Daily Archives

April 18, 2019

ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲସ୍‌କୁ ୪୦ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌

ଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ୪୦ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍‌ । ଦ୍ୱିତୀୟ ପାଳିରେ ୧୬୯ ରନ୍‌ର ପିଛା କରି ପ୍ରଥମରୁ ଦିଲ୍ଲୀ ଭଲ ବ୍ୟାଟିଂ କରିଥିଲା କିନ୍ତୁ ୪୯ ରନ୍‌ରେ ଶିଖର ଧ୍ୱାଓନ ଆଉଟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ନିଜକୁ ‘ଆକ୍ସିଡେଣ୍ଟାଲ ଆକ୍ଟର’ ବୋଲି କହିଲେ ଆଦିତ୍ୟ ରଏ କପୁର

ମୁମ୍ବାଇ : ବୁଧବାର ରିଲିଜ୍‌ ହୋଇଛି ଫିଲ୍ମ ‘କଲଙ୍କ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ସଞ୍ଜୟ ଦତ୍ତ, ବରୁଣ ଧଓ୍ଵନ, ଆଦିତ୍ୟ ରଏ କପୁର, ଅଭିନେତ୍ରୀ ଆଲିଆ ଭଟ୍ଟ, ମାଧୁରୀ ଦିକ୍ଷିତ୍‌ ଏବଂ ସୋନାକ୍ଷା ସିହ୍ନା । ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ଭଲ ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ଟ୍ୟୁସନ୍‌ ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ପରେ ଲୋକଲଜ୍ଜାକୁ ଡ଼ରି ଆତ୍ମହତ୍ୟା କଲେ ନାବାଳିକା

ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ଏକ ଲଜ୍ଜାଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଦୁଷ୍କର୍ମକୁ ନେଇ ଦେଶରେ କଡ଼ା ବିରୋଧ କରାଯାଉଥିଲେ ମଧ୍ୟ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଶିକ୍ଷକଙ୍କୁ ଲୋକେ ମାଗଦର୍ଶକ ବୋଲି କହୁଥିବା ବେଳେ ଜଣେ ଟ୍ୟୁସନ ଶିକ୍ଷକ ନିଜ ନାବାଳିକା ଛାତ୍ରୀ ସହ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ନିର୍ବାଚନ ଶେଷ ବେଳକୁ ରେକର୍ଡ ଭାଙ୍ଗିବ ଜବତ ହୋଇଥିବା ଟଙ୍କା, ଦେଶର ବିଭିନ୍ନ ରାଜ୍ୟରୁ ଏପର୍ଯ୍ୟନ୍ତ ଜବତ…

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ । ଏହା ସହିତ ବିଭିନ୍ନ ସ୍ଥାନରେ ନିର୍ବାଚନ କମିଶନଙ୍କ ଟିମର ଚଢଉ ବି ଜାରି ରହିଛି । ଏହା ମଧ୍ୟରେ ଯେଉଁ ତଥ୍ୟ ଆସୁଛି ତାହା ବେଶ୍ ଚିନ୍ତାଜନକ । ବ୍ୟାପକ ଚଢାଉରେ ୧୭ ଅପ୍ରେଲ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ୨ ହଜାର ୬ ଶହ ୨୮ କୋଟି ୪୩…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ପ୍ରଚାର ପାଇଁ ଅଙ୍ଗୁରୀ ଭାବିଙ୍କ ଘର ଆଗରେ ନେତାଙ୍କ ଭିଡ଼, କହିଲେ; ୬ଟି ପ୍ରସ୍ତାବକୁ ନାଁ କରି ସାରିଲିଣି

ନୂଆଦିଲ୍ଲୀ : ପୁଣି ଥରେ ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ଶୁଭାଙ୍ଗି ଅତ୍ରୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଅଙ୍ଗୁରି ଭାବି ନାମରେ ପରିଚିତ ଥିବା ଶୁଭାଙ୍ଗିଙ୍କୁ ଏବେ ବହୁ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କରିବାର ପ୍ରସ୍ତାବ ଆସୁଥିବା ଜଣା ପଡ଼ିଛି । ଏ ନେଇ ନିଜେ ଶୁଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରବାବୁ ନାଇଡୁଙ୍କ ନକଲି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ରାମ୍‌ ଗୋପାଲ ବର୍ମାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ନକଲି ଫଟୋ ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ନିଜ ଫେସବୁକ୍‌ ଆକଉଣ୍ଟରେ ରାମ ଗୋପାଳ ଏଭଳି ବିବାଦୀୟ ଫଟୋ ପୋଷ୍ଟ କରିବା ପରେ ଟିଡିପି…
ଅଧିକ ଖବର ଦେଖନ୍ତୁ...

ଟିକ୍‌-ଟକ୍‌ ପରେ ଏବେ ପବ୍‌ଜୀକୁ ଭାରତରେ ବ୍ଲକ୍‌ କରିବା ନେଇ ଗୁଗଲକୁ ଚିଠି ଲେଖିଲା ପୁଲିସ

ନୂଆଦିଲ୍ଲୀ : ଟିକ୍‌-ଟକ୍‌ ଆପ୍‌ ପରେ ଏବେ ପବ୍‌ଜୀକୁ ମଧ୍ୟ ଭାରତରେ ବନ୍ଦ କରାଇବାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପୂର୍ବରୁ କିଛି ରାଜ୍ୟରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏବେ ସାରା ଭାରତରେ ଏହି ଆପ୍‌କୁ ଟିକ୍‌-ଟକ୍‌ ଭଳି ବ୍ଲକ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

୭ବର୍ଷରେ ବନ୍ଦ ହୋଇ ସାରିଲାଣି ଏହି ୫ଟି ଏୟାରଲାଇନ୍‌….

ମୁମ୍ବାଇ:   ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରେଓ୍ଵଜ୍‌ର ସବୁ ବିମାନ ଚଳାଚଳ ଏବେ ବନ୍ଦ ହୋଇ ସାରିଛି । ଋଣ ଭାରରେ ବୁଡ଼ି ରହିବା ପରେ ଏବେ ଜେଟ୍‌ ଏୟାରେଓ୍ଵଜ୍‌ ନିଜର ସବୁ ବିମାନକୁ ବନ୍ଦ କରିଥିବା ବେଳେ ବୁଧବାର ଏହାର ଶେଷ ବିମାନ ଅମୃତସର-ଦିଲ୍ଲୀ ଅଭିମୂଖେ ଯାତ୍ରା କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ସବୁ ମୋଦୀ ଚୋର ବୋଲି କହି ଫସିଲେ ରାହୁଲ ଗାନ୍ଧୀ, ସୁଶୀଲ ମୋଦୀ ରୁଜୁ କଲେ ମାନହାନୀ ମାମଲା

ପାଟନା : ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ସବୁ ମୋଦୀ ଚୋର ବୋଲି କହିଥିବା ରାହୁଲଙ୍କ ବୟାନକୁ ବିରୋଧ କରି ସୁଶୀଲ ମୋଦୀ ଏପରି କରିଥିବା ଜଣା ପଡ଼ିଛି । ଏହି ଖବର ନିଜେ ସୁଶୀଲ ମୋଦୀ ଟୁଇଟ୍‌ କରି…
ଅଧିକ ଖବର ଦେଖନ୍ତୁ...

କାନପୁରରେ ମୋଦୀଙ୍କ ପାଇଁ ପ୍ରଚାର କରିବାକୁ ଆମେରିକାରୁ ଆସି ପହଞ୍ଚିଲେ ଏହି ମହିଳା

କାନପୁର : ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ରେ ହୋଇଥିବା ବେଳେ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯାଇଥିଲା । ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ବିପୁଳ ସଂଖ୍ୟାରେ ଲୋକେ ମତଦାନ…
ଅଧିକ ଖବର ଦେଖନ୍ତୁ...