Daily Archives

April 18, 2019

ଆଇପିଏଲ: ଦିଲ୍ଲୀ ଆଗରେ ୧୬୯ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ନୂଆଦିଲ୍ଲୀ: ସ୍ଥାନୀୟ ଐତିହାସିକ ଫିରୋଜଶାହା କୋଟଲା ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୯ର ୩୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ଟିକେଟ୍‌ ମିଳିବା ପରେ ଜାଣନ୍ତୁ କ’ଣ କହିଲେ ସ୍ୱରା ଭାସ୍କର…

ଭୋପାଲ : ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ବୁଧବାର ମଧ୍ୟପ୍ରଦେଶର ୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ୪ଜଣଙ୍କ ମଧ୍ୟରୁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ନାଁ । ମାଲେଗାଓଁ ଆକ୍ରମଣକୁ ନେଇ ଚର୍ଚ୍ଚାରେ ରହିଥିବା ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ରେଖା ଦେଇ ପାକିସ୍ତାନ ସହ ବାଣିଜ୍ୟ କାରବାରକୁ ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତ ସରକାର ନିଜର କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରଖିଛନ୍ତି । ଏହି କ୍ରମରେ ଭାରତ ସରକାର ଆଜି ଜାମ୍ମୁ ଓ କାଶ୍ମୀର ନିୟନ୍ତ୍ରଣ ରେଖା ଦେଇ ହେଉଥିବା ବାଣିଜ୍ୟ କାରବାରକୁ ବନ୍ଦ କରିଦେଇଛନ୍ତି । ଏହି ପଥ ଦେଇ ପାକିସ୍ତାନରୁ ବେଆଇନ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ : ୨୫ ବିଧାୟକଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ

ଭୁବନେଶ୍ୱର: ଆଜି ବିଧାନସଭାର ବାଚସ୍ପତି, ତିନି ପ୍ରମୁଖ ଦଳର ବିଧାୟକ ଦଳ ନେତା ଏବଂ ୪ ଜଣ ମନ୍ତ୍ରୀଙ୍କ ସମେତ ୨୫ ଜଣ ବିଧାୟକଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ବିଧାୟକ ନେତା ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ଏଥର ଭାଗ୍ୟ…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଥର ପରିଚାଳନା ଆରମ୍ଭ କରିବା ପାଇଁ ଜେଟ୍‌ ଏୟାରେଓ୍ଵଜ୍‌କୁ ଠୋସ୍‌ ଯୋଜନା ଦେବାକୁ କହିଲା ବେସାମରିକ ବିମାନ…

ନୂଆଦିଲ୍ଲୀ : କିଛି ଦିନ ଧରି ଜେଟ୍‌ ଏୟାରେଓ୍ଵଜ୍‌ର ଭବିଷ୍ୟତ କ’ଣ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଏହାର ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରି ଦିଆଯାଇଛି । ପାଣ୍ଠି ଅଭାବ ହେତୁ କମ୍ପାନିରେ ତାଲା ପଡ଼ିଥିବା ବେଳେ ଏବେ ପୁଣି ଥରେ କମ୍ପାନିକୁ ଆଶାର ଆଲୋକ ଦେଇଛି ବେସାମରିକ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ଅଭିଯାନରେ ନବୀନ : ଢ଼େଙ୍କାନାଳ-ଅନୁଗୋଳ ଓ ବାଙ୍କି-ବଡମ୍ବାରେ ସଭା ପରେ ବେଗୁନିଆରୁ ଭୁବନେଶ୍ୱର ଯାଏଁ ରୋଡ ସୋ’

ପୁରୀ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତୃତୀୟ ପର୍ଯ୍ୟାୟରେ ମତଦାନକୁ ଯାଉଥିବା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ଜୋର କରିଛନ୍ତି। ଗୁରୁବାର ନବୀନ ଢ଼େଙ୍କାନାଳ-ଅନୁଗୋଳରେ ନିର୍ବାଚନୀ ସଭା କରିବା ପରେ ବାଙ୍କି ଓ ବଡମ୍ବାରେ ପ୍ରଚାର କରିଥିଲେ। ଏହାପରେ ନବୀନ…
ଅଧିକ ଖବର ଦେଖନ୍ତୁ...

ହିଂସା, ଇଭିଏମ ତ୍ରୁଟି ମଧ୍ୟରେ ଶେଷ ହେଲା ୨ୟ ପର୍ଯ୍ୟାୟ ନିର୍ବାଚନ : ସଂଧ୍ୟା ୬ଟା ସୁଦ୍ଧା ୬୬% ମତଦାନ

ନୂଆଦିଲ୍ଲୀ: ଦେଶରେ ଆଜି ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆଜି ସଂଧ୍ୟା ୭ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ବରିଷ୍ଠ ଉପ-ନିର୍ବାଚନ ଆୟୋଗ ଉମେଶ ସିହ୍ନା ସୂଚନା ଦେଇଛନ୍ତି । ଆଜି ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଥିବା ମୋଟ ୯୫ଟି ଆସନ ପାଇଁ ଭୋଟ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନସାଥୀଙ୍କ ଠାରୁ ଉପଯୁକ୍ତ ପରାମର୍ଶ ପାଇବେ। ବେପାରରେ ବେଶୀ ଲାଭ ପାଇବା ପାଇଁ ମନପ୍ରାଣ ଢ଼ାଳି କାମ କରିବେ। ରାଜନୀତିରେ ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ। ବୃଷ: ଆଜି ଆପଣଙ୍କର ବୀରତ୍ବକୁ ବଳ ମିଳିବ। ସବୁ କାମରେ ସଫଳତା ହାସଲ ହେବ।…
ଅଧିକ ଖବର ଦେଖନ୍ତୁ...

“ସବୁ ମୋଦି ସାଙ୍ଗିଆଧାରୀ ଚୋର” କହି ଫସିଲେ ରାହୁଲ, ମାନହାନୀ ମକଦ୍ଦମା କଲେ ସୁଶୀଲ ମୋଦି

ପାଟନା: “ସବୁ ମୋଦି ସାଙ୍ଗିଆଧାରୀ ଲୋକମାନେ ଚୋର” ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହରଡ଼ଘଣାରେ ଫସିଛନ୍ତି । ଏଥିପାଇଁ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ବିହାରର ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ପାଟନାର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ପରମିଟ ଘାଟଠାରେ ୩ଟି ବୋଟରେ ଲାଗିଲା ନିଆଁ

ବାଲେଶ୍ୱର: ଗୁରୁବାର ଅପରାହ୍ନରେ ବାଲେଶ୍ୱର ପରମିଟ ଘାଟ ଠାରେ ଥିବା ଓଁ ବାବା, ମହାବୀର ତାରିଣୀ (୨) ଓ ମହାବୀର ତାରିଣୀ (୪) ବୋଟରେ  ନିଆଁ ଲାଗି ଯାଇଥିଲା। ମହାବୀର ତାରିଣୀ (୨) ବୋଟ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମହାବୀର ତାରିଣୀ (୪) ଓ ଓଁମ ବାବା (୩) ବୋଟ ଅଧିକ…
ଅଧିକ ଖବର ଦେଖନ୍ତୁ...