Daily Archives

April 16, 2019

ଆଇପିଏଲ୍‌: ରାଜସ୍ଥାନକୁ ୧୨ ରନ୍‌ରେ ପରାସ୍ତ କଲା କିଙ୍ଗସ୍‌ ଏକାଦଶ ପଞ୍ଜାବ

ମୋହାଲି: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୨ତମ ମ୍ୟାଚରେ ରାଜସ୍ଥାନ ରୟାଲସ୍‌କୁ ୧୨ ରନ୍‌ରେ ପରାସ୍ତ କରିଛି କିଙ୍ଗସ୍‌ ଏକାଦଶ ପଞ୍ଜାବ । ଦ୍ୱିତୀୟ ପାଳିରେ ରାଜସ୍ଥାନ ୧୮୩ ରନ୍‌ର ପିଛା କରି ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୦ ରନ୍‌ କରିଛି ।ମୁରଗନ୍‌ ଅଶ୍ୱିନୀ ୧…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବ୍‌ରୁ ଉଭାନ ହୋଇଗଲା ପିଏମ୍‌ ନରେନ୍ଦ୍ର ମୋଦୀ ବାୟୋପିକ୍‌ ଟ୍ରେଲର

ମୁମ୍ବାଇ : କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌କୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାର ରିଲିଜ୍‌କୁ ନେଇ ଦ୍ୱନ୍ଦ୍ବ ସୃଷ୍ଟି ହୋଇଛି । ପ୍ରଥମେ ଏପ୍ରିଲ ୫ ଏବଂ ପରେ ଏପ୍ରିଲ ୧୧ରେ ଫିଲ୍ମଟି ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଫିଲ୍ମକୁ ରିଲିଜ୍‌ କରାଯାଇ ପାରିବ…
ଅଧିକ ଖବର ଦେଖନ୍ତୁ...

ଅଧିକାଂଶ ସମୟରେ ସଲମାନ କଳା ରଙ୍ଗର ପୋଷାକ କାହିଁକି ପିନ୍ଧନ୍ତି ବୋଲି ପଚରାଯିବା ପରେ ମିଳିଲା ଏଭଳି ଉତ୍ତର

ମୁମ୍ବାଇ : ନିଜ ପ୍ରଶଂସକମାନଙ୍କ ମଧ୍ୟରେ ସଲ୍ଲୁ ଭାଇ ନାମରେ ପରିଚିତ ଥିବା ଅଭିନେତା ସଲମାନ ଖାନ୍‌ ସବୁ ବେଳେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ପେସାଦାର ଜୀବନକୁ ନେଇ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ । ଅନେକ ସମୟରେ ତାଙ୍କ ଫିଲ୍ମକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଚା’ ବିକାଳିଙ୍କ ପୁଅ, କାନାଡା କମ୍ପାନୀରୁ ମିଳିଲା କୋଟିଏ ଟଙ୍କାର ଚାକିରି ଅଫର

ନୂଆଦିଲ୍ଲୀ : ପାଠ ପଢ଼ା ସରିବା ପରେ ସବୁ ଯୁବକ-ଯୁବତୀ ଏକ ଭଲ  ଚାକିରିର ଆଶା ରଖିଥାନ୍ତି । ନିଜ ଘର ଚଳାଇବା ସହ ସୁଖମୟ ଜୀବନ ବିତାଇବା ପାଇଁ ପିଲମାନେ ଅଧିକ ଦରମାରେ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ୨୧ବର୍ଷୀୟ ସଚ୍ଚିନ ସନଓ୍ଵାଲଙ୍କୁ କୋଟିଏ ଟଙ୍କାର ଚାକିରି ଅଫର…
ଅଧିକ ଖବର ଦେଖନ୍ତୁ...

ଏବେ ଗଭୀର ପ୍ରେମରେ ଆଲିଆ, ଭୁଲରେ ବରୁଣଙ୍କୁ ରଣବୀର ଡ଼ାକି କରିଦେଇ ପ୍ରମାଣ ଦେଲେ

ମୁମ୍ବାଇ : ଅଭିନେତା ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟଙ୍କ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେବା ପୂର୍ବରୁ, ଆଲିଆ ଅନେକ ଥର ରଣବୀରଙ୍କୁ ନିଜର କ୍ରସ ବୋଲି କହି ସାରିଛନ୍ତି । ତେବେ ଆଗକୁ ଯାଇ ନିଜ କ୍ରସଙ୍କୁ ସେ ପ୍ରେମିକ କରିବେ ତାହା ବୋଧ ହୁଏ ଆଲିଆଙ୍କୁ ମଧ୍ୟ ଜଣା ନ ଥିଲା ।…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନରେ ନକଲି ଆଙ୍ଗୁଠିର ବ୍ୟବହାର ନେଇ ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ : କିଛି ଦିନ ତଳେ ପାଇଲଟ୍‌ ଅଭିନନ୍ଦନ ବିଜେପିରେ ଯୋଗ ଦେବା ନେଇ ମିଛ ଖବର ପ୍ରଚାର ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଆଉ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ୨୦୧୯ ଲୋକସଭା ନିର୍ବାଚନରେ ଲୋକମାନେ ନକଲି ଆଙ୍ଗୁଠିର ବ୍ୟବହାର କରି ବାରମ୍ବାର ଭୋଟ୍‌ ଦେଉଥିବା ଅଭିଯୋଗ କରାଯାଇ…
ଅଧିକ ଖବର ଦେଖନ୍ତୁ...

ବର୍ତ୍ତମାନର ରାଜନୀତିକୁ ନେଇ ଅନୁରାଗ କଶ୍ୟପଙ୍କ ବଡ଼ ବୟାନ: ଘୃଣାର ରାଜନୀତି ଶେଷ ହେଉ, ମୋଦୀଙ୍କଠାରୁ ଅନେକ ଗୁଣରେ ଭଲ…

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଦେଖି ନିଜର ବୟାନ ରଖିଛନ୍ତି । ପୂର୍ବରୁ ସେ ବିଜେପି ସରକାର ଏବଂ ମୋଦୀଙ୍କ ବିରୋଧୀ ବୋଲି ସ୍ପଷ୍ଟ କରି ସାରିଥିବା ବେଳେ ଏବେ ସେ ନୀତିନ ଗଡକରୀ ମୋଦୀଙ୍କଠାରୁ ଅନେକ ଗୁଣରେ ଭଲ ବୋଲି…
ଅଧିକ ଖବର ଦେଖନ୍ତୁ...

ଚା’ବିକାଳି କହିଲେ; ମୋଦୀଙ୍କୁ ଆଉ ଥରେ ନୁହଁ, ରାହୁଲଙ୍କ ଭିତରେ କିଛି ନୂଆ କରିବାର ଇଚ୍ଛା ରହିଛି, ତାଙ୍କୁ ସୁଯୋଗ…

ଆଗ୍ରା : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତିରେ ଯୋଗ ଦେବା ପୂର୍ବରୁ ଚା’ ବିକି ନିଜର ଜୀବିକା ନିର୍ବାହ କରୁଥିଲେ । ପରେ ତାଙ୍କ ଜୀବନର ଗତିପଥ ବଦଳିବା ସହ ସେ ସଫଳତାର ପାହାଚ ଚଢ଼ିବା ଆରମ୍ଭ କରିଥିଲେ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ୫ବର୍ଷ ଦାୟିତ୍ୱ ତୁଲାଇ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ, ରାଜସ୍ଥାନକୁ ୧୮୩ ରନ୍‌ ଟାର୍ଗେଟ ଦେଲା ପଂଜାବ

ମୋହାଲି: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ (୫୨ ରନ, ୪୭ ବଲ, ୩ ଚୌକା, ୨ ଛକା) ବଳରେ କିଙ୍ଗସ୍‌ ଏକାଦଶ ପଂଜାବ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୨ତମ ମ୍ୟାଚରେ ୧୮୨ ରନ୍‌ କରିଛି। ମୋହାଲିସ୍ଥିତ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଟସ୍‌ ଜିଣି ରାଜସ୍ଥାନ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣକୁ ନେଇ ମୋଦୀ ଭୋଟ୍‌ ମାଗୁଥିବା ବେଳେ ରାହୁଲ କେବେ ହେଲେ ନିଜ ଜେଜେ ମା’ ଏବଂ ବାପାଙ୍କ ହତ୍ୟାକୁ ନେଇ…

ମୁମ୍ବାଇ : ଏବେ ଚାରିଆଡ଼େ ନିର୍ବାଚନୀ ମାହୋଲ । ସବୁ ଦଳ ନିଜ ନିଜର ସରକାର ଗଢ଼ିବା ପାଇଁ ପ୍ରଚାର କରିବାରେ ଲାଗି ପଡ଼ିଥିବା ବେଳେ ନିଜ ନିଜର ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ପୁଲଓ୍ଵାମା ଆକ୍ରମଣ ପରେ ମୋଦୀଜୀ ନିଜ ଅଭିଭାଷଣରେ ସେ କଥା ଉଠାଇ ଜନତାଙ୍କୁ ଭୋଟ ମାଗୁଥିବା ନେଇ ବିପକ୍ଷ ଦଳ…
ଅଧିକ ଖବର ଦେଖନ୍ତୁ...