Daily Archives

April 19, 2019

ତିହାର ଜେଲରେ ଥିବା ଜଣେ ମୁସଲିମ କଏଦୀଙ୍କ ସାଂଘାତିକ ଅଭିଯୋଗ : କହିଲେ, ପିଠିରେ ଗରମ ମେଣ୍ଟାଲ ଚେଙ୍କ ଦେଇ ଓମ୍‌…

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ପୁଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତିହାର ଜେଲରେ ଜଣେ ମୁସଲିମ କଏଦୀଙ୍କ ପିଠିରେ ଓମ ଲେଖାଥିବା ଟାଟୁ ଅଙ୍କିତ କରାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି ପୀଡିତ ବ୍ୟକ୍ତି ଜଣକ ଏହି ମାମଲାର ଅଭିଯୋଗ ଥାନାରେ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ଏହି ଫିଲ୍ମ କରଣ ଜୋହରଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା

ମୁମ୍ବାଇ : ପ୍ରଯୋଜକ ଭାବରେ କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କଲଙ୍କ’ ଏବେ ସବୁ ସିନେମାଘରେ ରିଲିଜ୍‌ ହୋଇ ସାରିଛି । ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ସେତେଟା ଭଲ ନଥିବା ବେଳେ ଫିଲ୍ମର ସମୟସୀମା ପାଇଁ ଦର୍ଶକ ନିରାଶ ହେଉଥିବା ଜଣା ପଡ଼ିଛି । ତେବେ ଏହା ପୂର୍ବରୁ ତାଙ୍କ ନିର୍ଦ୍ଦେଶନାରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ନିଜର ପ୍ରି-େଓ୍ଵଡିଂ ସୁଟ୍‌ କରୁଥିବା ସମୟରେ ଡ଼ଙ୍ଗାରୁ ଖସି ପଡ଼ିଲେ ଦମ୍ପତି, ଭିଡିଓରେ ଦେଖନ୍ତୁ ସେ…

ଥିରୁବନନ୍ତପୁରମ୍‌ : ଲୋକମାନେ ନିଜ ନିଜର ବିବାହ ଦିନକୁ ସ୍ମରଣୀୟ କରି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ପୂର୍ବରୁ କେବଳ ବିବାହ ଦିନକୁ ଉଭୟ ବର-ବଧୂ ମିଶିକରି ଉପଭୋଗ କରୁଥିବା ବେଳେ ଏବେ ପ୍ରି-େଓ୍ଵଡିଙ୍ଗ ଏବଂ ପୋଷ୍ଟ-େଓ୍ଵଡିଙ୍ଗ ଭଳି ଜିନିଷ ଲୋକପ୍ରିୟ ହେଲାଣି । ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ବାୟୋପିକ୍‌କୁ ସମାଲୋଚନା କଲେ ଉର୍ମିଳା, କହିଲେ; ତାଙ୍କ ଜୀବନିକୁ ନେଇ କେବଳ କମେଡି ଫିଲ୍ମ ତିଆରି ହୋଇ ପାରିବ

ମୁମ୍ବାଇ : ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେବା ପରେ ଏବେ ୨୦୧୯ର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ରାଜନୀତିରେ ପାଦ ଦେବା ପରେ ସେ ଏ ପର୍ଯ୍ୟନ୍ତ ଅନେକ ଭୁଲ କରି ସାରିଥିବା ସହ ଏହାକୁ ନେଇ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି । ତେବେ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ପିକ୍ସେଲ-୩ ବ୍ୟବହାରକାରୀ ରିଫଣ୍ଡ ମାଗିବାରୁ ଗୁଗଲ ପଠାଇଲା ୧୦ଟି ପିକ୍ସେଲ ଫୋନ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ : ଯଦି ଆପଣ ନୂଆ କିଣିଥିବା ସ୍ମାର୍ଟଫୋନରେ କିଛି ତ୍ରୁଟି ଦେଖାଯିବା ପରେ ଆପଣ କମ୍ପାନିକୁ ରିଫଣ୍ଡ ମାଗନ୍ତି ଏବଂ ରିଫଣ୍ଡ ବଦଳରେ ଆପଣଙ୍କୁ ୧୦ଟି ନୂଆ ଫୋନ ମିଳିଯାଏ, ତେବେ ଆପଣଙ୍କୁ କେମିତି ଲାଗିବ? କିଛି ଏଭଳି ଘଟଣା ଘଟିଛି ପିକ୍ସେଲ-୩ ବ୍ୟବହାରୀଙ୍କ ସହ । ବ୍ୟବହାରକାରୀଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣର ଶିକାର ହେବା ପରେ ଦୁଇ ପୁଲିସକର୍ମୀଙ୍କୁ ସାହାଯ୍ୟ ମାଗିଲେ ମହିଳା, ଜବାବ ମିଳିଲା; ୧୦୦ନମ୍ବର ଡାଏଲ କର

ମୁମ୍ବାଇ : ମୁମ୍ବାଇର ଏକ ଆଡ୍‌ଭର୍ଟାଇଜିଙ୍ଗ୍‌ ଏଜେନ୍ସିରେ କାମ କରୁଥିବା ଜଣେ ମହିଳା ଅସଦାଚରଣଣ ଶିକାର ହେବା ପରେ ପୁଲିସକୁ ସାମ୍ନାରେ ଦେଖି ଖୁସି ହୋଇ ଯାଇଥିଲେ । ତୁରନ୍ତ ଯାଇ ଠିଆ ହୋଇଥିବା ଦୁଇ ପୁଲିସକର୍ମୀଙ୍କୁ ନିଜ ସହ ଘଟିଥିବା ଘଟଣା ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…
ଅଧିକ ଖବର ଦେଖନ୍ତୁ...

ବାଙ୍ଗ୍‌ଲାଦେଶରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ଅସଦାଚରଣର ଅଭିଯୋଗ ମହଙ୍ଗା ପଡ଼ିଲା, ୧୯ବର୍ଷୀୟ ଯୁବତୀଙ୍କୁ ଜିଅନ୍ତା…

ନୂଆଦିଲ୍ଲୀ : ଅତ୍ୟାଚାର ସହୁଥିଲେ ମଧ୍ୟ କିଛି ସମ୍ମାନକୁ ଜଗି ଏବଂ କିଛି ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଆଗରେ ମୁହଁ ଖୋଲନ୍ତି ନାହିଁ । କିଛି ମହିଳା ନିଜ ସହ ହୋଇଥିବା ଅପରାଧ ପାଇଁ ମୁହଁ ଖୋଲିବାର ସାହାସ ରଖୁଥିବା ବେଳେ ତାଙ୍କ ମୁହଁକୁ ବନ୍ଦ କରି ଦିଆଯାଇଥାଏ । ଯାହା ବାଙ୍ଗାଲାଦେଶରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସମର୍ଥକଙ୍କୁ ଆକ୍ରମଣ ଅଭିଯୋଗ : ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅଙ୍କ ନାଁରେ ମାମଲା ରୁଜ୍ଜୁ

କେନ୍ଦୁଝର: ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଙ୍କ ନାମ ରେ ମାମଲା ରୁଜ୍ଜୁ ହୋଇଥିବା ସୂଚନା ହସ୍ତଗତ ହୋଇଛି । ଅଙ୍ଗରୁଆ ଗ୍ରାମରେ କଂଗ୍ରେସ ସମର୍ଥକଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ ଅଭିଯୋଗ ହେବା ପରେ ରାମଚନ୍ଦ୍ରପୁର ଥାନା ରେ ଦେବାଶିଷଙ୍କ ସମେତ ୭ଜଣ ଙ୍କ ନାମ ରେ ମାମଲା…
ଅଧିକ ଖବର ଦେଖନ୍ତୁ...

ରାଜଗାଙ୍ଗପୁର: ବିବାହ ଭୋଜି ଖାଇ ୧୦୦ରୁ ଅଧିକ ଅସୁସ୍ଥ

ରାଜଗାଙ୍ଗପୁର: ରାଜଗାଙ୍ଗପୁରର ସୋନାଖାନ ଗାଁରେ ବିବାହ ଭୋଜି ଖାଇ ପ୍ରାୟ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଖାଦ୍ୟ ବିଷକ୍ରିୟା ଯୋଗୁଁ ଏପରି ହୋଇଥିବା କୁହାଯାଉଛି । ଅସୁସ୍ଥମାନଙ୍କୁ ରାଜଗାଙ୍ଗପୁର ହସପିଟାଲରେ ଭର୍ତ୍ତି କରାଯାଇଛି ।
ଅଧିକ ଖବର ଦେଖନ୍ତୁ...

ଜେଟ୍‌ ଏୟାରେଓ୍ଵଜ୍‌ ବନ୍ଦ ହେବା ପରେ ନିଜର ଦୁଃଖ ଜଣାଇଲେ କର୍ମଚାରୀଙ୍କ ଝିଅ, କହିଲେ; ଆମର ସବୁ ସ୍ୱପ୍ନ ଅଧାରେ ରହିଗଲା

ନୂଆଦିଲ୍ଲୀ : କିଛି ଦିନ ଧରି ଜେଟ୍‌ ଏୟାରେଓ୍ଵଜ୍‌ର ଭବିଷ୍ୟତ କ’ଣ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଠାରୁ ଏହାର ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରି ଦିଆଯାଇଛି।  ପାଣ୍ଠି ଅଭାବ ହେତୁ କମ୍ପାନିରେ ତାଲା ପକାଇ ଦିଆଯିବା ପରେ ଗୋଟେ ଦିନରେ ଜେଟ୍‌ର ୧୬ହଜାର କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...