Daily Archives

April 23, 2019

ମତଦାନ କରିବା ପାଇଁ ନ୍ୟୁୟର୍କରୁ ଗୋଆ ଆସିଲେ ଏହି ଯୁବକ

ପାଣାଜୀ : ପ୍ରତି ୫ବର୍ଷକୁ ଥରେ ନିର୍ବାଚନ ହେଉଥିବା ବେଳେ ଲୋକମାନେ ନିଜର ଅଧିକାର ଜାହିର କରିବା ସହ ମତଦାନ କରିଥାନ୍ତି । କିନ୍ତୁ କିଛି ଲୋକ ମତଦାନକୁ ଗୁରୁତ୍ୱ ନ ଦେଇ ଛୁଟି ଥିବାରୁ ବାହାରକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି । କିଛି କିଛି ଲୋକ ସବୁ ସୁବିଧା ଥାଇ ମଧ୍ୟ ମତଦାନ କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ସନରାଇଜର୍ସ ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୧ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ । ଦ୍ୱିତୀୟ ପାଳିରେ ୧୭୬ ରନ୍‌ର ଲକ୍ଷ୍ୟ ପିଛାକରି ଚେନ୍ନାଇ ୧୯.୫ ଓଭରରେ ୪ ଓ୍ଵିକେଟ ହରାଇ ଏହାକୁ ହାସଲ କରିଛି।…
ଅଧିକ ଖବର ଦେଖନ୍ତୁ...

ଥଣ୍ଡା ପାଣି ପିଇବା ଦ୍ୱାରା ବଢ଼ିଥାଏ ଓଜନ, ଜାଣି ରଖନ୍ତୁ ଉପୁଜୁଥିବା ଅନ୍ୟ ସମସ୍ୟା ବିଷୟରେ

ଖରାଦିନେ ଖରାର ପ୍ରକୋପ ଅଧିକ ରହିବା ସହ ଶୋଷ ଲାଗିଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ପାଣି ପିଇଥାନ୍ତି । ବିଶେଷ କରି ଥଣ୍ଡା ପାଣି ପିିଇବାକୁ ଲୋକମାନେ ପ୍ରାଧାନ୍ୟ ଦେଇଥାନ୍ତି । ଥଣ୍ଡା ପାଣି ପିଇବା ଦ୍ୱାରା କିଛି ସମୟ ପାଇଁ ଶାନ୍ତି ମିଳୁଥିଲେ ମଧ୍ୟ ପରେ ଶରୀରରେ ଅନେକ ସମସ୍ୟା ଦେଖା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ସମୟରେ ବିଜେପି ହିଂସାକାଣ୍ଡ ଭିଆଉଥିବା ଅଭିଯୋଗରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ନିର୍ବାଚନ ସମୟରେ ବିଜେପି ହିଂସାକାଣ୍ଡ ଭିଆଉଥିବା ଅଭିଯୋଗରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଥିବା ଓମ୍ ପ୍ରକାଶ ମିଶ୍ର ଏକ ପୋଲିଂ ବୁଥରେ ନିଜ ସମର୍ଥକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ନେଇ ଯାଉଥିବା ଯୁବକଙ୍କ ହାତରୁ ଛଡ଼ାଇନେବାର ଉଦ୍ୟମ କଲେ ଲୁଟେରା, ତା’ ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓ

ହାଜିପୁର : ବିହାରର ହାଜିପୁରରେ କିଛି ଲୁଟେରା ଜଣେ ଯୁବକଙ୍କ ହାତରୁ ଟଙ୍କା ଭରିଥିବା ବ୍ୟାଗ୍‌ ଛଡ଼ାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଯୁବକ କିଭଳି ବ୍ୟାଗ୍‌ ନ ଛାଡ଼ି ରାସ୍ତାରେ ଘୋଷାଡ଼ି ହୋଇ ଯାଉଛନ୍ତି, ତାହା ଦେଖିବାକୁ ମିଳିଛି। ପୁଲିସ ସିସିଟିଭି…
ଅଧିକ ଖବର ଦେଖନ୍ତୁ...

ଧାଡ଼ି ଭାଙ୍ଗି ମତଦାନ କରିବାକୁ ଯିବାରୁ ବିବାଦରେ ସାଉଥ୍‌ ସୁପରଷ୍ଟାର ଅଜିତ୍‌

ନୂଆଦିଲ୍ଲୀ : ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ଅନେକ ବଡ଼ ବଡ଼ ନେତା-ଅଭିନେତା ମତଦାନ କରିଥିଲେ । ମତଦାନ ସମୟରେ କିଛି ସ୍ଥାନରେ ବିଶୃଙ୍ଖଳା ହୋଇଥିବା ମଧ୍ୟ ଦେଖା ଯାଇଥିଲା । ସାଉଥ୍‌ ସୁପରଷ୍ଟାର ଅଜିତ୍‌ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଧାଡ଼ିରେ ଠିଆ ନ ହୋଇ ସିଧା…
ଅଧିକ ଖବର ଦେଖନ୍ତୁ...

ଲୋକସଭାରେ ମୋଦୀଙ୍କୁ ରାହୁଲ ଆଲିଙ୍ଗନ କରିବା ପରେ ଏଭଳି ଥିଲା ସୁମିତ୍ରା ମହାଜନଙ୍କ ପ୍ରତିକ୍ରିୟା, ସାକ୍ଷାତକାରରେ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ  ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ସଂପର୍କ କେମିତି ତାହା ସମସ୍ତଙ୍କୁ ଜଣା । ଦୁହେଁ  ବିପକ୍ଷ ଦଳର ବରିଷ୍ଠ ନେତା ଥିବା ବେଳେ ଅନେକ ସମୟରେ ମୋଦୀଜୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ବ୍ୟବହାର ଜନତାଙ୍କୁ ବୁଝା ପଡ଼ି ନ ଥାଏ । ବିପକ୍ଷ ଦଳର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପାଇଁ ପ୍ରଚାର କରିଥିବାରୁ ଅଲମ୍ପିକ୍‌ ପହିଲମାନ ନରସିଂହ ଯାଦବଙ୍କ ବିରୋଧରେ ଏତଲା ରୁଜୁ

ନୂଆଦିଲ୍ଲୀ : କଂଗ୍ରେସ ପାଇଁ ପ୍ରଚାର କରି ଅଡ଼ୁଆରେ ପହିଲମାନ ନରସିଂହ ଯାଦବ । ଅପ୍ରେଲ ୨୧ରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ନରସିଂହ କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଅଲମ୍ପିଆନ୍‌ ନରସିଂହ ଯାଦବଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗ-ପୁଲିସ୍‌ର ଚଢାଉ, ୧୫୪୪୩୨.୫୦୩ ବଲ୍କ ଲିଟର ମଦ ଜବତ

ଭୁବନେଶ୍ୱର: ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୧୫୧ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୩ ହଜାର ୮୨୯ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର ୪୫୧…
ଅଧିକ ଖବର ଦେଖନ୍ତୁ...

ମମତାଙ୍କୁ କଟାକ୍ଷ କଲେ ମୋଦୀ : ପ୍ରଧାନମନ୍ତ୍ରୀ ପଦର ନିଲାମୀ କରାଯାଉ ନାହିଁ କି ଦିଦି ଟଙ୍କା ଦେଇ କିଣି ନେବେ

ନୂଆଦିଲ୍ଲୀ : ମଙ୍ଗଳବାର ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ୍‌ରେ ମତଦାନ କରିଥିଲେ । ଏହା ପରେ ସେ ଓଡ଼ିଶାର ବାଲେଶ୍ୱର ଏବଂ ପରେ ପଶ୍ଚିମବଙ୍ଗର ଆସାନସୋଲ ଯାଇ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଦୁଇଟି ରାଜ୍ୟରେ ନିର୍ବାଚନୀ ସଭାରେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...