Daily Archives

April 15, 2019

କୋରାପୁଟ: ବୁର୍ଜା ଗାଁରେ ଜ୍ୱର ଆତଙ୍କ, ୧୫ ଦିନ ମଧ୍ୟରେ ଶତାଧିକ ଆକ୍ରାନ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ଗାଁରେ ଗତ ୧୫ ଦିନ ମଧ୍ୟରେ ଶତାଧିକ ଲୋକେ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତିିା ବର୍ତ୍ତମାନ ମଧ୍ୟ ଗାଁରେ ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ରହିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଓଡିଶାରେ ହେବ ହାଇଭୋଲଟେଜ ପ୍ରଚାର : ସ୍ମାର୍ଟ ସିଟିରେ ମୋଦି, ସିଲଭର ସିଟିରେ ନବୀନ କରିବେ ମେଗା ରୋଡ ସୋ’

ଭୁବନେଶ୍ୱର : ଆସନ୍ତାକାଲି ଓଡିଶାରେ ଦୁଇ ହେଭିୱେଟଙ୍କୁ ଦେଖିବାକୁ ମିଳିବ ପ୍ରଚାର ମୈଦାନରେ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ଓ ଅନ୍ୟ ପଟେ ମୈଦାନକୁ ଓହ୍ଲାଇବେ ବିଜେପିର ବଡ ଚେହେରା ମୋଦି । ଓଡିଶାରେ ଗେରୁଆ ବାନା ଉଡାଇବା ପାଇଁ ବିଜେପି ଦିନ ରାତି ଏକ କରି ଦେଇଥିବା ବେଳେ ବାରମ୍ବାର ଓଡିଶା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଡକାୟତି ଉଦ୍ୟମ ପଣ୍ଡ ୪ ଗିରଫ, ୩ ଫେରାର

ବାଲେଶ୍ୱର: ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରୁଥିବା ବେଳେ ବାଲେଶ୍ୱର ଟାଉନ୍‌ ଥାନା ପୁଲିସ୍‌ ଚଢାଉ କରି ବିଭିନ୍ନ ମାରଣାସ୍ତ୍ର, ନିଶାଦ୍ରବ୍ୟ ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ବେଳେ ସେଠାରେ ଥିବା ଆଉ ୩ ଜଣ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ସେମାନଙ୍କର ୫ଟି ବାଇକ୍‌ ମଧ୍ୟ ଜବତ…
ଅଧିକ ଖବର ଦେଖନ୍ତୁ...

ଖରାଦିନେ ପିଅନ୍ତୁ ଏହି ୩ଟି ହର୍ବାଲ ଟି, ଦୂରରେ ରହିବ ଅନେକ ରୋଗ

ପାଗ ଯାହା ବି ହେଉ, ଲୋକମାନେ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଅଧିକାଂଶ ଲୋକ କ୍ଷୀର ଚା’ ପିଇବାକୁ ପସନ୍ଦ କରୁଥିବା ବେଳେ ଖରାଦିନେ ହର୍ବାଲ ଟି ପିଇବାର ଅଭ୍ୟାସ କରିବା ଦରକାର । ଖରାଦିନେ ହର୍ବାଲ ଟି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯିବା ସହ ଶରୀର ରୋଗ ମୁକ୍ତ…
ଅଧିକ ଖବର ଦେଖନ୍ତୁ...

ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ଓ ବିଜେପି ନେତ୍ରୀ ମାନେକା ଗାନ୍ଧୀଙ୍କ ପ୍ରଚାର ଉପରେ ଲାଗିଲା କଟକଣା

ଲକ୍ଷ୍ନୌ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ଓ ବିଜେପି ନେତ୍ରୀ ମାନେକା ଗାନ୍ଧୀଙ୍କୁ ଲାଗିଛି ବଡ ଝଟକା । ଆଜମ୍ ଓ ମାନେକାଙ୍କ ପ୍ରଚାର ଉପରେ ଲାଗିଛି କଟକଣା । ଆଜମ ଖାନ୍ ଆଗାମୀ ୭୨ ଘଣ୍ଟା ଅର୍ଥାତ ୩ଦିନ…
ଅଧିକ ଖବର ଦେଖନ୍ତୁ...

ଜନ୍ମ ନେଲା ୩ଜଣଙ୍କ ଡିଏନ୍‌ଏ ଥିବା ନବଜାତକ

ନୂଆଦିଲ୍ଲୀ : ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସ୍ପାନିସ୍ ଏବଂ ଗ୍ରୀକ୍‌ର ଏକ ଡ଼ାକ୍ତରୀ ଟିମ୍‌ । ଆଗରୁ ଗୋଟେ ଡିଏନ୍‌ଏ ଥାଇ ଶିଶୁଟି ଜନ୍ମଗ୍ରହଣ କରିଥିବା ବେଳେ ଏବେ ପ୍ରଥମ ଥର ପାଇଁ ୩ଟି ଡିଏନ୍‌ଏ ଥାଇ ଶିଶୁଟି ଜନ୍ମ ହୋଇ ପାରିବ ବୋଲି ସ୍ପାନିସ୍ ଏବଂ ଗ୍ରୀକ୍‌ର ଏକ ଡ଼ାକ୍ତରୀ ଟିମ୍‌ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ୨କୋଟିର ବିଜ୍ଞାପନ ଛାଡ଼ିଲେ ଅଭିନେତ୍ରୀ ସାଇ ପଲ୍ଲବୀ

ନୂଆଦିଲ୍ଲୀ : ବଲିଉଡ୍‌ରେ କାମ ନ କରି ମଧ୍ୟ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଅଭିନେତ୍ରୀ ସାଇ ପଲ୍ଲବୀ । ଫିଲ୍ମ ଫିଦାରୁ ସେ ନିଜ ଅଭିନୟର ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ସେ ସାଉଥ୍‌ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ କଳାକାରମାନଙ୍କ ସହ କାମ କରି…
ଅଧିକ ଖବର ଦେଖନ୍ତୁ...

ଦାନବୀ ସାଜିଲେ ସ୍କୁଲର ଦୁଇ ସହାୟିକା, ୩ ବର୍ଷ ଶିଶୁର ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ପଥର

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ମାଧାପୁର ଅଞ୍ଚଳରେ ଜଣେ ସାଢ଼େ ୩ବର୍ଷର ଶିଶୁ ସହ ଯେଉଁ ଭଳି ଭାବରେ ସ୍କୁଲର ଦୁଇ ସହାୟିକା ଅମାନୁଷିକ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୀଡ଼ିତାଙ୍କ ସହ ଯୌନ ଶୋଷଣ କରାଯିବା ସହ ତାଙ୍କ ଗୁପ୍ତାଙ୍ଗରେ ପଥର ଭର୍ତ୍ତି କରିଦେବା ଘଟଣା ଏବେ…
ଅଧିକ ଖବର ଦେଖନ୍ତୁ...

ତୁମେ କ୍ଷମା କରିବାରେ ବିଶ୍ୱାସ କର କି? ଜାଣନ୍ତୁ ସଲମାନଙ୍କୁ କ’ଣ ପାଇଁ ଏଭଳି ପ୍ରଶ୍ନ କଲେ ବିବେକ ଓବରଏ

ମୁମ୍ବାଇ : ନିଜ ଫିଲ୍ମ ପିଏମ୍‌ ନରେନ୍ଦ୍ର ମୋଦୀକୁ ନେଇ ଏବେ ଅଭିନେତା ବିବେକ ଓବରଏ ଚର୍ଚ୍ଚାରେ ରହିଥିବା ବେଳେ ଆଉ ଏକ କାରଣ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଲମାନଙ୍କୁ ସେ ଯେଉଁ ପ୍ରଶ୍ନ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚାରେ ବିବେକ ଓବରଏ । ତେବେ ହଠାତ୍‌ ବିବେକ ସଲମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନଙ୍କ କାରକେଡ୍‌ ଉପରକୁ ଅଣ୍ଡା ଓ ଢ଼େଲାଫିଙ୍ଗା ଘଟଣାରେ ପୁଲିସର ଲାଠିଚାର୍ଜ, ପୂର୍ବତନ…

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଉପରକୁ ସୋମବାର ଅଣ୍ଡା ଓ ଢ଼େଲାମାଡ ହୋଇଥିବା ସୂଚନା ମିଳିଛି। ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟା ଠାରେ ନବୀନଙ୍କ କାରକେଡ ଉପରକୁ ଅଣ୍ଡା ଓ ଢ଼େଲା ହୋଇ ଥିବା ଅଭିଯୋଗରେ ପୁଲିସ ଲାଠିଚାର୍ଜ ଓ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...