Daily Archives

April 14, 2019

ଏମିତି ଏକ ମନ୍ଦିର, ଯେଉଁଠି ପ୍ରାୟ ୫ ‌କୋଟି ଟଙ୍କା ସହ ସୁନା ଗହଣାରେ ସଜ୍ଜା ହେଲେ ଠାକୁର! ଜାଣନ୍ତୁ କେଉଁଠି ରହିଛି…

ତାମିଲନାଡୁ : ଟଙ୍କାରେ ସଜା ହୋଇଛନ୍ତି ଠାକୁର । ମନ୍ଦିରର ଚାରି ଆଡେ ଟଙ୍କା । କାନ୍ଥରେ ବି ଟଙ୍କା, ପାହାଚରେ ବି ଟଙ୍କା । ଯୁଆଡେ ଦେଖିବେ କେବଳ ନଜର ଆସିବ କେବଳ ଟଙ୍କା ଆଉ ଟଙ୍କା। ମନ୍ଦିରରେ ଲାଗିଛି ଶହେ ଟଙ୍କିଆ ନୋଟ୍ ଠାରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ସବୁ । ସବୁ ଗୁଡାକ ବି ନୂଆ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ସନରାଇଜର୍ସ ହାଇଦ୍ରାବାଦକୁ ୩୯ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍‌

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୦ତମ ମ୍ୟାଚରେ ରବିବାର ହାଇଦ୍ରାବାଦକୁ ୩୯ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲସ୍‌ । ଦ୍ୱିତୀୟ ପାଳିରେ ହାଇଦ୍ରାବାଦ ୧୫୬ ରନ୍‌ର ପିଛା କରିି ୧୮.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୬ ରନ୍‌ କରିଥିଲା । ଦିଲ୍ଲୀ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ମନ୍ଦିରକୁ ଯିବା ସକାଶେ ମଧ୍ୟ ରାସ୍ତା ଚାଖଣ୍ଡେ ଛାଡ଼ିଲେ ନାହିଁ, ଭକ୍ତଙ୍କ ମନରେ ଅସନ୍ତୋଷ

ଲକ୍ଷ୍ମୀପୁର (ପରମେଶ୍ୱର ସାହୁ): କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ମହାବିଦ୍ୟାଳୟସ୍ଥିିତ ପାହାଡ ଉପରେ ଦୀର୍ଘ ବର୍ଷ ତଳେ ଏକ ହନୁମାନ ମନ୍ଦିର ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିଲାା ମହାବିଦ୍ୟାଳୟର କର୍ମଚାରୀ ଓ କିଛି ଗ୍ରାମବାସୀଙ୍କ ଦ୍ୱାରା ପରବର୍ତ୍ତୀ ମୁହୁର୍ତ୍ତରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୮ରେ ପଶ୍ଚିମ ଓଡ଼ିଶାର ବିଜେପୁର ଓ ଦକ୍ଷିଣ ଓଡ଼ିଶାର ହିଞ୍ଜିଳିରୁ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଦେବାକୁ…

ଭୁବନେଶ୍ୱର : ଆସନ୍ତା ୧୮ରେ ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ପର୍ଯ୍ୟାୟରେ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଦେବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ । ନବୀନଙ୍କ ରାଜନୈତିକ କ୍ୟାରିୟରର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ବାଜିଗର ନୁହେଁ ଏହା ହୋଇଥାନ୍ତା ଶିଳ୍ପାଙ୍କର ଡେବ୍ୟୁ ଫିଲ୍ମ, ନ ହେବାର କାରଣ ଜଣାଇଲେ ଅଭିନେତ୍ରୀ

ମୁମ୍ବାଇ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସେ ତାଙ୍କ ଅଭିନୟ ସହ ନିଜର ଫିଟ୍‌ ଶରୀର ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ ବାଜିଗରରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଶିଳ୍ପାଙ୍କୁ ପ୍ରଥମେ ଆଉ ଏକ…
ଅଧିକ ଖବର ଦେଖନ୍ତୁ...

ଏବେ ୫୦୦୦ରୁ କମ ଟଙ୍କାରେ କିଣି ପାରିବେ ୪ଜି ସ୍ମାର୍ଟଫୋନ

ଆଜିକାଲି ସବୁ ଜିନିଷ ସ୍ମାର୍ଟ ହେବାକୁ ଲାଗିଲାଣି । ଏ ମଧ୍ୟରେ ଦିନକୁ ଦିନ ଦେଶରେ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ି ଚାଲିଛି । କମ୍‌ ଦାମ୍‌ରେ କିଭଳି ଗ୍ରାହକମାନେ ସ୍ମାର୍ଟଫୋନର ଲାଭ ଉଠାଇ ପାରିବେ ସେ ଦିଗ ପ୍ରତି ସବୁ ସ୍ମାର୍ଟଫୋନ କମ୍ପାନି ଧ୍ୟାନ ଦେଉଥିବା ଦେଖା ଯାଉଛି । ଯଦି ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ରାସନ ପ୍ରତିଶ୍ରୁତିକୁ କଟାକ୍ଷ କଲେ ପିସିସି ସଭାପତି : କହିଲେ, ଖାଲି ଚାଉଳ, ଡ଼ାଲି ଓ ଲୁଣ…

ଭୁବନେଶ୍ୱର : ଗତକାଲି ଧର୍ମେନ୍ଦ୍ରଙ୍କ ଗୋଟିଏ ପଦ କଥା ରାଜ୍ୟ ରାଜନୀତିକୁ ଉଷ୍ମ କରିବାରେ ଲାଗିଛି । ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ରାସନ ପ୍ରତିଶ୍ରୁତି ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିବାବେଳେ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।…
ଅଧିକ ଖବର ଦେଖନ୍ତୁ...

ଶ୍ରୁତି ହସନ ଏବଂ ଶ୍ରଦ୍ଧା କପୁରଙ୍କ ପରେ ଏବେ ଦିଶା ପଟାନିଙ୍କ ସ୍ଥାନ ଅକ୍ତିଆର କଲେ ସାରା ଅଲ୍ଲୀ ଖାନ୍‌, ବିରାଟ…

ମୁମ୍ବାଇ : ଫିଲ୍ମ କେଦାରନାଥ ରିଲିଜ୍‌ ହେବା ପରେ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । କେଦାରନାଥ ପରେ ସିମ୍ବାର ସଫଳତା ହାସଲ କରି ଏବେ ସେ ଲଭ୍‌ ଆଜ କାଲ-୨ର ସୁଟିଂରେ ବ୍ୟସ୍ତ ଥିବା ଜଣା ପଡ଼ିଛି । ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳୁଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଭାଇରାଲ ହେଲା ପାଇଲଟ୍‌ ଅଭିନନ୍ଦନଙ୍କ ନକଲି ଫଟୋ, ବିଜେପିରେ ଯୋଗ ଦେଇଥିବା ନେଇ କରାଯାଇଛି ମିଥ୍ୟା…

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏବେ ବୀର ପାଇଲଟ୍‌ ଅଭିନନ୍ଦନଙ୍କର ଏକ ନକଲି ଫଟୋ ଭାଇରାଲ ହେଉଛି । ଯେଉଁଥିରେ ସେ ବିଜେପିର ଉତ୍ତରୀୟ ପକାଇଥିବା ଦେଖାଯାଇଛି । ତେବେ ଟୁଇଟ୍‌ର ଏବଂ ହ୍ଵାଟସଆପ୍‌ରେ ଅଭିନନ୍ଦନଙ୍କ ଏଭଳି ନକଲି ଫଟୋ ଭାଇରାଲ ହେବା ପରେ ସେ ବିଜେପିରେ ଯୋଗ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହାଙ୍କ ପ୍ରଂଶସା ତାଲିକାରୁ ବାଦ ପଡିଲେ ବୈଜୟନ୍ତ, ରାଜ୍ୟରେ ବିଜେପିର ସ୍ଥିତି ଦୃଢ ପାଇଁ ଦେଲେ ୪ ନେତାଙ୍କୁ…

ଭୁବନେଶ୍ୱର : ବୈଜୟନ୍ତ ବିଜେପି ଶିବିରରେ ଏଣ୍ଟ୍ରି କରିବା ପରେ ବେଶ ଆକ୍ଟିଭ ରହିଛନ୍ତି । ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ବୈଜୟନ୍ତ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କୁ ମଞ୍ଚର ପ୍ରଥମ ଧାଡିରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...