Daily Archives

April 20, 2019

କେନ୍ଦ୍ରାପଡ଼ାରେ ପହଂଚିଲା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପାର୍ଥିବ ଶରୀର

କେନ୍ଦ୍ରାପଡ଼ା: ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ପାର୍ଥିବ ଶରୀର ଶନିବାର ରାତି ୧୦ଟାରେ କେନ୍ଦ୍ରାପଡ଼ା ପହଂଚିଛି। ପାର୍ଥିବ ଶରୀର ଏଠାରେ ପହଂଚିବା ପରେ ବିଜେଡିର ବରିଷ୍ଠ ନେତା ଶଶିଭୂଷଣ ବେହେରା, ଧରଣୀଧର ନାୟକ, ଅନୁଭବ ମହାନ୍ତି, ପ୍ରତାପ ଜେନା,…
ଅଧିକ ଖବର ଦେଖନ୍ତୁ...

ଓଡିଶାରେ ନିର୍ବାଚନ: ଅବକାରୀ-ପୁଲିସର ଚଢାଉ, ୧୪୪୬୫୦.୫୮୮ ବଲ୍କ ଲିଟର ମଦ ଜବତ

ଭୁବନେଶ୍ୱର: ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନ କରିବା ନିମନ୍ତେ ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩ ହଜାର ୯୬୫ ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୨ ହଜାର ୭୬୫ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର…
ଅଧିକ ଖବର ଦେଖନ୍ତୁ...

ଇନ୍ଦିରା ଗାନ୍ଧୀଙ୍କ ସହ ଲୋକେ ତୁଳନା କରିବା ପରେ ଶୁଣନ୍ତୁ କ’ଣ କହିଲେ ପ୍ରିୟଙ୍କା….

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ଜନସଭା, ରାଲି, ରୋଡ୍‌ ସୋ’ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବାରେ ବ୍ୟସ୍ତ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: କ୍ରିସ ଗେଲଙ୍କ ଅର୍ଦ୍ଧଶତକ, ଦିଲ୍ଲୀକୁ ୧୬୪ ରନ୍‌ ଟାର୍ଗେଟ ଦେଲା ପଂଜାବ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୭ ତମ ମ୍ୟାଚ୍‌ରେ କିଙ୍ଗସ୍‌ ଏକାଦଶ ପଂଜାବ ଶନିବାର ୧୬୩ ରନ୍‌ କରିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ସିଂହ ଏବଂ ରାହୁଲଙ୍କୁ କୁକୁର ଛୁଆ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ ଗଣପତ୍‌ ବାସାବା

ଅହମଦାବାଦ୍‌ : ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ପାଇଁ ଭେୋଟ ଗ୍ରହଣ ସରିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜନେତା । ନିର୍ବାଚନକୁ ଆଖି ଆଗରେ ରଖି କିଛି ଦିନ ତଳେ ଆରମ୍ଭ ହୋଇଥିବା ବୟାନବାଜି ଏବେ ଆହୁରି ତୀବ୍ର ହେଉଥିବା ଦେଖିବାକୁ ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ସୁଟିଂ ସେଟ୍‌ରେ ଦୁର୍ଘଟଣାର ଶିକାର ହେବା ପରେ, ଉଡିଗଲା ‘ଜୋସ୍’ ବାତିଲ ହେଲା ସୁଟିଂ, ମୁହଁରେ ପଡ଼ିଲା ୧୩ଟି ଷ୍ଟିଚ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ବିକି କୌଶଲ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ର ସଫଳତା ପରେ ଏବେ ଏକ ହରର ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଭାନୁ ପ୍ରତାପ ସିଂହ । ଫିଲ୍ମର ନାଁ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନଥିବା ବେଳେ ଏହି ଫିଲ୍ମର…
ଅଧିକ ଖବର ଦେଖନ୍ତୁ...

ଖଣ୍ଡପଡ଼ାରେ ଲଢ଼େଇ ଏକପାଖିଆ: ପ୍ରଚାର ମଇଦାନରେ ସୌମ୍ୟ ଆଗୁଆ

ଖଣ୍ଡପଡ଼ା (ସୁବ୍ରତ ଦାସ) : ଏଥର ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରଦିନ୍ଦ୍ୱନ୍ଦ୍ୱିତା ହେଉଥିଲେ ହେଁ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବସ୍ତୁତଃ ଳଢ଼େଇ ଏକପାଖିଆ ହେଉଥିବାର ପରିଲକ୍ଷିତ ହେଉଛି। ସାରା ନିର୍ବାଚନ ମଣ୍ଡଳୀ ସବୁଜ…
ଅଧିକ ଖବର ଦେଖନ୍ତୁ...

ସାଧ୍ୱୀ ପ୍ରଜ୍ଞାଙ୍କୁ ଟିକେଟ୍‌ ଦେବା ପ୍ରସଙ୍ଗଙ୍କୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ, ଶୁଣନ୍ତୁ କହିଲେ…

ନୂଆଦିଲ୍ଲୀ : ବିଜେପିରୁ ଭୋପାଳ ଲୋକସଭା ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଟିକେଟ ମିଳିବା ପରେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ବିପକ୍ଷ ଦଳ ଅନେକ ପ୍ରଶ୍ନ ପ୍ରଶ୍ନ ଉଠାଇଥିଲା । ମାଲୋଗାଓଁ ଆକ୍ରମଣରେ ୯ବର୍ଷ ଜେଲ୍‌ରେ ରହି ସାଧ୍ୱୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: କ୍ୟାରିୟରରେ ଉତ୍‌ଥାନ ପତନ ହେତୁ ଅଶାନ୍ତି ବଢ଼ିବ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଆପଣଙ୍କ କାର୍ଯ୍ୟରେ ନୂଆ ଦାୟିତ୍ଵ ମିଳିପାରେ। ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପ୍ରଚୁର ଲାଭ ହେବ। ବୁଧ ଓ ଗୁରୁବାର: କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଅଭିନନ୍ଦନ ବର୍ତମାନଙ୍କୁ ‘ବୀର ଚକ୍ର’, ମିରାଜ୍‌୨୦୦୦ ବିମାନ ନେଇ ପାକିସ୍ତାନରେ ଏୟାର୍‌ ଷ୍ଟ୍ରାଇକ୍‌ କରିଥିବା…

ନୂଆଦିଲ୍ଳୀ: ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନ ବର୍ତମାନଙ୍କ ନାମ ‘ବୀର ଚକ୍ର’ ସମ୍ମାନ ପାଇଁ ସୁପାରିସ କରାଯାଇଛି। ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬କୁ ପାକିସ୍ତାନରେ ପଶି ତଳେ ଖସାଇଥିବା ଅଭିନନ୍ଦନଙ୍କୁ ତାଙ୍କର ସାହସିକତା ପାଇଁ ‘ବୀର ଚକ୍ର’ ସମ୍ମାନରେ…
ଅଧିକ ଖବର ଦେଖନ୍ତୁ...