ଆଇପିଏଲ୍: ପଞ୍ଜାବକୁ ୫ ଓ୍ଵିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦ୍ୱାଦଶ ସଂସ୍କରଣର ୩୭ ତମ ମ୍ୟାଚ୍ରେ ପଞ୍ଜାବକୁ ୫ ଓ୍ଵିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲସ୍ । ଦିଲ୍ଳୀ ପକ୍ଷରୁ ଶିଖର ଧାଓ୍ଵନ ୫୬ ରନ୍ (୪୧ ବଲ୍ ୭ ଚଉକା ୧ ଛକା) ଓ ସେୟଶ ଆୟର ୫୮ ରନ୍ (୪୯ ବଲ୍ ୫ ଚଉକା ୧ ଛକା)…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...