Daily Archives

April 13, 2019

ଚତୁର୍ଥ ପର୍ଯ୍ୟାୟରେ ୫୨ ଲୋକସଭା ଓ ୩୪୬ ବିଧାନସଭା ପ୍ରାର୍ଥୀ

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବା ଏଥିରେ ୬ ଗୋଟି ଲୋକସଭା ଆସନ ଯଥା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ଚତୁର୍ଥ…
ଅଧିକ ଖବର ଦେଖନ୍ତୁ...

କେରଳୀ ଗାନ୍ଧିବାଦୀ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ୧୦ ହଜାର ମାଟି ପାତ୍ରରେ ପାଣି ଭରି ଚର୍ଚ୍ଚା ପାଲଟିଲେ 

ତିରୁବନନ୍ତପୁରମ: କେରଳର ଜଣେ ବ୍ୟକ୍ତି ପକ୍ଷୀମାନଙ୍କ ପ୍ରତି ମାନବିକତା ଦେଖାଇ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ଗ୍ରୀଷ୍ମ ଋତୁରେ ଶୋଷିଲା ଉଡ଼ା ପକ୍ଷୀମାନଙ୍କ ମୁହଁରେ ପାଣି ଟୋପେ ଦେବା ପାଇଁ  ଏହି ୭୦ ବର୍ଷିଅ ବ୍ୟକ୍ତି ଜଣକ ୧୦ ହଜାର ମାଟି ପାତ୍ର ପ୍ରଦାନ କରିବାର ଘୋଷଣା କରି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଫ୍ଲାଇଂ ସ୍କ୍ଵାର୍ଡ କାରରୁ ଜବତ କଲା ୧୪ ଲକ୍ଷ ଟଙ୍କା, ଡ୍ରାଇଭର ଅଟକ

ଯାଜପୁର: ଫ୍ଲାଇଂ ସ୍କ୍ଵାର୍ଡ ଓ ସୁକିନ୍ଦା ପୁଲିସ ଶନିବାର ଗାଡ଼ି ଯାଞ୍ଚ ବେଳେ ଶନିବାର ୧୪ ଲକ୍ଷ ଟଙ୍କା ଜବତ କରିଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ଗରାମିଆ ରେଙ୍ଗାଲି କେନାଲ ବନ୍ଧ ରାସ୍ତା ଦେଇ ଯାଉଥିବା ଏକ କାର ଉପରେ ସନ୍ଦେହ ହେବାରୁ ସ୍କ୍ଵାର୍ଡ ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ୯୯ ରନ୍‌, ବେଙ୍ଗାଲୁରୁକୁ ମିଳିଲା ୧୭୪ ରନ୍‌ ଟାର୍ଗେଟ

ମୋହାଲି: କ୍ରିସ୍‌ ଗେଲ୍‌ ଶନିବାର ବିସ୍ଫୋରକ ଅପରାଜିତ ୯୯ ରନ୍‌ କରିଛନ୍ତି। ଗେଲ ୬୪ଟି ବଲ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସ୍ଥାନୀୟ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମ୍‌ରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିଙ୍ଗସ୍‌ ଏକାଦଶ ପଂଜାବ…
ଅଧିକ ଖବର ଦେଖନ୍ତୁ...

ଭାରତର ଆଶା : ଋଷିଆଠାରୁ ଏସ-୪୦୦ କିଣିଲେ କଟକଣା ଲଗାଇବ ନାହିଁ ଆମେରିକା

ନୂଆଦିଲ୍ଲୀ : ଋଷିଆଠାରୁ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଭାରତ ଚୁକ୍ତି କରିବା ପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଧମକ ଦେଇଥିଲେ । କିନ୍ତୁ ଏହି କଟକଣାରୁ ବର୍ତ୍ତିବା ପାଇଁ ଭାରତ ସରକାର ଆମେରିକା ସହ ନିରନ୍ତର କଥାବାର୍ତ୍ତା ଚଳାଇଆସୁଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ନବମ ଦିନରେ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ ମା’

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ ସ୍ଥାନୀୟ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ନବମ ଦିନରେ ପହଂଚିଛି। ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଦୁର୍ଲଭ ସିଦ୍ଧିଦାତ୍ରୀ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ଗଡ଼ରେ ନବାଗତଙ୍କ ଟକ୍କର : ପ୍ରଥମ ଥର ଲାଗି  ନିର୍ବାଚନ  ଲଢ଼ୁଥିବା  ୩ ପ୍ରାର୍ଥୀଙ୍କ ଭିତରେ ହେବ ଜୋରଦାର ଲଢ଼େଇ…

ଭୁବନେଶ୍ୱର( ସୁବ୍ରତ ଦାସ) : ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଏବେ ଦୁଲୁକିଛି। ଏଠାରେ ଭୋଟଗ୍ରହଣ ଆଉ ୫ ଦିନ ପରେ ।  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଏହା ଗଡ଼ ଏବଂ ସେ ଆଜି ଏ ଅଂଚଳରେ ମାରାଥନ୍‌ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ଖିଅର ନହେଉ ଥିବାରୁ ଓ ୭-୮ ଦିନ ଅଗାଧୁଆ ରହୁଥିବା ହେତୁ ଛାଡ଼ପତ୍ର ଆବେଦନ କଲେ ପତ୍ନୀ

ଭୋପାଳ: ଭୋପାଳରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସ୍ୱାମୀ ଖିଅର ହେଉନଥିବାରୁ ଓ ୭-୮ ଦିନ ପର୍ଯ୍ୟନ୍ତ ନ ଗାଧୋଉଥିବାରୁ ଛାଡ଼ପତ୍ର ଆବେଦନ କରିଛନ୍ତି ପତ୍ନୀ। ଏହି ଦମ୍ପତି ଗତବର୍ଷ ବବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପତ୍ନୀ ଜଣଙ୍କ ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ଚାହାଁନ୍ତି…
ଅଧିକ ଖବର ଦେଖନ୍ତୁ...

ଜ୍ୱର ନ ଛାଡିବାରୁ ଡାହାଣୀ କହି ସ୍ୱାମୀ-ସ୍ତ୍ରୀଙ୍କୁ ପିଟିଲେ ଗ୍ରାମବାସୀ, ଥାନାରେ ୫ ଜଣଙ୍କ ନାମରେ ମାମଲା ରୁଜୁ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ବାଲିଖଣି ଗ୍ରାମରେ ଏକ ପରିବାରର ଲୋକଙ୍କୁ ଜ୍ୱର ନଛାଡିବାରୁ ଘରେ ପଶି ଅନ୍ୟ ଜଣେ ପରିବାରକୁ ଡାହାଣୀ ସଂଦେହରେ ପାଞ୍ଚ ଜଣ ପିଟିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ଜଣାଯାଏ ଯେ, ଦୀର୍ଘ ଦିନ ହେଲା ବାଲିଖଣି ଗ୍ରାମର ବାବଲୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ପ୍ରିୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସୋମ ଓ ମଙ୍ଗଳବାର: ଜରୁରୀ କାମରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ଶତ୍ରୁଙ୍କୁ ପାରାସ୍ତ କରିବେ। ଶୁକ୍ର ଓ ଶନିବାର: କିଛି ନୂଆ କରିବା ପାଇଁ ଭାବିବେ। ରବିବାର: ଆର୍ଥିକ ଲାଭ ହେବ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ପାଇଁ ସୁଯୋଗ…
ଅଧିକ ଖବର ଦେଖନ୍ତୁ...