେଲା ସାମସଙ୍ଗ ଗ୍ୟାଲେକ୍ସି ଏ-୮୦ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ :  ସାମସଙ୍ଗ ପକ୍ଷରୁ  ନୂତନ ଗ୍ୟାଲେକ୍ସି ଏ-୮୦ ମୋବାଇଲ୍ ହ୍ୟାଣ୍ଡସେଟର ବଜାର ପ୍ରବେଶ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହ୍ୟାଣ୍ଡସେଟ ଗ୍ରାହକଙ୍କୁ ଅନନ୍ୟ ଅଭିଜ୍ଞତା ଦେବା ସହିତ ଦୈନଦିନ ଜୀବନଶୈଳୀରେ ଆବଶ୍ୟକ ହେଉଥିବା ବିଭିନ୍ନ ଉପାଦନକୁ ପୂରଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଦୃଢ଼ ପଦକ୍ଷେପ: ୨ କୋଟି ୯୩ ଲକ୍ଷ ୧୯ ହଜାର ୭୫୦ ଟଙ୍କା ଜବତ

ଭୁବନେଶ୍ବର: ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩୨୨୮ଗୋଟି ଜାମିନ ବିହୀନ ପରଓ୍ୱାନା କାର୍ଯ୍ୟକାରୀ ହୋଇଛିା ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୫୪୨୦୪ ଜଣଙ୍କୁ ଅଟକ ରଖାଯାଇଛିା ୫୧୬୫ ଗୋଟି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ମୁଣ୍ଡରେ ଏପଟେ ପଶି ସେପଟେ ବାହାରି ପଡ଼ିଥିଲା ଲୁହାରଡ, ହୋସକୁ ଆସିବା ପରେ କହିଲେ ପୂରା କାହାଣୀ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ୨୧ବର୍ଷର ଯୁବକଙ୍କ ମୁଣ୍ଡରେ ଏକ ଲୁହା ରଡ ପଶି ଯିବା ସତ୍ତ୍ୱେ ବି ଯୁବକଙ୍କ ଜୀବନ ବର୍ତ୍ତି ଯାଇଥିଲା। ସେ ଏଭଳି ଅବସ୍ଥାରେ ବି ବାଲାଘାଟରୁ ନାଗପୁର ପର୍ଯ୍ୟନ୍ତ ଯାତ୍ରା କରି ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ପହଞ୍ଚିଥିଲେ। ସେହିଦିନ ହିଁ ଡାକ୍ତର ଉକ୍ତ…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରରେ ସୁପ୍ରିମୋଙ୍କର ସହଯାତ୍ରୀ ସାଜିଲେ ବିଜେଡିର ଆସ୍କା ସାଂସଦ ପ୍ରାର୍ଥୀ ପରୀ ମା’ ଓରଫ ପ୍ରମିଳା ବିଶୋୟୀ!…

ଭୁବନେଶ୍ୱର : ୭୦ ବର୍ଷ ବୟସରେ ପୂରଣ ହେଲା ସ୍ୱପ୍ନ । ଦୀର୍ଘ ବର୍ଷ ପରେ ଆକାଶରେ ଉଡିଲେ ପରୀ ମା’ । ଯିଏ ଦିନେ କେବଳ ହେଲିକପ୍ଟର ଓ ଉଡାଜାହାଜକୁ ଆକାଶରେ ଉଡିବାର ଦେଖିଥିଲେ ଆଜି ସେ ହେଲିକପ୍ଟରରେ ବିଜେଡି ସୁପ୍ରିମୋଙ୍କର ସାଜିଛନ୍ତି ସହଯାତ୍ରୀ । ଆକାଶପୃଷ୍ଠରୁ ନିଜ ଅଞ୍ଚଳକୁ ଦେଖି ବେଶ ଖୁସି…
ଅଧିକ ଖବର ଦେଖନ୍ତୁ...