Daily Archives

April 17, 2019

ସୋରଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା : ବିଜେପି ସମର୍ଥିତ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଭଞ୍ଜନଗର : ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଥିବା ବେଳେ ବୁଧବାର ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଠିପଡ଼ା ପଞ୍ଚାୟତର କଦଳୀଝୋଳା ଗ୍ରାମରେ ଦେଖାଦେଇଛି ରାଜନୈତିକ ହିଂସା। ଏଥିରେ ସେହି ଗ୍ରାମର ବିଜେପି ସମର୍ଥିତ ଯୁବକ ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ବେଆଇନ ନିର୍ବାଚନୀ ପ୍ରଚାର ଓ ସରକାରୀ ଅର୍ଥର ଅପବ୍ୟବହାର ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଅଭିଯୋଗ…

ଭୁବନେଶ୍ୱର : ଗତ ଏପ୍ରିଲ ୧୪ ତାରିଖରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ମୁଖ୍ୟମନ୍ତ୍ରୀଙ୍କ ଚପର ପାର୍କିଙ୍ଗ କରାଯାଇଛି । ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହେବା ସତ୍ୱେ ଶାସକ ବିଜେଡିର ପ୍ରଚାର ପାଇଁ ଏହି ଚପର ଯାଇଛି। ଓଡିଶା ପୁଲିସ ଅଫିସରମାନେ ଏହି ଚପରକୁ ଦିନ ରାତି ଜଗି…
ଅଧିକ ଖବର ଦେଖନ୍ତୁ...

୧୫ଦିନକୁ ଥରେ ଏଭଳି ଭାବରେ ନିଜ କିଡ୍‌ନୀକୁ କରନ୍ତୁ ସଫା

କିଡ୍‌ନୀ ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରର ରକ୍ତକୁ ସଫା କରି ଆବର୍ଜନାକୁ ଶରୀରରୁ ବାହାରକୁ ବାହାର କରିଥାଏ । ଏହା ସହ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ଏବଂ ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଚେନ୍ନାଇକୁ ୬ ଓ୍ଵିକେଟରେ ପରାସ୍ତ କଲା ସନରାଇଜରର୍ସ ହାଇଦ୍ରାବାଦ

ହାଇଦ୍ରାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ୩୩ ତମ ମ୍ୟାଚରେ ହାଇଦ୍ରାବାଦ ଚେନ୍ନାଇକୁ ୬ ଓ୍ଵିକେଟରେ ପରାସ୍ତ କରଛି । ଚଳିତ ଆଇପିଏଲ୍‌ରେ ଲଗାତାର ୩ଟି ପରାଜୟ ପରେ ଓ୍ଵାରନର ଓ ବେୟାରଷ୍ଟୋଙ୍କ ଦମ୍‌ଦାର ଅର୍ଦ୍ଧଶତକ ହାଇଦ୍ରାବାଦକୁ ସହଜ ବିଜୟ ଦେଇଛି । ଦ୍ୱିତୀୟ ପାଳିରେ…
ଅଧିକ ଖବର ଦେଖନ୍ତୁ...

କ୍ଷମତା ହାସଲ ପାଇଁ ବିଜେପି ନୀଚ ରାଜନୀତି କରୁଛି : ନିରଂଜନ

ଭୁବନେଶ୍ୱର : କଂଗ୍ରେସ ସର୍ବପୁରାତନ ଜାତୀୟସ୍ତରର ରାଜନୈତିକ ଦଳ । ଏହା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଭଳି ବ୍ୟକ୍ତିତ୍ୱଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଏବଂ ପରିଚାଳିତ ହେଉଛି । ଦେଶବାସୀଙ୍କ ମଧ୍ୟରେ ଜାତି, ଧର୍ମ,…
ଅଧିକ ଖବର ଦେଖନ୍ତୁ...

ବନ୍ୟା ସମୟରେ ଲାଇଭ୍‌ ରିପୋର୍ଟିଂ କରୁଥିଲେ ରିପୋର୍ଟର, ହଠାତ୍‌ ଘଟିଲା ଏଭଳି ଘଟଣା…

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ କିଛି ଅଜବ ଭିଡିଓ ଦେଖିବାକୁ ମିଳିଥାଏ । ଯାହା ଭାଇରାଲ ହୋଇଥାଏ । ବିବାହ ସମୟରେ ପତ୍ନୀଙ୍କୁ ଚାପୁଡ଼ା ମାରିବା ହେଉ ବା ବିନା ପୋଷକରେ ଶରୀରରକୁ ରଙ୍ଗ କରି ବିବାହ କରିବା ହେଉ, ଏଭଳି ଅନେକ ଭଇରାଲ ଦୃଶ୍ୟ ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ ଜଣାଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଟୁଇଟ୍‌ କରି କି ଅଜବ ପ୍ରଶ୍ନ ପଚାରିଲେ ଋଷି କପୁର…

ମୁମ୍ବାଇ: ଅନେକ ସମୟରେ ନିଜର ବୟାନ ପାଇଁ କେବେ ଚର୍ଚ୍ଚାରେ ତ କେବେ ବିବାଦରେ ରହିଥାନ୍ତି ଅଭିନେତା ଋଷି କପୁର । ପୂର୍ବରୁ ତାଙ୍କର ଅନେକ ଟୁଇଟ୍‌ ତାଙ୍କୁ ଚର୍ଚ୍ଚାକୁ ଆଣିଥିବା ବେଳେ ଏବେ ସେ ଟିମ୍‌ ଇଣ୍ଡିଆକୁ ନେଇ ଏକ ଅଜବ ପ୍ରଶ୍ନ କରି ଚର୍ଚ୍ଚାରେ ରହିଛନ୍ତି । Don’t take this…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଉଦ୍ୟମ କରି ନିଲମ୍ବିତ ହେଲେ ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା…

ସମ୍ବଲପୁର : ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଉଦ୍ୟମ କରି ନିଲମ୍ବନ ହେଲେ ଆଇଏଏସ ଅଫିସର । ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଧିକାରୀ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଛି । ଏସପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେଉଁ…
ଅଧିକ ଖବର ଦେଖନ୍ତୁ...

୫୦ବର୍ଷ ପୂର୍ତ୍ତି ଅବସରରେ ନିଜ କର୍ମଚାରୀଙ୍କୁ ଦାମୀ ଘଣ୍ଟା ଉପହାରରେ ଦେଲା ପରେ ଟିସିଏସ୍‌ କମ୍ପାନିକୁ କ’ଣ କହିଲେ…

ନୂଆଦିଲ୍ଲୀ : ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସ(ଟିସିଏସ୍‌)କୁ ୫୦ବର୍ଷ ପୂରିବା ଅବସରରେ ନିଜର କର୍ମଚାରୀଙ୍କୁ ଦାମୀ ଘଣ୍ଟା ଉପହାରରେ ଦେଇଥିଲା କମ୍ପାନି । କିନ୍ତୁ କମ୍ପାନିର କିଛି ଉଚ୍ଚସ୍ତରୀୟ କର୍ମଚାରୀ କମ୍ପାନି ପକ୍ଷରୁ ଦିଆଯାଇଥିବା ଉପହାରକୁ ଦେଖି ନିରାଶ ହୋଇ ଯାଇଥିଲେ ବୋଲି ଜଣା ପଡ଼ିଛି…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ ଓ ବଡମ୍ବାଠାରେ ବିଜୟ ସଙ୍କଳ୍ପ ସମାବେଶରେ ଅମିତ ଶାହଙ୍କ ଉଦ୍‌ବୋଧନ : ରାଜ୍ୟରେ ବିଜେପି ସରକାର ଆସିଲେ…

ଢେଙ୍କାନାଳ/ବଡମ୍ବା/ଭୁବନେଶ୍ୱର : ଓଡିଶାରେ ଥିବା ମୁଲ୍ୟବାନ ଖଣିଜ ସମ୍ପଦକୁ ଲୁଟ କରାଯାଇଛି । ଏହାର ଯାଂଚ ପାଇଁ ହୋଇଥିବା ଶାହ କମିଶନଙ୍କ ରିପୋର୍ଟରେ ଓଡିଶାର କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା କଥା ସ୍ପଷ୍ଟ ହୋଇଛି । ନବିନ ବାବୁଙ୍କ  ସରକାରର ଖଣି ଦୁର୍ନିତିରେ ମହା ଘୋଟାଲାରେ…
ଅଧିକ ଖବର ଦେଖନ୍ତୁ...