Daily Archives

April 21, 2019

ମାଓ ଗୁଳିରେ ମହିଳା ଜିଆରଏସଙ୍କ ମୃତ୍ୟୁ ଘଟଣା: ୪ ଦିନ ପରେ ସଂଯୁକ୍ତାଙ୍କ ପରିବାରକୁ ଭେଟିଲା ପ୍ରଶାସନ

ଫୁଲବାଣୀ: ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିମାଡରେ ମୃତ୍ୟୁ ବରଣ କରିଥିବା ପୁଲିଂ ଚେକିଂ ଟିମର ସୁପରଭାଇଜର ତଥା ମହିଳା ଜିଆରଏସ ସଂଯୁକ୍ତା ଦିଗାଲଙ୍କୁ ପରିବାରକୁ ୪ ଦିନ ପରେ ପ୍ରଶାସନ ଭେଟିଛି। କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଲଦାପଦର ଗାଁକୁ ଯାଇ ମୃତ ସଂଯୁକ୍ତାଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ ପ୍ରଚାରରେ ବାଲାକୋଟ୍ କଥା ଉଠାଇ ବିବାଦରେ ପଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଚରଣବିଧି…

ଗୁଜରାଟ : ଗୁଜରାଟ ନିର୍ବାଚନ ପ୍ରଚାରରେ ପୁଣି ବାଲାକୋଟ୍ କଥା ଉଠାଇ ବିବାଦରେ ପଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ସଭାରେ ମୋଦୀ କହିଛନ୍ତି, ଅଭିନନ୍ଦନଙ୍କୁ ଛାଡିବା ଲାଗି ପାକିସ୍ତାନକୁ ସେ ଦେଇଥିଲେ କଡ଼ା ଚେତାବନୀ । ଅଭିନନ୍ଦନକୁ ନଛାଡିଲେ ପରିଣାମ ଭୟଙ୍କର ହେବ ବୋଲି ସେ…
ଅଧିକ ଖବର ଦେଖନ୍ତୁ...

ମଝି ନଈରେ କାଳବୈଶାଖୀ : ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ

ଚାନ୍ଦବାଲି : ମଝି ନଇରେ କାଳବୈଶାଖୀ । ପ୍ରାୟ ୫୦ ଯାତ୍ରୀଙ୍କୁ ବଂଚେଇ ଦେଲେ ଭଗବାନ । ଆଜି ଚାନ୍ଦାବାଲିରୁ ଧାମରାକୁ ଆସୁଥିବା ବେଳେ ମନ୍ତେଇ ନଦୀରେ ଏପରି ଏକ ନିଶ୍ଚିତ ବିପଦରୁ ବଂଚି ଯାଇଛନ୍ତି ପ୍ରାୟ ୫୦ ଜଣ ଯାତ୍ରୀ । ଡଙ୍ଗାରେ ପିଲା ଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା ରହିଥିଲେ।…
ଅଧିକ ଖବର ଦେଖନ୍ତୁ...

ଜାଣି ରଖନ୍ତୁ ଯକୃତ ଖରାପ ହେବାର ଏହି ୪ଟି ଲକ୍ଷଣ, ଅଣଦେଖା କଲେ ଯାଇ ପାରେ ଜୀବନ

ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଯକୃତ । ଯାହା ଶରୀରରେ ରକ୍ତରକୁ ସଫା କରିବାରେ ସାହାଯ୍ୟ କରିବା ସହ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଯକୃତ । ଶରୀରର ଏତେ ସବୁ କାମର…
ଅଧିକ ଖବର ଦେଖନ୍ତୁ...

ଝିଅକୁ ନିଦ ବଟିକା ଦେଇ ଦୁଷ୍କର୍ମ କରୁଥିଲା ସାବତ ବାପା, ଜାଣିବା ପରେ ସମସ୍ତଙ୍କ ଆଗରେ ଅସଲ ମୁଖା ଖୋଲିଲେ ମା’

ଯମୁନାନଗର : ହରିୟାଣାର ଯମୁନାନଗରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ସାବତ ବାପା ନିଜ ସାବତ ଝିଅ ସହ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତାଙ୍କ ମା’ ଦ୍ୱିତୀୟ ବିବାହ କରିିବା ପରେ ତାଙ୍କ ସାବତ ବାପା ପୀଡ଼ିତାଙ୍କ ଉପରେ ଖରାପ ନଜର ପକାଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତଙ୍କ ଗାଡି ଉପରକୁ ବୋମାମାଡ; ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ…

ଭୁବନେଶ୍ୱର :  ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ  ଆକ୍ରମଣ ହୋଇଛି । ଆଜି ନିର୍ବାଚନ ପ୍ରଚାର ପରେ ଫେରୁଥିବା ବେଳେ ଝାରପଡା କେନାଲ ରୋଡରେ ଅନନ୍ତଙ୍କ ଗାଡି ଉପରେ କିଛି ଦୃବୁର୍ତ୍ତ ଅଚାନକ ଆକ୍ରମଣ କରିଥିଲେ । ଦୁଇଟି ବାଇକରେ ଦୁବୃର୍ତ୍ତ ମାନେ…
ଅଧିକ ଖବର ଦେଖନ୍ତୁ...

ବକ୍ସ ଅଫିସରେ ୧୦୦ଦିନ ପୂରଣ କଲା ବିକି କୌଶଲଙ୍କ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’

ମୁମ୍ବାଇ : ଜାନୁଆରୀ ୧୧, ୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ ୟାମି ଗୌତମ । ଫିଲ୍ମଟି ରିଲିଜ୍‌ ହେବାର ମାସକ ମଧ୍ୟରେ ୨୦୦କୋଟି କ୍ଲବ୍‌ରେ ସ୍ଥାନ ବନାଇ ସାରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କଲମ୍ବୋ ବିସ୍ଫୋରଣ ଘଟଣା : ୨୦୭ ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ନାଗରିକ, ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ହେଲ୍ପଲାଇନ୍‌…

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ରବିବାର ଘଟିଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୦୭ ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ପୂର୍ବରୁ କେବଳ ଜଣେ ଭାରତୀୟ ମହିଳା ନିହତ ହୋଇଥିବା ନେଇ ସୂଚନା ମିଳିଥିଲା। ଏ ନେଇ କଲମ୍ବୋସ୍ଥିତ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

୧୮ମାସ ପୁଅର ମୁଣ୍ଡକୁ ଧରି ଟାଣି ନେଉଥିଲା ଚିତାବାଘ, ଜୀବନକୁ ଖାତିର ନ କରି ଖାଲି ହାତରେ ବାଘ ସହ ଲଢ଼େଇ କଲା ମା’

ପୁଣେ : ନିଜ ପିଲାମାନଙ୍କ ପାଇଁ ଗୋଟେ ମା’ କିଛି ବି କରିପାରେ । ତାହା ପ୍ରମାଣ କରି ଦେଖାଇଛନ୍ତି ପୁଣେର ଜଣେ ବାସିନ୍ଦା । ଘର ବାହାରେ ଶୋଇଥିବା ବେଳେ ଚିତାବଘ ଆସି ୧୮ମାସର ଶିଶୁପୁତ୍ରକୁ ଆକ୍ରମଣ କରିଥିଲା । ତା’ର ମୁଣ୍ଡ ଧରି ଟାଣି ଟାଣି ନେଇ ଯାଉଥିବା ବେଳେ ପାଖରେ ଶୋଇଥିବା ମା’ ବାଘ ସହ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ସଲମାନ୍‌! ସାମ୍ନାକୁ ଆସିଲା ବଡ଼ କାରଣ

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସପ୍ତାହକ ମଧ୍ୟରେ ଫିଲ୍ମରେ ଥିବା ସଲମାନଙ୍କର ବିଭିନ୍ନ ଲୁକ୍‌ର ପୋଷ୍ଟର ରିଲିଜ୍‌ କରାଯାଇ ସାରିଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।…
ଅଧିକ ଖବର ଦେଖନ୍ତୁ...