Daily Archives

April 22, 2019

ଆଇପିଏଲ୍‌: ରାହାଣେଙ୍କ ଅପରାଜିତ ଶତକ, ଦିଲ୍ଲୀକୁ ୧୯୨ ରନ୍‌ ଟାର୍ଗେଟ ଦେଲା ରାଜସ୍ଥାନ

ଜୟପୁର: ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଅପରାଜିତ ଶତକ (୧୦୫ ରନ୍‌, ୬୩ ବଲ୍‌, ୧୧ ଚୌକା, ୩ ଛକା) ବଳରେ ରାଜସ୍ଥାନ ରୟାଲସ୍‌ ୧୯୧ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ୧୯୨ ରନ୍‌ ଟାର୍ଗେଟ ମିଳିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୦ତମ ମ୍ୟାଚ୍‌…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲିରେ ନିର୍ବାଚନୀ ହିଂସା, ବିଜେଡ଼ି ପ୍ରଚାର ବେଳେ ଅପର ଗୋଷ୍ଠୀଙ୍କ ଆକ୍ରମଣ

ଚାନ୍ଦବାଲି: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଗୋଟିଏ ସପ୍ତାହ ବାକି ଥିବା ବେଳେ ନିର୍ବାଚନ ପ୍ରଚାରରେ ପ୍ରମୁଖ ୩ଟି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତିି। ପ୍ରଚାର ବେଳେ ସୋମବାର ହିଂସାକାଣ୍ଡ ଦେଖାଯାଇଛି। ବାଂଶଡ଼ା ଥାନା ଅଧିନ ସବୁଠୁ ସମ୍ବେଦନଶୀଳ ପଂଚାୟତ ଯଶିପୁର ଓ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ରଣାଙ୍ଗନ : ପ୍ରମୁଖ ଲୋକସଭା ପ୍ରାର୍ଥୀଙ୍କ ଲାଗି ଭୁବନେଶ୍ୱର ମଇଦାନ ନୂଆ, ବିଧାନସଭା ଲଢ଼େଇରେ ମିଶ୍ରିତ ଚେହେରା

ଭୁବନେଶ୍ୱର(ଧୃତିକାମ ମହାନ୍ତି) : ରାତି ପାହିଲେ ରାଜଧାନୀରେ ଭୋଟ। ତେବେ ଭୋଟ ପୂର୍ବରୁ ଭୁବନେଶ୍ୱରର ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରାଜଧାନୀ ଭୁବନେଶ୍ୱରର ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ଏବଂ ଏଠାରେ ଗତକାଲି ରାତିରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ଭାଷଣରେ ସ୍ଥାନ ପାଇଲା ଶ୍ରୀଲଙ୍କା ବିସ୍ଫୋରଣ: ଆତଙ୍କବାଦକୁ ବିରୋଧ କରି ଭୋଟ୍‌ ମାଗିଲେ ମୋଦୀ ଓ ସ୍ୱାମୀ

ନୂଆଦିଲ୍ଲୀ: ଗତକାଲି ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଘଟିଥିବା ସିରିଜ୍‌ ବିସ୍ଫୋରଣ ଏକ ବିଶ୍ୱବ୍ୟାପୀ ଖବର ପାଲଟିଥିବା ବେଳେ ଏହା ଭାରତରେ ଚାଲିଥିବା ଲୋକସଭା ନିର୍ବାଚନ ଭାଷଣର ଏକ ବିଷୟବସ୍ତୁ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ବିସ୍ଫୋରଣ ଘଟାଇଥିବା…
ଅଧିକ ଖବର ଦେଖନ୍ତୁ...

ଇରାନରୁ ତେଲ ଆମଦାନୀ କଲେ ଭାରତ ଉପରେ ବି କଟକଣା ଲଗାଇବ ଆମେରିକା, ତେଲଦର ବଢିବା ଆଶଙ୍କା

ନୂଆଦିଲ୍ଲୀ : ଇରାନରୁ ତେଲ ଆମଦାନୀ ଉପରେ ଆମେରିକା ଗତ ନଭେମ୍ବରରୁ କଟକଣା ଲଗାଉଛି । ତେବେ ଭାରତ ସମେତ କେତେକ ଦେଶକୁୁ ଆମେରିକା ଏହି କଟକଣାରୁ କୋହଳ କରିଆସୁଥିଲା । କିନ୍ତୁ ଏହି କୋହଳତାର ମିଆଦ ଆସନ୍ତା ମେ ମାସରେ ଶେଷ ହେବ । ଏହାକୁ ଆଉ ନବଢାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପରେ ଜେଲ ଗଲେ ମହାରଥୀ

ଭୁବନେଶ୍ୱର: ପିପିଲିରୁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପରେ ସୋମବାର ଜେଲ ଯାଇଛନ୍ତି। ମହାରଥୀ ଝାରପଡ଼ା ଜେଲରେ ରହି ଚିକିତ୍ସିତ ହେବେ। ଆବଶ୍ୟକ ପଡ଼ିଲେ ଜେଲ କର୍ତ୍ତୃପକ୍ଷ ମେଡିକାଲ ସ୍ଥାନାନ୍ତର କରିପାରନ୍ତି। ଆସନ୍ତା ୨୪…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ତୃତୀୟ ପର୍ଯ୍ୟାୟ ମତଦାନ: ଦିବ୍ୟାଙ୍ଗଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା; ପାଣି, ବିଜୁଳୀ, ଯାନବାହନ,…

ଭୁବନେଶ୍ୱର: ଆସନ୍ତାକାଲି ସକାଳୁ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ (ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର)ଏବଂ ଏହା ଅନ୍ତର୍ଗତ ୪୨ଟି ବିିଧାନସଭା ଆସନରେ ୧୦ ହଜାର ୪୬୪ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ଆାସନ୍ତୁ ଜାଣିବା ଏହି ମତଦାନ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍‌: ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୨ ଲକ୍ଷ ୫୬ ହଜାର ୯୨୨ ମତଦାତା

ଭୁବନେଶ୍ୱର: ଗତ ୧୧ ଓ ୧୮ ତାରିଖରେ ଦୁଇଟି ପର୍ଯ୍ୟାୟରେ ୯ଟି ଲୋକସଭା ଓ ଏହା ଅନ୍ତର୍ଗତ ୬୩ଟି ବିଧାନସଭା ଆସନରେ ଭୋଟ୍‌ ହୋଇସାରିଛି । କାଲି ତୃତୀୟ ପର୍ଯ୍ୟାୟରେ ମୋଟ୍‌ ୧୦ ହଜାର ୪୬୪ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ୯୨ ଲକ୍ଷ ୫୬ ହଜାର ୯୨୨ ମତଦାତା । ଏହି ପର୍ଯ୍ୟାୟରେ ଓଡିଶା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି କୌଣସି କଥାକୁ ନେଇ ମନରେ ଦ୍ବନ୍ଦ୍ବ ରହିବ। ଯେତେ ମିଠା କଥା କଥା କହିବେ ସେତେ ଲାଭ ପାଇବେ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ସନ୍ଧ୍ୟାରେ ପରିବାର ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଦିନଟି ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...