Daily Archives

April 15, 2019

ଫୋନ ଛାଡ଼ି ଯିବା ପରେ ୧୩,୦୦୦ଟଙ୍କାର ଅନ୍‌ଲାଇନ୍‌ ସପିଂ କରିଦେଲେ ଘରକୁ ଆସିଥିବା ଅତିଥି

ନୂଆଦିଲ୍ଲୀ : ୨୩ବର୍ଷୀୟ ଜନେୈକ ଯୁବକ ତାଙ୍କ ଘରକୁ ଆସିଥିବା ଜଣେ ଅତିଥିଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛନ୍ତିି । ଗତମାସରେ ପୀଡ଼ିତ ଆକାଶ କୁମାରଙ୍କ ସହ ରହୁଥିବା ତାଙ୍କର ବନ୍ଧୁ ଆନନ୍ଦ ପଟେଲଙ୍କ ଦାଦା ସାଗର ପଟେଲ ଆକାଶ ରହୁଥିବା ଘରକୁ ଆସିଥିଲେ । ଅଫିସକୁ ଫୋନ ନେବାକୁ ଅନୁମତି ନଥିବାରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, ପରୀକ୍ଷାରେ ପାସ୍‌ କରିବା ପାଇଁ ଖାତାରେ କ’ଣ ସବୁ ଲେଖିଲେ ଦଶମ ଏବଂ ଦ୍ୱାଦଶ ବୋର୍ଡ ଛାତ୍ରଛାତ୍ରୀ…

ଭିଣ୍ଡ(ମଧ୍ୟପ୍ରଦେଶ): ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଏବେ ଖାତା ଦେଖା ଚାଲୁ ରହିଛି । ହେଲେ, ଖାତା ଦେଖୁଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଖାତାରେ ଛାତ୍ରଛାତ୍ରୀମାନେ ଲେଖିଥିବା ଅଜବ ଲେଖା ସବୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ପରୀକ୍ଷାରେ ଅସଫଳ ହେବା ଡ଼ରରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ମାଲିଙ୍ଗାଙ୍କୁ ୪ ଓ୍ଵିକେଟ, ଡିଭିଲିୟର୍ସ-ମୋଇନ୍‌ଙ୍କ ଅର୍ଦ୍ଧଶତକ, ମୁମ୍ବାଇକୁ ୧୭୨ ରନ୍‌ ଟାର୍ଗେଟ ଦେଲା…

ମୁମ୍ବାଇ: ଏବି ଡିଭିଲିୟର୍ସ (୭୫ ରନ, ୫୧ ବଲ, ୬ ଚୌକା, ୪ ଛକା) ଓ ମୋଇନ ଅଲିଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସୋମବାର ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୧ ରନ୍‌ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନସକୁ ୧୭୨ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଇଣ୍ଡିଆନ ପ୍ରିମିୟର…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ମହିଳା କଏଦୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରାଯାଉଥିବା ଲେଖି ମୋଦୀଙ୍କୁ ଚିଠି ପଠାଇଲେ ମହିଳା,…

ମୁଜାଫରନଗର : ବିହାରର ମୁଜାଫରନଗରରେ ଥିବା ଖୁଦୀରାମ ବୋଷ୍ କେନ୍ଦ୍ରୀୟ କାରାଗାର ଭିତରେ ଘଟୁଥିବା ଏକ ଜଘନ୍ୟ ଘଟଣା ଏବେ ସାମ୍ନାକୁ ଆସିଛି । ଜେଲରେ ବନ୍ଦୀ ଥିବା ମହିଳା କଏଦୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ ଶାରୀରିକ ସଂପର୍କ ରଖିଲେ ସେମାନଙ୍କୁ ବିଳାସପୂର୍ଣ୍ଣ ସୁବିଧା…
ଅଧିକ ଖବର ଦେଖନ୍ତୁ...

ଟିକ୍‌-ଟକ୍‌ ଭିଡିଓ କରୁ କରୁ ଆରପାରିକୁ ଚାଲିଗଲେ ଯୁବକ

ନୂଆଦିଲ୍ଲୀ: ଦେଶରେ ଏବେ ସବୁ ଯୁବପିଢ଼ିଙ୍କ ପାଖରେ ଟିକ୍‌-ଟକ୍‌ର କ୍ରେଜ୍‌ ଦେଖିବାକୁ ମିଳୁଛି । ସମସ୍ତେ ଲୋକପ୍ରିୟ ହେବା ପାଇଁ ଭିନ୍ନ ଭିନ୍ନ ପ୍ରକାରର କଳା କୌଶଳ ଦେଖାଇ ଭିଡିଓ ତିଆରି କରୁଥିବା ଦେଖା ଯାଉଛି । ତେବେ ଭିଡିଓ ତିଆରି କରିବା ସମୟରେ ନିଜ ସୁରକ୍ଷା ବିଷୟରେ ଚିନ୍ତା କରୁ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଉପରେ ପାଲଟା ଆକ୍ରମଣ କଲେ ଅବଦୁଲ୍ଲା, କହିଲେ; ତୁମେ ଭାଙ୍ଗିଯିବ, କିନ୍ତୁ ହିନ୍ଦୁସ୍ତାନ ନୁହେଁ…

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବ-ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବୟାନବାଜି ବନ୍ଦ ହେବାର ନାଁ ନେଉ ନାହିଁ । ଦୁହେଁ ପରସ୍ପରକୁ କଟାକ୍ଷ କରିବାରେ ଲାଗି ପଡ଼ିଛନ୍ତି । ଜମ୍ମୁର କଠୁଆରେ ଆୟୋଜିତ କରାଯାଇଥିବା ଏକ ଜନସଭାରେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଟ୍ରକ ଧକ୍କାରେ ଲୁନା ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଆଡିମୁଣ୍ଡ ଛକ ନିକଟରେ ଟ୍ରକ ଧକ୍କାରେ ସୋମବାର ଜଣେ ଲୁନା ଆରୋହୀଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ ସଫଳତା ଲାଗି ପୂରା ଊର୍ଜା ଲଗାଇବାକୁ ପଡ଼ିବ। ନୂଆ ଲୋକମାନଙ୍କ ସହିତ ବ୍ୟବହାରରେ ଶିଷ୍ଟାଚାର ରଖନ୍ତୁ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ। ବୃଷ: ଆଜି ଆପଣ…
ଅଧିକ ଖବର ଦେଖନ୍ତୁ...

ଜମି କିସମ ପରିବର୍ତ୍ତନ ପଟ୍ଟା ପାଇଁ ଲାଞ୍ଚ ମାମଲା: ହରଭଙ୍ଗା ତହସିଲ କିରାଣୀଙ୍କୁ ୨ବର୍ଷ ଜେଲ,୧୦ ହଜାର ଜରିମାନା

ଫୁଲବାଣୀ: ଜମି କିସମ ପରିବର୍ତ୍ତନ ପଟ୍ଟା ପାଇଁ ଲାଞ୍ଚ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜ୍‌ ଭଗବାନ ପ୍ରଧାନ ଦୋଷୀ ସାବ୍ୟସ୍ତ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର କିରାଣୀ ବିରୁପାକ୍ଷ ମିଶ୍ରଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଟିକେଟରେ ମୋଦିଙ୍କ ଫଟୋ ଛାପି ଦୁଇ ରେଳ ଅଧିକାରୀ ନିଲମ୍ବନ

ଲକ୍ଷ୍ମୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମର୍ଥନ କରି ବାରାବଙ୍କିରେ ଟ୍ରେନ୍‌ ଟିକେଟ ବାଣ୍ଟିବା ନେଇ ଏକ ମାମଲାର ଯାଞ୍ଚ ଆଦେଶ ଦିଆଯିବା ପରେ ସୋମବାର ଦୁଇ ରେଳାବାଇ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ନିଲମ୍ବନ କରିଛି। ନିଲମ୍ବିନ ହୋଇଥିବା ଦୁଇ ରେଳ…
ଅଧିକ ଖବର ଦେଖନ୍ତୁ...